Browsing Tag

odisha guidelines

ରାଜ୍ୟରେ ରହିବ କି ନାଇଟ୍‌ କର୍ଫ୍ୟୁ? ଆଜି ଆସିବ ସେପ୍ଟମ୍ବର ଗାଇଡଲାଇନ୍

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ କମୁଛି କରୋନା ଗ୍ରାଫ୍‌। ହେଲେ ସଂପୂର୍ଣ୍ଣ ଅନଲକ୍‌ ହୋଇନାହିଁ ଓଡ଼ିଶା। ସେପଟେ ଆଜି ସରିବ ଅଗଷ୍ଟ ଅନ୍‌ଲକ ଗାଇଡଲାଇନ ଅବଧି, ଆସିବ ସେପ୍ଟମ୍ବର ଗାଇଡଲାଇନ। କଣ ରହିବ ଏହାର ରୂପରେଖ? ରାଜ୍ୟରେ ବର୍ତ୍ତମାନର କରୋନା ସ୍ଥିତି ଓ ଭବିଷ୍ୟତ ତୃତୀୟ ଲହର ଆଶଙ୍କା ଦେଖି…

ବଦଳିଲା ନିୟମ: ବାହାର ରାଜ୍ୟରୁ ଓଡ଼ିଶା ଆସିଲେ କୌଣସି ରିପୋର୍ଟ ଆବଶ୍ୟକତା ନାହିଁ

ଭୁବନେଶ୍ବର(କେନ୍ଯୁଜ୍): ବଦଳିଲା ଓଡ଼ିଶା ଆସିବା ନିୟମ । ବାହାର ରାଜ୍ୟରୁ ଓଡ଼ିଶା ଆସିଲେ କୌଣସି ରିପୋର୍ଟ ଆବଶ୍ୟକତା ନାହିଁ । RTPCR ନେଗେଟିଭ ରିପୋର୍ଟ ଦରକାର ନାହିଁ । ଆଣ୍ଟିଜେନ୍‌ ରିପୋର୍ଟ ଆବଶ୍ୟକତା ନାହିଁ । ଭ୍ୟାକସିନ୍‌ ବା ଟିକାକରଣ ରିପୋର୍ଟ ଆବଶ୍ୟକତା ନାହିଁ । ବିନା ରିପୋର୍ଟରେ…

ଆଜି ଅପରାହ୍ନ ୩ଟା ୩୦ରେ ପ୍ରେସମିଟ୍‌: ଅଗଷ୍ଟ ଗାଇଡ ଲାଇନ୍ ସମ୍ପର୍କରେ ସୂଚନା ଦେବେ SRC

ଭୁବନେଶ୍ବର(କେନ୍ଯୁଜ୍): ଆଜି ଅପରାହ୍ନ ୩ଟା ୩୦ ମିନଟରେ ଆସିବ ଅଗଷ୍ଟ ଗାଇଡ ଲାଇନ । SRC ପ୍ରଦୀପ ଜେନା ଆଗାମୀ ଗାଇଡ ଲାଇନ ସଂପର୍କରେ ସୂଚନା ଦେବେ । କାଲି ସକାଳ ୬ଟାରେ ସରୁଛି ତୃତୀୟ ପର୍ଯ୍ୟାୟ ଆଂଶିକ୍‌ ଲକଡାଉନ୍‌ । କରୋନା ଚେନ୍‌ରେ ବ୍ରେକ୍‌ ଲଗାଇବାକୁ ମେ' ୫ ତାରିଖରୁ ରାଜ୍ୟରେ…

ଆଜି ଅପରାହ୍ନ ୨ଟା ୩୦ରେ ମୁଖ୍ୟ ସଚିବଙ୍କ ପ୍ରେସ ବାର୍ତ୍ତା, ଆସିବ ନୂଆ ଗାଇଡଲାଇନ୍‌

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାକାଲି ଶେଷ ହେଉଛି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଂଶିକ୍‌ ଲକଡାଉନ୍‌ । ଆଜି ଆସିବ ନୂଆ ଗାଇଡଲାଇନ୍‌। ଅପରାହ୍ନ ୨ଟା ୩୦ରେ ମୁଖ୍ୟ ସଚିବଙ୍କ ପ୍ରେସ ବାର୍ତ୍ତା। କରୋନା ସ୍ଥିତି ନେଇ ସୂଚନା ଦେବେ ମୁଖ୍ୟ ସଚିବ ସୁରେଶ ମହାପାତ୍ର। ଆଂଶିକ ଲକ୍‌ଡାଉନ୍‌ ଓ ଅନଲକ୍‌…