Browsing Tag

odisha pcc

ଆସନ୍ତା ୨୩ ପରେ ଘୋଷଣା ହେବ ନୂଆ ପିସିସି ସଭାପତିଙ୍କ ନାଁ

ଭୁବନେଶ୍ୱର : ସରିଲା ପ୍ରଥମ ଦିନରେ କଂଗ୍ରେସର ପିସିସି ସଭାପତି ଚୟନ ବୈଠକ । ଆସନ୍ତା ୨୩ ପରେ ଆସିବ ନୂତନ ସଭାପତିଙ୍କ ନାମ । ହାଇକମାଣ୍ଡଙ୍କ ନିଷ୍ପତିକୁ ସମସ୍ତେ ସମର୍ଥନ ଜଣାଇବୁ । ତୃଣମୂଳ ସ୍ତରରେ ଯିଏ କଂଗ୍ରେସକୁ ଅଧିକ ସୁଦୃଢ ଏବଂ ମଜବୁତ୍ କରିପାରିବ ସେଭଳି ନେତାଙ୍କୁ ଚୟନ କରାଯିବ ।…

ପିସିସି ମୁଖ୍ୟ ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ, ସହାୟତା କରିବେ ମୀନାକ୍ଷୀ ନଟରାଜନ

ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଏଆଇସିସି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନିକ କାର୍ଯ୍ୟ ଓ ନେତୃତ୍ବ ସଂପର୍କରେ ବିସ୍ତୁତ ରିପୋର୍ଟ ଦେବାକୁ କୁହାଯାଇଛି ।  ମନାକ୍ଷି ନଟରାଜନଙ୍କ ସହ ସମନ୍ବୟ ରକ୍ଷା…

ଭାଙ୍ଗିଲା ପ୍ରଦେଶ କଂଗ୍ରେସ କମିଟି, AICC ସଭାପତିଙ୍କ ଅନୁମୋଦନ କ୍ରମେ ସବୁ କମିଟି ଭଙ୍ଗ

ଭୁବନେଶ୍ୱର : ଭାଙ୍ଗିଲା ପ୍ରଦେଶ କଂଗ୍ରେସ କମିଟି । AICC ସଭାପତିଙ୍କ ଅନୁମୋଦନ କ୍ରମେ ସବୁ କମିଟି ଭଙ୍ଗ । ସଭାପତିଙ୍କ ସହ ପିସିସିର ସମସ୍ତ କାର୍ଯ୍ୟକାରୀ କମିଟି, ଜିଲ୍ଲା, ବ୍ଲକ ଓ ମଣ୍ଡଳସ୍ତରୀୟ କମିଟି, ଛାମୁଆ ସଂଗଠନକୁ ଭଙ୍ଗ କରାଯାଇଛି । ସୁପାରିଶ ଆଧାରରେ ପିସିସିକୁ ଭଙ୍ଗ କରିଛନ୍ତି…

ଆଜି ଦ୍ୱିତୀୟ ଥର ପାଇଁ ପିସିସି ସଭାପତି ଭାବେ ଦାୟିତ୍ୱ ନେବେ ବରିଷ୍ଠ ନେତା ଶରତ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ଆଜି ଦାୟିତ୍ୱ ନେବେ ନୂଆ ପିସିସି ସଭାପତି । ଦୀର୍ଘ ୧୮ବର୍ଷ ପରେ ଦ୍ୱିତୀୟ ଥର ପାଇଁ ପିସିସି ସଭାପତି ଭାବେ ମଙ୍ଗ ଧରିବେ ଦଳର ବରିଷ୍ଠ ନେତା ଶରତ ପଟ୍ଟନାୟକ । ଏବେ ପୂର୍ବ ଅଭିଜ୍ଞତାକୁ ଆଧାର କରି ଦଳକୁ ସଜାଡିବାକୁ ଉଦ୍ୟମ କରିବେ ଶରତ ପଟ୍ଟନାୟକ । ଦାୟିତ୍ୱ ନେବା…

ପୁଣି ପିସିସି ଅଦଳବଦଳ ନେଇ ଚର୍ଚ୍ଚା ଜୋର, ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଡକରା ପାଇ ଦିଲ୍ଲୀ ଯାଇଥିବା ମିଳିଲା…

କଟକ(କେନ୍ୟୁଜ୍): ପୁଣି ପିସିସି ଅଦଳବଦଳ ନେଇ ଚର୍ଚ୍ଚା ଜୋର । ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଡକରା ପାଇ ଦିଲ୍ଲୀ ଯାଇଥିବା ସୂଚନା ମିଳିଛି । ଦିଲ୍ଲୀରେ ମହମ୍ମଦ ମୋକିମ ବରିଷ୍ଠ କଂଗ୍ରେସ ନେତା ଭେନୁଗୋପାଲଙ୍କୁ ଭେଟିଛନ୍ତି । ହେଲେ ନିର୍ଦ୍ଦିଷ୍ଟ ଭାବେ ସେ କେଉଁ ପ୍ରସଙ୍ଗରେ ଆଲୋଚନା…

ଅପରିବର୍ତ୍ତିତ ରହିବେ ଓଡିଶା ପିସିସି, ଇସ୍ତଫା ଅଗ୍ରାହ୍ୟ କଲା AICC

ପିସିସି ସଭାପତି ରହିବେ ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ଅଗ୍ରାହ୍ୟ କଲା AICC । ସେହିପରି କାର୍ଯ୍ୟକାରୀ ସଭାପତି ମଧ୍ୟ ଅପରିବର୍ତ୍ତିତ ରହିବେ । ତେବେ ନିର୍ବାଚନ ପୂର୍ବରୁ ଗଠିତ କମିଟିକୁ ଭଙ୍ଗ କରାଯାଇଛି । ୧୯ ନିର୍ବାଚନରେ ରାଜ୍ୟ କଂଗ୍ରେସର ଶୋଚନୀୟ ବିପର୍ଯ୍ୟୟ…

ବିଜେପୁର ଉପ-ନିର୍ବାଚନ ପାଇଁ କଂଗ୍ରେସର ମାନସ ମନ୍ଥନ, ପ୍ରାର୍ଥୀ ଚୟନ ନେଇ ଆଲୋଚନା

ବିଜେପୁର ଉପ-ନିର୍ବାଚନ ପାଇଁ କଂଗ୍ରେସର ମାନସ ମନ୍ଥନ । କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରାର୍ଥୀ ଚୟନ ନେଇ ଆଲୋଚନା କରାଯାଇଛି । ଏନେଇ ଏକ ୯ ଜଣିଆ କମିଟି ମଧ୍ୟ ଗଠନ କରାଯାଇଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର…