Browsing Tag

odisha news

ମାଡ଼ି ଆସୁଛି ‘ଦାନା’, ଜାଣନ୍ତୁ କିଏ କରିଛି ଏହି ନାମକରଣ

ମାଡ଼ି ଆସୁଛି ‘ଦାନା’ । ସିଭିୟର୍ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ବାତ୍ୟା ଦାନା । ସମୁଦ୍ରରେ ପବନର ବେଗ ୧୦୦ରୁ ୧୨୦ ଆକଳନ ହୋଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଏହା ଘନୀଭୂତ…

ମାଆକୁ ଝୁରୁଛି ପାଞ୍ଚ ବର୍ଷର ଶିଶୁକନ୍ୟା, ସ୍ତ୍ରୀର ଫେରିବା ବାଟକୁ ଚାହିଁ ବସିଛି ସ୍ୱାମୀ

ମାଆକୁ ଝୁରୁଛି ପାଞ୍ଚ ବର୍ଷର ଶିଶୁକନ୍ୟା । ଏପଟେ ସ୍ୱାମୀ ନିରାଶ ହୋଇ ସ୍ତ୍ରୀ ଅପେକ୍ଷାରେ ରହିଛନ୍ତି । କାହିଁକି ନା ତାଙ୍କ ସ୍ତ୍ରୀ ନିଖୋଜ ହୋଇ ଯାଇଛନ୍ତି । ଗତ ୧୫ ତାରିଖରୁ ନିଖୋଜ ଥିବା ମହିଳାଙ୍କ ସନ୍ଧାନ ମିଳୁନି। ଏପରି ଅଭାବନୀୟ ଘଟଣା ଘଟିଛି ବୋଲଗଡ଼ ବ୍ଲକ ଫିରିଫିରା ଗାଁରେ । ପରିବାର…

କିଛି ନଖାଇ ଦୀର୍ଘ ଦିନ ହେବ କେବଳ ପାଣି ପିଇକି ସାଧନା କରୁଛନ୍ତି ଏହି ସାଧୁ

ସାଲେପୁର: ବଟ ବୃକ୍ଷ ତଳେ ବସିଛନ୍ତି ଜଣେ ବୃଦ୍ଧ । ବୟସ ପାଖାପାଖି ୭୦ ଟପିଲାଣି । ଯେତେବେଳେ ଦେଖିବେ ଏଇଠି ହିଁ ତାଙ୍କୁ ପାଇବେ । ନା କିଛି ଅଭିଯୋଗ ନା ଅଭିମାନ । ଦେହରେ ଗେରୁଆ ବସ୍ତ୍ର ଆଉ ଖାଲି ପାଦ। ଖାଇବା ପିଇବା ଚିନ୍ତା ନାହିଁ । କେତେବେଳେ ମାଟି ଉପରେ ବସି ପଡ଼ନ୍ତି ତ କେତେବେଳେ…

ବର୍ଷାରେ ଭିଜି ‘ତ୍ରିରଙ୍ଗା ଶୋଭାଯାତ୍ରା’ କଲେ ବିଧାୟକ

ଭଞ୍ଜନଗର: ଚାଲିଛି ପ୍ରବଳ ବର୍ଷା । ତାଭିତରେ ବି ଚାଲିଛି ରାଲି । ବାଇକ୍ ଧରି କିଛି ଲୋକ ରାଲିରେ ବାହାରିଛନ୍ତି । ହାତରେ ଧରିଛନ୍ତି ତ୍ରିରଙ୍ଗା ପତାକା । ଆପଣଙ୍କ ମନକୁ ନିହାତୀ ପ୍ରଶ୍ନ ଆସୁଥିବ ଏମାନେ କିଏ? କାହିଁ ଏଭଳି ବର୍ଷାରେ ଭିଜି ଭିଜି ବାଇକ୍ ରେ ବୁଲୁଛନ୍ତି । ବୁଝୁ ବୁଝୁ…

କଲେଜ ଯାଉଥିବା ସମୟରେ ଗୋଡ଼ାଇ ଗୋଡ଼ାଇ ଅଧ୍ୟାପକଙ୍କୁ ଆକ୍ରମଣ କଲେ ଦୁର୍ବୁତ୍ତ, ଖୋଳତାଡ କରୁଛି ପୋଲିସ୍

