ରଣଜୀ ଲଢ଼େଇ : ଝାଡ଼ଖଣ୍ଡକୁ ୧୭୨ ରନ୍ରେ ଝାଡ଼ି ଦେଲେ ଓଡ଼ିଶା ପେସ୍ ବୋଲର୍
ଭୁବନେଶ୍ୱର (କେ ନ୍ୟୁଜ୍) : ଓଡ଼ିଶା ପେସ୍ ବୋଲର୍ ବସନ୍ତ ମହାନ୍ତି ୪ଟି ଏବଂ ରାଜେଶ ମହାନ୍ତି ୩ଟି ଓ୍ଵିକେଟ୍ ଦଖଲ କରି ରଣଜୀ ମ୍ୟାଚ୍ରେ ଝାଡ଼ଖଣ୍ଡକୁ ୧୭୨ ରନ୍ରେ ଅଲ୍ଆଉଟ୍ କରି ଦେଇଛନ୍ତି । ତେବେ ଜବାବରେ ଓଡ଼ିଶା ମଧ୍ୟ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମନା କରି ପ୍ରଥମ ଦିନ ଖେଳ…