Browsing Tag

odisha police

ଚବିଶି ଘଣ୍ଟାରେ ୨୫ ଲକ୍ଷ, କୋଭିଡ୍‌ କଟକଣା ଭାଙ୍ଗିଥିବା ଲୋକଙ୍କ ଠାରୁ ଏହି ଫାଇନ୍‌ ଆଦାୟ କରିଛି ପୋଲିସ୍‌

ଭୁବନେଶ୍ୱର : ