Browsing Tag

odisha latest news

ରାଜ୍ୟରେ ସେପ୍ଟେମ୍ବର ମାସରେ ଯାନବାହନ ବିକ୍ରିରେ ୨୨% ଅଧିକ ବୃଦ୍ଧି, ସମୁଦାୟ ୪୯ ହଜାର ଗାଡ଼ି ହୋଇଛି ସେଲ୍

ଭୁବନେଶ୍ବର: ରାଜ୍ୟରେ ସେପ୍ଟେମ୍ବର ମାସରେ ଯାନବାହନ ବିକ୍ରି ବୃଦ୍ଧି। ଅଗଷ୍ଟ ମାସ ତୁଳନାରେ ସେପ୍ଟେମ୍ବର ମାସରେ ଯାନବାହନ ବିକ୍ରିରେ ୨୨ ପ୍ରତିଶତ ଅଧିକ ବୃଦ୍ଧି ଘଟିଛି। ରାଜ୍ୟରେ ସେପ୍ଟେମ୍ବର ମାସରେ ସମୁଦାୟ ୪୯ ହଜାର ଗାଡ଼ି ବିକ୍ରି ହୋଇଛି। ଲକଡାଉନ ଆଂଶିକ ଭାବେ ହଟିବା ପରେ ଜୁନରେ…

ଜଗତସିଂହପୁର ଆଳିପିଙ୍ଗଳ ଜେଲରୁ ୨ କରୋନା ପଜିଟିଭ ଚିହ୍ନଟ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ଜେଲରୁ ୨ କରୋନା ପଜିଟିଭ ଚିହ୍ନଟ । କଏଦୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜେଲ କର୍ତ୍ତୃପକ୍ଷ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜେଲ ସାନିଟାଇଜ କରିବା ସହ ପଜିଟିଭଙ୍କୁ ଅଲଗା ହୋମ ଆଇସୋଲେସନରେ ରଖାଯାଇଛି । ପ୍ରଶାସନ ଓ ଜେଲ ବିଭାଗ…

ଅର୍ଥ ଅଭାବରୁ କେହି ଜଣେ ବି ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଅର୍ଥ ଅଭାବରୁ କେହି ଜଣେ ବି ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍‌ଫରେନ୍‌ସିଂରେ କୋଭିଡ୍‌ ପରିଚାଳନା ସଂପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ୍‌ ଚିକିତ୍ସା ପାଇଁ…

ଆଇଏଏସ୍‌ ସ୍ତରରେ ଅଦଳବଦଳ: ଜାଣନ୍ତୁ କିଏ ପାଇଲେ କେଉଁ ପାହ୍ଯା ?

ଭୁବନେଶ୍ବର: ଆଇଏଏସ୍‌ ସ୍ତରରେ ଅଦଳବଦଳ । ଅନୁ ଗର୍ଗ ହେଲେ ଜଳସମ୍ପଦ ସଚିବ । ଏହା ସହ WCD ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିବେ ଅନୁ ଗର୍ଗ । ରାଜକୁମାର ଶର୍ମା ହେଲେ ଆଗ୍ରୀକଲଚର ପ୍ରଡକ୍ସନ କମିଶନର । ସୁରେନ୍ଦ୍ର କୁମାର ହେଲେ ଖଣି ଓ ଇସ୍ପାତ ବିଭାଗର ପ୍ରମୁଖ ସଚିବ । CDAର ଚେୟାରମ୍ୟାନ୍‌…

ମାନବିକତାର ପରିଚୟ ଦେଲେ କରଞ୍ଜିଆ ଥାନା ଅଧିକାରିଣୀ: ମାନସିକ ବିକ୍ରୁତ ମହିଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି…