ଉଦଳା: ସବୁଦିନ ଭଳି ସେଦିନ ବି କଲେଜ ଯାଉଥିଲେ ଏ ଅଧ୍ୟାପକ, କିନ୍ତୁ ସେ କେବେ ବି ଭାବିନଥିଲେ ତାଙ୍କ ସହ ଏମିତି ଘଟିଯିବ । ହେଲମେଟ ପିନ୍ଧି ବାଇକ୍‌ ଯୋଗେ କଲେଜ ଯାଉଥିଲେ । କିନ୍ତୁ ହଠାତ ପଛରୁ ଦୁଇ ଦୁର୍ବୁତ୍ତ ଆସି ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କଲେ । ଆଉ ମୁଣ୍ଡରେ ହେଲମେଟ ଥିବାରୁ…

ଓଡ଼ିଶାରେ ଚାଷ କରାଯାଉଛି ଅର୍କିଡ୍‌ ଫୁଲ, ଲାଭବାନ ହେଉଛନ୍ତି ମହିଳା ଚାଷୀ

ଗଞ୍ଜାମ: ଓଡ଼ିଶାରେ ବିଭିନ୍ନ ପ୍ରକାରର ଫୁଲ ଚାଷ କରାଯାଏ । ପୁରୁଷଙ୍କ ଠାରୁ ମହିଳା ପର୍ଯ୍ୟନ୍ତ ସମସ୍ତେ ଚାଷବାସ କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି । ଏହାରି ଭିତରେ ଓଡ଼ିଶାରେ ଚାଷ ହେଉଥିବା ଫୁଲ ମଧ୍ୟରେ ଭିନ୍ନ ସ୍ଥାନ ହାସଲ କରିଛି ଅର୍କିଡ୍‌ । ଅର୍କିଡ ଫୁଲର ଦାମ ଅଧିକ ଥିବାବେଳେ ଏହା ଏବେ…

ଝାଟି ମାଟି ଘରେ ଚାଲିଛି କୁନି କୁନି ପିଲାଙ୍କ ପାଠ ପଢ଼ା, ଦେଶୀ ଡଙ୍ଗାରେ ଆସି ପାଠ ପଢ଼ାନ୍ତି ସ୍କୁଲ ଶିକ୍ଷୟିତ୍ରୀ

ଲମତାପୁଟ: ଝାଟିମାଟିରେ ନିର୍ମିତ ହୋଇଥିବା ଏକ ଅସ୍ଥାୟୀ କୁଡ଼ିଆ ଘରେ ଗଢ଼ା ଚାଲିଛି କୁନିକୁନି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। ଶିକ୍ଷାଦାନ ପାଇଁ ଗୋଟିଏ ପଟେ ଜୀବନକୁ ବାଜି ଲଗାଉଛନ୍ତି ଶିକ୍ଷୟିତ୍ରୀ । ଅନ୍ୟପଟେ ବିପଦ ସଂକୁଳ ଅବସ୍ଥାରେ ୨୨ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ା ଚାଲିଛି । ଲମତାପୁଟ…

ଓଡ଼ିଶାକୁ ଭୂସ୍ଖଳନ ଭୟ ! ଗଜପତି, ମାଲକାନଗିରି, ରାୟଗଡ଼ା ସମେତ ୭ଟି ଜିଲ୍ଲା ସମ୍ବେଦନଶୀଳ

ସାରା ଦେଶର ଛାତିକୁ ଦୋହଲାଇ ଦେଇଛି କେରଳର ଓ୍ଵାୟନାଡ଼ ଭୂସ୍ଖଳନ । ୨୫୦ରୁ ଅଧିକ ଜୀବନ ଦୀପ ମାଟି ତଳେ ଲିଭି ଯାଇଥିବା ବେଳେ ୫୦୦ ଲୋକଙ୍କ ପତ୍ତା ମିଳୁନି । ୩୦୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ଏବେ ବି ଆହୁରି ଅନେକ ମାଟି ତଳେ ଦବି ରହିଛନ୍ତି । ତେବେ ଭାରତରେ କେବଳ କେରଳ ନୁହେଁ,…

