ଆଜି ସରିଲା ହାଇସ୍କୁଲ୍ ପରୀକ୍ଷା, ୨୦ କିମ୍ବା ୨୧ରୁ ଆରମ୍ଭ ହେବ ମୂଲ୍ଯାୟନ
କଟକ(କେନ୍ୟୁଜ) : ସରିଲା ହାଇସ୍କୁଲ୍ ପରୀକ୍ଷା । ଚଳିତ ବର୍ଷ ୫ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ପାଇଁ ନାଁ ପଞ୍ଜିକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୨୮ ହଜାର ୪୨୦ ପିଲା ପରୀକ୍ଷା ଦେଇଥିଲେ । ପରୀକ୍ଷା ସରିବା ପରେ ବେଶ ଖୁସି ଅଛନ୍ତି ପିଲା ।
ଦୀର୍ଘ…