Browsing Tag

odisha government

ସିଙ୍ଗିଲ ୱିଣ୍ଡୋ ବୈଠକରେ ୧୭ଟି ପ୍ରକଳ୍ପକୁ ମଞ୍ଜୁରୀ, ସୃଷ୍ଟି ହେବ ୧୨ ହଜାର ୨୮୦ ନିଯୁକ୍ତି

ଭୁବନେଶ୍ୱର : ସିଙ୍ଗିଲ ୱିଣ୍ଡୋରେ ୧୭ ପ୍ରକଳ୍ପକୁ ମଞ୍ଜୁରୀ । ଉତ୍କର୍ଷ ଓଡ଼ିଶା ପୂର୍ବରୁ ସିଙ୍ଗିଲ ୱିଣ୍ଡୋ ବୈଠକରେ ୧୭ଟି ପ୍ରକଳ୍ପକୁ ମଞ୍ଜୁରୀ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା ୧୪୩ତମ ସିଙ୍ଗଲ ୱିଣ୍ଡୋ ବୈଠକରେ ଏହି ପ୍ରକଳ୍ପ ଗୁଡିକୁ ମଞ୍ଜୁରି ମିଳିଛି । ୧୭ଟି ପ୍ରମୁଖ…

ମାର୍ଚ୍ଚ ୩୧ ସୁଦ୍ଧା ପୂରଣ ହେବ ଖାଲି ପଡିଥିବା ସରକାରୀ ପଦବୀ, ନିଯୁକ୍ତି ଆୟୋଗଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର :  ଆସନ୍ତା ୫ବର୍ଷ ମଧ୍ୟରେ ଦେଢ଼ଲକ୍ଷ ସରକାରୀ ପଦବୀରେ ନିଯୁକ୍ତି ଦେବେ ସରକାର । ଏନେଇ ଅଣ୍ଟା ଭିଡିଛନ୍ତି ମୋହନ ସରକାର । ୨ବର୍ଷ ମଧ୍ୟରେ ୬୫ହଜାର ସରକାରୀ ପଦବୀରେ ନିଯୁକ୍ତି ପାଇଁ ସ୍ଥିର ହୋଇଛି । ଏବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୧ଲକ୍ଷ ୧୦ହଜାର ୫୫୭ଟି ମୂଳପଦବୀ ଖାଲି…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜ କର୍ମଚାରୀଙ୍କ ଗ୍ରାଚୁଇଟି ବୃଦ୍ଧି

ଭୁବନେଶ୍ୱର : ନୂଆ ବର୍ଷରେ ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି । ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜ ଶିକ୍ଷକ ଓ କର୍ମଚାରୀଙ୍କ ଗ୍ରାଚୁଇଟି ବୃଦ୍ଧିକୁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର । ଗ୍ରାଚୁଇଟି ରାଶି ୫ ଲକ୍ଷରୁ ୭.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ।…

ସରକାରଙ୍କୁ ଶିମିଳିପାଳ ଚିନ୍ତା, ସୁରକ୍ଷା ଦାୟିତ୍ବରେ ୧୩୧ ଜଣିଆ ଆର୍ମଡ ପୋଲିସ ରିଜର୍ଭ ଫୋର୍ସ

ଶିମିଳିପାଳ : ସରକାରଙ୍କୁ ଶିମିଳିପାଳ ଚିନ୍ତା ।  ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସୁରକ୍ଷା ନେଇ ଆକାଉଣ୍ଟ ଜେନେରାଲଙ୍କୁ ଚିଠି ଲେଖିଲେ ଗୃହ ସଚିବ ସତ୍ୟବ୍ରତ ସାହୁ ।  ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ଗଠନ ହେବ ନୂଆ ଫୋର୍ସ। ଗୋଟିଏ କମ୍ପାନୀ ଆର୍ମଡ ପୋଲିସ ରିଜର୍ଭ(ଏପିଆର) ଫୋର୍ସ…

ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର, ଡିସେମ୍ବର ପହିଲାରୁ ବର୍ଦ୍ଧିତ ଖର୍ଚ୍ଚ ପ୍ରଦାନ କରିବାକୁ…

ବଢିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ । ପିଏମ୍‌ ପୋଷଣ ଯୋଜନାରେ ରାଜ୍ୟରେ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଛନ୍ତି ରାଜ୍ୟ ସରକାର ।  ଡିସେମ୍ବର ପହିଲାରୁ ବର୍ଦ୍ଧିତ ଖର୍ଚ୍ଚ ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଣିକି ବର୍ଦ୍ଧିତ ଦରରେ ମିଳିବ ମଧ୍ୟାହ୍ନ ଭୋଜନ । ଏବେ ପ୍ରାଥମିକ…

କଟକଣା କୋହଳ ହେବା ସହ ପୁଣି ଚାଲିବ ଡ୍ୟାନ୍ସ ବାର୍

ଭୁବନେଶ୍ୱର : ଚାଲିବ ଡ୍ୟାନ୍ସ ବାର୍ କିନ୍ତୁ ଡ୍ୟାନ୍ସକୁ ନାହିଁ ଅନୁମତି  ।  ୨୧ଟି ସର୍ତ୍ତ ଆଧାରରେ ଡ୍ୟାନ୍ସ ବାର୍ କୁ ଅନୁମତି ମିଳିଛି । ଡ୍ୟାନ୍ସ ବାର୍ ପରିସରରେ ଲାଗିବ ସିସିଟିଭି କ୍ୟାମେରା । ଗ୍ରାହକ ସିଧାସଳଖ ଟଙ୍କା ବା ଉପହାର ଦେଇପାରିବେନି । କଟକ ଓ ଭୁବନେଶ୍ୱରରେ କୌଣସି ବାରରେ…