କରଞ୍ଜିଆ: ମାନସିକ ବିକ୍ରୁତ ମହିଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ମାନବିକତାର ପରିଚୟ ନେଖାଇଲେ କରଞ୍ଜିଆ ଥାନା ଅଧିକାରିଣୀ ସରୋସିଜି ସିଂ । ଗତକାଲି ବିଳମ୍ବିତ ରାତିରେ କରଞ୍ଜିଆ ଷ୍ଟାଡିୟମ ନିକଟରେ ଦେଖିବାକୁ ମିଳିଥିଲା ଏଭଳି ଏକ ଅଭାବନୀୟ ଘଟଣା । ଷ୍ଟାଡିୟମ ନିକଟରେ ଏକ ମାନସିକ…

ରାଜ୍ୟରେ ଆଜି ସର୍ବାଧିକ ୭୫୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୯୫୬ରେ ପହଞ୍ଚିଲା

ଭୁବନେଶ୍ବର: ରାଜ୍ୟରେ ଆଉ ୭୫୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୫୬ ରେ ପହଞ୍ଚିଲା । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ତେବେ ୨୩ଟି ଜିଲ୍ଲାରୁ ଏହି ୭୫୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ୱାରେଣ୍ଟାଇନ…

ଆଜିଠୁ ୧୦ଦିନ ଯାଏ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ୍ ସାଧାରଣ ଲୋକଙ୍କ ପାଇଁ ବନ୍ଦ

ଗଞ୍ଜାମ: ଆଜିଠାରୁ ପରବର୍ତ୍ତୀ ୧୦ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ୍ ସାଧାରଣ ଲୋକଙ୍କ ପାଇଁ ମନା । ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି। ଏନେଇ ଟ୍ବିଟ୍ କରି ଜିଲ୍ଲାପାଳ ଜଣାଇଛନ୍ତି ଯେ, ଆଜି ଠାରୁ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର…

ରାଜ୍ୟରେ ୧୦୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ, ୪୧୬୩ ଛୁଇଁଲା ମୋଟ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୧୦୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ୪୧୬୩ ଛୁଇଁଛି ମୋଟ ସଂକ୍ରମିତ ସଂଖ୍ୟା। ଏନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଏହି ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରେ ଥିଲେ ୯୫ ଜଣ ଏବଂ ସ୍ଥାନୀୟ ଅଂଚଳରୁ ୧୩…

ମାଲକାନଗିରିରେ ବ୍ଯାପିଛି ଅଜଣା ରୋଗ, ତିନି ମାସରେ ଗଲାଣି ୧୭ ଜଣଙ୍କ ଜୀବନ

ମାଲକାନଗିରି: ସାରା ବିଶ୍ବକୁ କୋଭିଡ୍ ୧୯ ଭୂତାଣୁ ନିଜର କାୟା ବିସ୍ତାର କରି ମହାମାରୀର ରୂପ ନେଇ ସାରିଛି । ଯାହାକୁ ନେଇ ସଭିଁଏ ଚିନ୍ତିତ ଥିବାବେଳେ, ଏହି ସମୟରେ ବୋଝ ଉପରେ ଲଳିତା ବିଡା ପରି ମାଲକାନଗିରି ଜିଲ୍ଲାରେ ଏକ ଅଜଣା ରୋଗ ବ୍ଯାପିବାରେ ଲାଗିଛି । ଯାହାକୁ ନେଇ ଆତଙ୍କିତ ଲୋକେ ।…

ଆଜି ରାଜ୍ୟରେ ପୁଣି ୫୧ ଜଣ କରୋନା ପଜିଟିଭ୍ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୦୩କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୫୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୫୧ ଜଣ କରୋନା ପଜିଟିଭଙ୍କ ଭିତରୁ କଳାହାଣ୍ଡି…

ଗଞ୍ଜାମ ପରେ ଯାଜପୁରରେ ଦ୍ୱିତୀୟ ସର୍ବାଧିକ ଆକ୍ରାନ୍ତ, ପ୍ରଶାସନ ପକ୍ଷରୁ ସଙ୍ଗରୋଧ କେନ୍ଦ୍ରରେ ୧୪୪ ଧାରା ଜାରି

ଯାଜପୁର: ଯାଜପୁରରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଜିଲ୍ଲାରେ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ୫୮ ଜଣ ବିଭିନ୍ନ ମେଡିକାଲରେ…