ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତି ମାମଲାର ତଦନ୍ତ କରିବେ ଓଡ଼ିଶା ଲୋକାୟୁକ୍ତ, ଜାମିନ ଆବେଦନ ଉପରେ ଶୁଣାଣି ଶେଷ
କେନ୍ୟୁଜ୍(ବ୍ୟୁରୋ): ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତି ମାମଲାର ତଦନ୍ତ କରିବେ ଓଡ଼ିଶା ଲୋକାୟୁକ୍ତ । ତଦନ୍ତ ପାଇଁ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକାୟୁକ୍ତଙ୍କ ନିକଟକୁ ମାମଲାକୁ ପଠାଯାଇଛି । ରାଜ୍ୟରେ ଲୋକାୟୁକ୍ତ ଗଠନ ହେବା ପରେ ସରକାର ପ୍ରଥମ ଥର ପାଇଁ…