ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରିରେ ସଂଶୋଧନ, ଲାଗୁ ହୋଇଛି ଏପ୍ରିଲ୍ ପହିଲାରୁ
ଭୁବନେଶ୍ବର: ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରିରେ ସଂଶୋଧନ। ଏହି ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର। ଚଳିତ ମାସ ୧ରୁ ନୂଆ ମଜୁରି ଲାଗୁ ହୋଇଛି। ଖଣି, ନିର୍ମାଣ, କୃଷି, ଗୁଡ୍ ସେଡ୍ସରେ ଲୋଡିଂ ଓ ଅନ୍ଲୋଡିଂ କାର୍ଯ୍ୟ, ରେଳବାଇର ପାର୍ସଲ ଅଫିସ, ଗୋଦାମ ଏବଂ ଝାଡ଼ୁ ଓ ସଫେଇ ଆଦି…