ଓଡ଼ିଶା ଲିଟରାରୀ ଫେଷ୍ଟିଭାଲ୍ର ଉଦଯାପନୀ ଦିବସରେ ଯୋଗ ଦେଲେ ନବୀନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାଓ୍ଵାଲାଙ୍କ…
ଭୁବନେଶ୍ବର(କେନ୍ୟୁଜ୍): ଟିମ୍ ଓ୍ଵାର୍କ ସଫଳତାର ମୂଳମନ୍ତ୍ର। ଓଡ଼ିଶା ଲିଟରାରୀ ଫେଷ୍ଟିଭାଲ୍ର ଉଦଯାପନୀ ଦିବସରେ ଯୋଗ ଦେଇ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜମ୍ମୁ କଶ୍ମୀରରୁ ଧାରା-୩୭୦ ଉଚ୍ଛେଦକୁ ସେ ସମର୍ଥନ କରିଛନ୍ତି। ନବୀନ କହିଛନ୍ତି, କେନ୍ଦ୍ର ସରକାରଙ୍କ ସହ ଗଠନମୂଳକ…