ରାଜ୍ୟ ମଧ୍ୟରେ ବିମାନ ଯୋଗେ ଭ୍ରମଣ କରିପାରିବେ ଓଡ଼ିଶା ସରକାରୀ ଅଧିକାରୀ, ବିଜ୍ଞପ୍ତି ଜାରି କଲେ ଅର୍ଥ ବିଭାଗ

ଭୁବନେଶ୍ୱର: ଏକ ପ୍ରମୁଖ ନିଷ୍ପତ୍ତିରେ ଓଡ଼ିଶା ସରକାର ଗ୍ରୁପ୍-ଏ ବର୍ଗ (ସ୍ତର -୧୨ଏବଂ ତଦୁର୍ଦ୍ଧ୍ୱ) କୁ ସରକାରୀ ଯାତ୍ରା ସମୟରେ ବିମାନ ଯୋଗେ ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି ବୋଲି ରାଜ୍ୟ ଅର୍ଥ ବିଭାଗ ସୂଚନା ଦେଇଛନ୍ତି । ଅର୍ଥ ବିଭାଗ ଦ୍ବାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ,…

ଭୂସ୍ଖଳନରେ ୨ ଓଡିଆ ଡାକ୍ତର ନିଖୋଜ ଘଟଣା : କେରଳ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ଓଡ଼ିଶା ସରକାର

ଭୁବନେଶ୍ୱର : ୱାୟନାଡ଼ ଭୂସ୍ଖଳନରେ ୨ ଓଡିଆ ଡାକ୍ତର ନିଖୋଜ । ବୁଲିବାକୁ ଯାଇ କଟକ ଚୌଦ୍ବାରର ଦୁଇ ଡାକ୍ତର ବନ୍ଧୁ ବିଷ୍ଣୁପ୍ରସାଦ ଚିନ୍ନାରା ଓ ଡାକ୍ତର ସ୍ଵାଧୀନ ପଣ୍ଡା ନିଖୋଜ ଅଛନ୍ତି। ହେଲେ ବିଷ୍ଣୁପ୍ରସାଦଙ୍କ ପତ୍ନି ପ୍ରିୟଦର୍ଶିନୀ ପାଲ ଓ ଡାକ୍ତର ବାନ୍ଧବୀ ସ୍ଵୀକୃତି ମହାପାତ୍ରଙ୍କୁ…

ଓଡିଶା ଯୁବପିଢିଙ୍କ ପାଇଁ ଖୁସି ଖବର, ରାଜ୍ୟ ସରକାର ପୂରଣ କରିବେ ୯୦୦ରୁ ଅଧିକ ଶିକ୍ଷକ ପଦବୀ

ବେକାର ବସିଥିବା ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ଶିକ୍ଷକତା ପାଇଁ ଇଚ୍ଛୁକ ରଖିଥିବା ଯୁବପିଢିଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ସୁଯୋଗ । ଓଡ଼ିଶା ସରକାରଙ୍କ ପକ୍ଷରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୯୦୨ ପଦବୀ ପୂରଣ କରାଯିବ । ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ…

ଓଡ଼ିଶାରେ କରୋନାର ନୂଆ ଭାରିଏଣ୍ଟ ଚିହ୍ନଟ: ଆକ୍ସନ ମୋଡରେ ସରକାର, ଆସନ୍ତାକାଲି ବସୁଛି ସ୍ୱାସ୍ଥ୍ୟ ବିଭାଗର…

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ କରୋନାର ମାରାତ୍ମକ ଚୀନ୍‌ ଭାରିଆଣ୍ଟ BF.7 ଚିହ୍ନଟ ପରେ ବଢ଼ିଲା ଚିନ୍ତା । ଆକ୍ସନ ମୋଡକୁ ଆସିଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି ବସୁଛି ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଦିନ ୧୨ଟା ୩୦ରେ ବୈଠକ ବସିବ ।…

ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି: ଜୁନ୍‌ ୬ରୁ ଜୁନ୍‌ ୧୬ ଯାଏ ଖରାଛୁଟି

ଭୁବନେଶ୍ବର(କେନ୍ୟୁଜ୍): ଖରାଛୁଟି ନେଇ ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି । କମିବ ଖରାଛୁଟି ସମୟ ସୀମା । ପାଠପଢ଼ା ପାଇଁ ଖରାଛୁଟିରେ କାଣ୍ଟଛାଣ୍ଟ୍‌ । ଜୁନ୍‌ ୬ରୁ ଜୁନ୍‌ ୧୬ ଯାଏ ଖରାଛୁଟି । ମେ’ ୧ରୁ ଜୁନ୍‌ ୫ ପର୍ଯ୍ୟନ୍ତ ସକାଳ ୬ରୁ ୯ଟା ଯାଏଁ ପାଠପଢ଼ା । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ…

ସବୁଜ ଅଭିବୃଦ୍ଧି ଏବଂ ଶିଳ୍ପାୟନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ବିପିସିଏଲ୍‌ ସହ ରାଜ୍ୟ ସରକାରଙ୍କ ବୁଝାମଣା

ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଶା ସବୁଜ ଶିଳ୍ପମୁହାଁ। ବିପିସିଏଲ୍‌ ସହ ରାଜ୍ୟ ସରକାରଙ୍କ ବୁଝାମଣା। ସବୁଜ ଅଭିବୃଦ୍ଧି ଏବଂ ଶିଳ୍ପାୟନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ସରକାର ସବୁଜ ଶକ୍ତି ଏବଂ ହାଇଡ୍ରୋଜେନ୍‌ ପ୍ଲାଣ୍ଟ ସ୍ଥାପନ କରିବା…