ରାଜ୍ୟରେ ଆଉ କିଛି ଦିନ ରହୁ କୋଭିଡ୍ କଟକଣା: ସିବିକେ ମହାନ୍ତି, DMET
ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆଉ କିଛି ଦିନ ରହୁ କୋଭିଡ୍ କଟକଣା। ଲୋକମାନେ କରୋନା କଟକଣାକୁ ସଠିକ୍ ଭାବେ ପାଳନ କରୁନାହାଁନ୍ତି, ତେଣୁ ଆଉ କିଛି ଦିନ କଟକଣା ରହିବା ଦରକାର ବୋଲି କହିଛନ୍ତି DMET ସିବିକେ ମହାନ୍ତି। କିଛି ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ଉପରେ ରହୁଛି। ଆଉ ୧୦ରୁ…