Browsing Tag

odisha omicron

ରାଜ୍ୟରେ ଶହେ ଟପିଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା, ଆଉ ୨୮ ଚିହ୍ନଟ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆଉ ୨୮ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ଶହେ ଟପିଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ହୋଇଛି। ଏନେଇ ILS ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଗଲା । ସୂଚନା ଥାଉକି, ଆଜି ରାଜ୍ୟରେ…

ଚିନ୍ତା ବଢାଇଲା ଓମିକ୍ରନ: ରାଜ୍ୟରେ ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ମୋଟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଂଚିଛି । ୩୯ ଜଣଙ୍କର ଜିନମ୍‌ ସ୍ୱିକେନ୍ସ ପାଇଁ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୩ ଜଣ ଓମିକ୍ରନ୍‌ ଆକ୍ରାନ୍ତ ହୋଇଛନ୍ତି । ପୂର୍ବରୁ ରାଜ୍ୟରେ ୧୪ ଓମିକ୍ରନ୍‌…

ପୁଣି ଓଡିଶାରେ ଆଉ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ, ଉଭୟ ନାଇଜେରିଆ ଫେରନ୍ତା

ଭୁବନେଶ୍ବର(କେନ୍ଯୁଜ୍):ରାଜ୍ୟରେ ଆଉ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ଆଇଏଲଏସରେ ଜିନମ୍‌ ସିକ୍ୱେନ୍ସିଂ ପରେ ୨ ଜଣଙ୍କ ଠାରେ ଓମିକ୍ରନ୍‌ ଭାରିଆଣ୍ଟ ଥିବା ଜଣାପଡ଼ିଛି । ଦୁଇ ଜଣ ଆକ୍ରାନ୍ତ ନାଇଜେରିଆ ଫେରନ୍ତା ବୋଲି ଜଣାପଡିଛି। ୨ ନୂଆ ଆକ୍ରାନ୍ତ ନାବାଳିକା ଓ ଏମାନଙ୍କ ବୟସ ଯଥାକ୍ରମେ…

ଓଡିଶାରେ ୨ ଓମିକ୍ରନ୍ ପଜିଟିଭ୍ ଚିହ୍ନଟ, ଉଭୟ ବିଦେଶ ଫେରନ୍ତା

ଭୁବନେଶ୍ବର(କେନ୍ଯୁଜ୍): ଓଡ଼ିଶାରେ ପଶିଲା ଓମିକ୍ରନ୍‌।  ପ୍ରଥମ ଥର ପାଇଁ ଓଡ଼ିଶାରୁ ୨ ଜଣ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଉଭୟ ବିଦେଶ ଫେରନ୍ତା। ଜଣେ ନାଇଜେରିଆରୁ ଓ ଜଣେ କତାରରୁ ଫେରିଥିବା ଜଣାପଡିଛି।  ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ପକ୍ଷରୁ ଏନେଇ ସୂଚନା…