odisha mps oath tacking

ଆଜି ଶପଥ ନେବେ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ୪ ସାଂସଦ, ଲକ୍ ଡାଉନ୍ ଫଳର ବହୁ ଦିନ ହେବ ଯାଇପାରିନଥିଲେ ଦିଲ୍ଲୀ

ଭୁବନେଶ୍ବର: ଆଜି ରାଜ୍ୟସଭାରେ ଶପଥ ନେବେ ୪ ସାଂସଦ। ଓଡ଼ିଶାରୁ ରାଜ୍ୟସଭାକୁ ନବନିର୍ବାଚିତ ସୁବାସ ଚନ୍ଦ୍ର ସିଂ, ସୁଜିତ କୁମାର, ମୁନ୍ନା ଖାଁ ଓ ମମତା ମହନ୍ତ…

4 years ago