Browsing Tag

odisha lock down

ରାଜ୍ୟରେ ଆଜିଠାରୁ ଆରମ୍ଭ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌, ଆହୁରି କଡାକଡି ହୋଇଛି କଟକଣା

ଭୁବନେଶ୍ବର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌। ଜୁନ ୧୭ ତାରିଖ ସକାଳ ୫ଟା ଯାଏ  ଲକଡାଉନ ବଳବତ୍ତର ରହିବ । ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍‌ ଜାରି ରହିବ । ଆଜି ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିଥିଲା ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌।…

ରାଜ୍ୟରେ ୧୪ ଦିନିିଆ ଲକଡାଉନର ଆଜି ଦ୍ୱିତୀୟ ଦିନ, ଛକ ଛକରେ ବ୍ୟାରିକେଡ୍‌ ସହ ଇଁତରା ମାରୁଛି ପୋଲିସ୍

ଭୁବନେଶ୍ବର: କରୋନା କାୟାରେ ବ୍ରେକ୍‌ ଲଗାଇବାକୁ ରାଜ୍ୟରେ ୧୪ ଦିନିିଆ ଲକଡାଉନ୍‌ ର ଆଜି ଦ୍ୱିତୀୟ ଦିନ। ଗାଁଠୁ ସହର ସବୁ ଶୂନଶାନ । ରାସ୍ତାଘାଟ ଖାଲି ଖାଲି । ଛକ ଛକରେ ପୋଲିସ ନାକାବନ୍ଦୀ କରିବା ସହ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍‌ କରାଯାଇଛି । ପୋଲିସ ପଇଁତରା ମାରୁଛନ୍ତି । ଯାଞ୍ଚକୁ…

ଭୁବନେଶ୍ୱରରେ ୨୦ ପ୍ଲାଟୁନ ପୋଲିସ ମୁତୟନ: ୨ଶହ ଅଧିକାରୀ ଓ ୧୫୦ରୁ ଅଧିକ ଟ୍ରାଫିକ କନେଷ୍ଟବଳ ନିୟୋଜିତ

ଭୁବନେଶ୍ୱର: ଲକ୍‌ଡାଉନକୁ କାର୍ଯ୍ୟକାରୀ କରିବାକୁ ଭୁବନେଶ୍ୱରରେ ୨୦ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି। ୨ଶହ ଅଧିକାରୀ ଓ ୧୫୦ରୁ ଅଧିକ ଟ୍ରାଫିକ କନେଷ୍ଟବଳ ନିୟୋଜିତ ରହିଛନ୍ତି। ଭୁବନେଶ୍ୱରକୁ ଛଅଟି ଜୋନରେ ଭାଗ କରି, କଡା ଚେକିଂ କରାଯାଉଛି। ଯେଉଁମାନଙ୍କ ପାଇଁ ନିୟମ କୋହଳ ରହିଛି ସେମାନେ…

ଆଜିଠୁ ଲକଡାଉନ୍‌: ରାଜ୍ୟରେ ୧୪ ଦିନିଆ ତାଲାବନ୍ଦ, କରୋନା ସଂକ୍ରମଣରେ ବ୍ରେକ୍‌ ଦେବାକୁ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ବର: ଆଜିଠୁ ଲକଡାଉନ୍‌ । ରାଜ୍ୟରେ ୧୪ ଦିନିଆ ତାଲାବନ୍ଦ । କରୋନାର ଦ୍ରୁତ ସଂକ୍ରମଣରେ ବ୍ରେକ୍‌ ଦେବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର । ହେଲେ ଜରୁରୀ ସେବାକୁ ବାଦ ଦିଆଯାଇଛି । ଲୋକଙ୍କ ସୁବିଧା ପାଇଁ ପ୍ରତିଦିନ ସକାଳ ୬ଟାରୁ ଦିନ ୧୨ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା…

ଆସନ୍ତାକାଲିଠୁ ରାଜ୍ୟରେ ଲକ୍‌ଡାଉନ୍, ଏହା ପୂର୍ବରୁ କଟକଣାକୁ ଫୁ କରି ବଜାରରେ କିଣାକିଣି କରୁଛନ୍ତି ହଜାର ହଜାର ଲୋକ

ଭୁବନେଶ୍ବର: ଆସନ୍ତାକାଲିଠୁ ରାଜ୍ୟରେ ଲାଗିବ ଲକ୍‌ଡାଉନ। କରୋନା ଚେନ୍‌ ଭାଙ୍ଗିବାକୁ ୧୪ ଦିନିଆ ତାଲା ବନ୍ଦ। ଏହା ପୂର୍ବରୁ କିନ୍ତୁ ବଜାରରେ ପ୍ରବଳ ଭିଡ଼। କୋଭିଡ୍‌ କଟକଣାକୁ ଫୁ କରି ବଜାରରେ କିଣାକିଣି କରୁଛନ୍ତି ହଜାର ହଜାର ଲୋକ। ଗ୍ରୋସରୀ ଦୋକାନ ସହ ପରିବା କିଣିବା ପାଇଁ ଗୋଟିଏ ଜାଗାରେ…