କିଏ ନେଲା ନବଘନଙ୍କ ଜୀବନ? ତୁରନ୍ତ ଦୋଷୀକୁ ଧରିବାକୁ ପରିବାର ପକ୍ଷରୁ ଦାବି

ଭୁବନେଶ୍ୱର: ଯେତେ କଡ଼ା ଆଇନ୍‌ ପ୍ରଣୟନ ହେଲେ ମଧ୍ୟ ଥମିବାର ନାଁ ଧରୁନି ଅପରାଧ । ଅପରାଧକୁ ରୋକିବା ପାଇଁ ସରକାରଙ୍କ ନିୟମ ଏବଂ ପ୍ରଶାସନର ଚେଷ୍ଟା ଜୋରଦାର ଚାଲିଥିବା ବେଳେ, କିଛି ଲୋକଙ୍କ ଅହଙ୍କାର, ସ୍ୱାର୍ଥ ତଥା ବିକୃତ ମାନସିକତା ଆଗରେ ସବୁ କିଛି ଫେଲ୍ ମାରିଛି । ପୁଣି ଏମିତି ଏକ ଅପରାଧ…

ଯନ୍ତ୍ରଣାରେ ଛଟପଟ ଗୋଟିଏ ପରିବାରାର ଦୁଇ ଜଣ ମୁରବି, ସହାୟତାକୁ ଅପେକ୍ଷା

ନରସିଂହପୁର: ଯନ୍ତ୍ରଣାରେ ଛଟପଟ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଗୋଟିଏ ପରିବାରାର ଦୁଇ ଦୁଇ ଜଣ ମୁରବି ଏବେ ରୋଗ ଶଯ୍ୟାରେ । କଣ କରିବେ କିଛି ବୁଝିପାରୁନାହାନ୍ତି । ଦୁଇ ଶିଶୁ କନ୍ୟାଙ୍କ ଉପରେ ପରିବାରର ବୋଝ । ବଡ ଝିଅଟିକୁ ୭ ବର୍ଷ ଓ ସାନ ଝିଅଟିକୁ ୪ବର୍ଷ । ଏମାନଙ୍କ ଉପରେ ଏବେ…

ମତେ କ୍ଷମା କରିଦବୁ ମମି, ମୁଁ ଆଉ ସମ୍ଭାଳି ପାରୁନି….

ଭୁବନେଶ୍ୱର : ମମି ସରି..ସମସ୍ତଙ୍କୁ ସରି । ମୁଁ ଆଉ ସମ୍ଭାଳି ପାରୁନି । ଦୁନିଆରେ ଏତେ ଫ୍ରଡ୍ ଲୋକ ଅଛନ୍ତି ମୁଁ ଜାଣିନଥିଲି । ତେବେ ଏଭଳି ଭିଡିଓ କରିବା ପରେ ଏ ଯୁବତୀ ଜଣଙ୍କ ନେଇଥିଲେ ଚରମ ନିଷ୍ପତ୍ତି । ଦର୍ଶକବନ୍ଧୁ ଏହି ଯୁବତୀ ଜଣକ ହେଉଛନ୍ତି ଜଣେ ସାମ୍ବାଦିକା । ଯିଏ ପ୍ରତିଦିନ…

ଟ୍ରାପ୍ କ୍ୟାମେରା ଲଗାଇଛି ବନବିଭାଗ, ତଥାପି ଅଦୃଶ୍ୟ ବାଘର ପତ୍ତା ମିଳୁନି

ଭଞ୍ଜନଗର: ବାଘ ନେଇଗଲା ! ଗୋଠରେ ପଶିଲା, ଆଉ ଆଖି ପଛୁଳାକେ ଗୋଟିଏ ଗାଈ ଓ ବାଛୁରୀକୁ ଟାଣି ନେଇଗଲା ।  ଏବେ ଜଙ୍ଗଲ ଭିତରେ ତନ୍ନତନ୍ନ କରି ମୃତଦେହକୁ ଖୋଜୁଛି ବନବିଭାଗ । ହେଲେ ମିଳୁନି ସେମାନଙ୍କ ମୃତଦେହ । ଏମିତି ଏକ ଘଟଣା ପୁଣି ନଜରକୁ ଆସିଛି, ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ…