Browsing Tag

odisha police

ଓଡିଶା ପୋଲିସ କନେଷ୍ଟବଳ ପରୀକ୍ଷା ପାଇଁ ଆଡମିଟ କାର୍ଡ ଜାରି, ଡିସେମ୍ବର ୭ରେ ପରୀକ୍ଷା

ଓଡ଼ିଶାରେ ପୋଲିସ କନଷ୍ଟେବଳ ପରୀକ୍ଷା ପାଇଁ ଜାରି ହେଲା ଆଡମିଟ୍ କାର୍ଡ । ଆବେଦନ କରିଥିବା ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ । ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି ହେଇଛି । ଏଥିପାଇଁ ପରୀକ୍ଷା ୭ ତାରିଖରେ ହେବ । ଏହି ପରୀକ୍ଷା ହେବାକୁ ଥିବା…

ଡିଜିପି ସମ୍ମିଳନୀକୁ ଧମକ ଦେଲା ଖଲିସ୍ତାନୀ ଆତଙ୍କବାଦୀ, ହାଇ ଆଲର୍ଟରେ ଓଡ଼ିଶା ପୋଲିସ

ଭୁବନେଶ୍ୱର : ଡିଜିପି ସମ୍ମିଳନୀକୁ ଆତଙ୍କବାଦୀ ଧମକ । ଧମକ ଦେଲା ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତ୍ବନ୍ତ ସିଂ ପନୁନ। ଭିଡିଓ ବାର୍ତ୍ତା ଜାରି କରି ଧମକ ଦେଇଛି। ଡିଜିପି, ଆଇଜିପି ସମ୍ମିଳନୀ ଭଣ୍ଡୁର କରିବାକୁ ଧମକ ଦିଆଯାଇଛି । ଏଥିପାଇଁ ହାଇ ଆଲର୍ଟରେ ରହିଛି ଓଡ଼ିଶା ପୋଲିସ । ସେପଟେ…

ପୋଲିସ କର୍ମଚାରୀଙ୍କ ପାଇଁ ଖୁସି ଖବର, ପଦୋନ୍ନତି ସମୟସୀମାକୁ ହ୍ରାସ କରିଛନ୍ତି ରାଜ୍ୟ ସରକାର

ପୋଲିସ କର୍ମଚାରୀଙ୍କ ପାଇଁ ଖୁସି ଖବର ।  ଏଥର ୭ ବର୍ଷ ପରେ ଜଣେ ଏସ୍‌ଆଇ ହୋଇପାରିବେ ଇନ୍ସପେକ୍ଟର ।  ପଦୋନ୍ନତି ସମୟସୀମାକୁ ହ୍ରାସ କରିଛନ୍ତି ରାଜ୍ୟ ସରକାର ।  ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।  ତେବେ ପୂର୍ବରୁ ଜଣେ ସବ୍ ଇନ୍ସପେକ୍ଟର ୧୦ବର୍ଷ ପରେ ପଦୋନ୍ନତି ପାଇ…

ଓ୍ୱାଇ.ବି ଖୁରାନିଆ ହେଲେ ନୂଆ ପୋଲିସ ଡିଜି

ଭୁବନେଶ୍ୱର : ସବୁ କଳ୍ପନା ଜଳ୍ପନା ଅନ୍ତ । ଶେଷରେ ୱାଇ ବି ଖୁରାନିଆ ହେଲେ ଓଡିଶା ପୋଲିସ ଡିଜି। ଏ ନେଇ ଆଜି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି। ୧୯୯୦ ବ୍ୟାଚର ଖୁରାନିଆ ପୂର୍ବରୁ ଭୁବନେଶ୍ବର ପୋଲିସ କମିଶନର ଭାବେ କାର୍ଯ୍ୟ କରିଛନ୍ତି । ନିକଟରେ ଖୁରାନିଆ…

ଅସୁରକ୍ଷିତ ଅବସ୍ଥାରେ ରହୁଛନ୍ତି ପୋଲିସ୍ କର୍ମୀ

ନରସିଂହପୁର: ପ୍ରତେକ ଦିନ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇ ଆସୁଥିବା ସୁରକ୍ଷା କର୍ମୀ ଏବେ ଅସୁରକ୍ଷିତ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ପୋଲିସ୍ ଥାନାରେ । କଟକ ଜିଲ୍ଲା ନରସିଂହପୁର ସଦର ମହକୁମାରେ ଏହି ଥାନାଟି ଅବସ୍ଥିତ । ପାଖାପାଖି ୨୦ଗୋଟି ଗ୍ରାମ ପଞ୍ଚାୟତ ତଥା…

ସାଇବର ଠକେଇକୁ ନେଇ ‘ଏକ୍ସ’ରେ ଓଡିଶା ପୋଲିସ୍ ପକ୍ଷରୁ ଦିଆଗଲା ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର (କେନ୍ୟୁଜ): ଅନେକ ସମୟରେ ଜନସାଧାରଣ ସାଇବର ଠକେଇର ଶିକାର ହେଉଥିବା ନଜର ଆସିଛି । ଚୋର ଠାରୁ ପୋଲିସ ଯେତେ ଚାଲାକ୍‌ ଭାବେ କାମ କଲେ ମଧ୍ୟ ସବୁବେଳେ ଚୋର ପୋଲିସକୁ ଭୁଆଁ ବନେଇ ତା କାମ ହାସଲ କରି ନେଉଛି । ପୋଲିସ ଯେତେ ସଜାଗ ହେଲେ ମଧ୍ୟ ତାଙ୍କ ଆଖିରେ ଧୂଳି ଦେଇ ଚୋର ଲୁଟ…

ଓଡ଼ିଶା ପୋଲିସ ପକ୍ଷରୁ ସଚେତନତା: ଗୁଣିଗାରେଡି ଓ ତନ୍ତ୍ର ସାଧନାରେ ଶିକାର ହେଉଥିଲେ 112କୁ କରନ୍ତୁ ଯୋଗାଯୋଗ

ଭୁବନେଶ୍ୱର (କେନ୍ୟୁଜ): ଦେଶ ସ୍ବାଧୀନ ହେଲା। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି ହେଲା । ତଥାପି ଅନ୍ଧବିଶ୍ବାସ ଭଳି ପ୍ରଥା ଏବେ ବି ଲୋକଙ୍କ ମନରୁ ଯାଇନି। ଆଦିବାସୀ ବହୁଳ ଜିଲ୍ଲା ମାନଙ୍କରେ ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ଏବେ ବି ବହୁ ମାତ୍ରାରେ ଚାଲିଛି ଗୁଣି ଗାରେଡି। ଲୋକମାନେ…

ଟିକସ ଦାଖଲ ବେଳେ ଠକେଇ ! ସତର୍କ ରହିବାକୁ ଓଡ଼ିଶା ପୋଲିସର ସତର୍କତା

ଭୁବନେଶ୍ୱର (କେନ୍ୟୁଜ): ଟିକସ ଦାଖଲ ବେଳେ ସତର୍କ ରହିବାକୁ ପରାମର୍ଶ। ଆୟକର ଦାଖଲ ବେଳେ ଅନେକ ଠକାମୀ ଅଭିଯୋଗ ଆସିବା ପରେ ସତର୍କ କଲା ଓଡ଼ିଶା ପୋଲିସ। ଆୟକର ଦାଖଲ କରିବାକୁ ଆୟକରଦାତାଙ୍କ ପାଖକୁ ଏସଏମଏ ଓ ମେଲରେ ନିର୍ଦ୍ଦେଶ ଆସୁଛି। ଏହାକୁ କ୍ଲିକ କରିବା ପରେ ଫେକ୍ ୱେବସାଇଟ ଦଖଲକୁ…