ଘରୁ ବାହାରୁଛନ୍ତି କି ତେବେ ସାବଧାନ୍ ! ଆଜିଠୁ ଲକ୍‌ ଡାଉନ୍‌ ଲାଗି ପୁଣି କଡ଼ାକଡ଼ି ଚେକିଂ ଆରମ୍ଭ, ନିୟମ ନମାନିଲେ…

ଭୁବନେଶ୍ବର: ଆଜିଠୁ କଟକ, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ ଓ ରାଉରକେଲା ସହର ଲକ୍‌ ଡାଉନ୍‌ ଲାଗି କଡ଼ାକଡ଼ି ଚେକିଂ ଆରମ୍ଭ। ବିଭିନ୍ନ ଛକ ମାନଙ୍କରେ ପୋଲିସ ପକ୍ଷରୁ କଡ଼ା ଯାଞ୍ଚ ଚାଲିଛି। ଯେଉଁମାନେ ନିୟମର ଉଲ୍ଲଂଘନ କରୁଛନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଜୁଲାଇ ୩୧ ତାରିଖ ଯାଏଁ…

ଆସନ୍ତାକାଲିଠୁ ରାଜ୍ୟରେ ଗଡିବ ସବୁ ଗାଡି, ଅନୁମତି ଦେଲେ ସରକାର

ଭୁବନେଶ୍ବର: ଆସନ୍ତାକାଲିଠୁ ରାଜ୍ୟରେ ଗଡିବ ସବୁ ଗାଡି । କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ରାଜ୍ୟରେ ଅନ୍ୟ ସବୁଠି ବସ୍, ସିଟି ବସ୍ ଓ ଯାତ୍ରୀବାହୀ ଗାଡ଼ି ଚଳାଚଳ ପାଇଁ ସରକାର ଅନୁମତି ଦେଇଛନ୍ତି ଅର୍ଥାତ୍ ଅନ୍ତଃଜିଲ୍ଲା ବସ୍‌ ଚଳାଚଳ ଆରମ୍ଭ ହେବ। ଆସନ୍ତାକାଲିଠାରୁ ରାଜ୍ୟରେ ସିଟି ବସ୍ ଚଳାଚଳ ମଧ୍ଯ…

ରାଜ୍ୟରେ ଆଉ ମାସେ ବୃଦ୍ଧି ହେଉ ଲକ୍‌ଡାଉନ୍‌ ଅବଧି: ନବ ଦାସ

ଭୁବନେଶ୍ବର : ରାଜ୍ୟରେ ଆଉ ମାସେ ବୃଦ୍ଧି ହେଉ ଲକ୍‌ଡାଉନ୍‌ ଅବଧି । ଏକଥା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି, କରୋନା ମୁକାବିଲା ନେଇ ସବୁ ରାଜ୍ୟ ତୁଳନାରେ ଓଡ଼ିଶାରେ ସ୍ଥିତି ଭଲ ରହିଛି । ଓଡ଼ିଶାରେ ନିୟନ୍ତ୍ରଣରେ ରହିଛି କରୋନା । ମୋ ମତରେ ଲକଡାଉନକୁ ଆଉ ମାସେ ବଢ଼ାଯାଉ…

ଏତେ କଟକଣା ପରେ ବି ଅମାନିଆ ଲୋକେ, ବ୍ଯାଙ୍କ ସମ୍ମୁଖରେ ଦେଖିବାକୁ ମିଳିଛି ଆକାଉଣ୍ଟଧାରୀଙ୍କ ଗହଳି

ନିଆଳି: ଯେତେ ମାଠିଲେ ମାଠ, ମୁଁ ସେଇ ଦର ପୋଡ଼ା କାଠ। ଆମ୍ଭେ କହୁଛୁ କରୋନା ମହାମାରୀ ରୂପ କରାଳ କାହାଣୀ। ବିଶ୍ବକୁ କବଳିତ କରିଛି ମହାମାରୀ କରୋନା। ବିଭିନ୍ନ ଦେଶରେ ପୋକ,ମାଛି ପରି ମରୁଛନ୍ତି ଲୋକ। ଏହି ମହାମାରୀ ପାଇଁ କେବଳ ସଚେତନତା ଏବଂ ସାମାଜିକ ଦୂରତ୍ବ ଆବଶ୍ୟକ। ଏଥିପାଇଁ କେନ୍ଦ୍ର ଓ…