ମ୍ୟାଜିକ୍ ମିରର୍ ବିକ୍ରି ନାଁରେ ଠକେଇ: ଲକ୍ଷ ଲକ୍ଷ ଟଙ୍କା ଚୂନା ଲଗେଇଥିବା ୩ ବଙ୍ଗୀୟ ଧୂର୍ତ୍ତ ଗିରଫ

ଭୁବନେଶ୍ୱର (କେନ୍ୟୁଜ): ମ୍ୟାଜିକ୍ ମିରର୍ ବା ଯାଦୁ ଦର୍ପଣ ବିକ୍ରି ନାଁରେ ବଡ଼ ଧରଣର ଠକେଇ । ଇଷ୍ଟ ଇଣ୍ଡିଆ କମ୍ପାନୀ ଅମଳର ଦର୍ପଣ କହି ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଚୂନା ଲଗାଉଥିଲା ଠକ । ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ୟୁପି କାନପୁପରର ଅବିନାଶ ଶୁକ୍ଳା ଅଭିଯୋଗ କରିବା ପରେ କମିଶନରେଟ୍…

ଓଡ଼ିଶା ପୋଲିସର ନିଆରା ପ୍ରୟାସ, ମୋବାଇଲ ଚୋରି କିମ୍ବା ହଜିଗଲେ ପ୍ରଥମେ କଣ କରିବେ ଜାଣନ୍ତୁ

ଭୁବନେଶ୍ବର (କେନ୍ୟୁଜ): ଆଜିକାଲି ଅନେକ ଲୋକଙ୍କ ମୋବାଇଲ ହଜିଯାଉଛି କିମ୍ବା ଚୋରି ହୋଇଯାଉଥିବାର ଅଭିଯୋଗ ହେଉଛି। ଏଭଳି କ୍ଷେତ୍ରରେ ସେମାନଙ୍କୁ ଆଉ ହଇରାଣ ହେବାକୁପଡ଼ିବନି କି ଚିନ୍ତିତ ହେବାକୁ ପଡ଼ିବନି। କାରଣ ଏଥିପାଇଁ ଓଡ଼ିଶା ପୋଲିସ ପକ୍ଷରୁ ପ୍ରତିକାରର ବ୍ୟବସ୍ଥା କରାଯାଇଛି।…

ମୋଷ୍ଟ ୱ୍ବାଣ୍ଟେଡ ମାଓବାଦୀ ଗିରଫ, ଓଡ଼ିଶା ପୋଲିସ ସହଯୋଗରେ ଗିରଫ କଲା NIA

ମାଲକାନଗିରି (କେନ୍ୟୁଜ): ଦୁର୍ଦ୍ଦାନ୍ତ ମାଓବାଦୀ ଖିଲ ରଞ୍ଜୁ ଓରଫ ଚାଣ୍ଟି ଗିରଫ। ମାଲକାନଗିରିରେ ଚାଣ୍ଟିକୁ ଗିରଫ କଲା ଏନଆଇଏ ଟିମ୍‌। ତା ନାଁରେ ୩ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । କୋରାପୁଟ ସହରର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ନାମରେ ଲାଗିଥିଲା ପୋଷ୍ଟର। NIA…

ପୂରଣ ହେବ ଓଡ଼ିଶା ପୋଲିସର ୪ହଜାର ୭୯୦ କନେଷ୍ଟବଳ ପଦବୀ, ମୁଖ୍ୟମନ୍ତ୍ରୀ ପ୍ରଦାନ କଲେ ମଞ୍ଜୁରୀ

କେନ୍ୟୁଜ୍(ବ୍ୟୁରୋ): ପୂରଣ ହେବ ଓଡ଼ିଶା ପୋଲିସର ୪ହଜାର ୭୯୦ କନେଷ୍ଟବଳ ପଦବୀ । ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪ଟି ପର୍ଯ୍ୟାୟରେ ଏହି ପଦବୀ ଗୁଡ଼ିକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି। ରାଜ୍ୟର ୩୪ଟି…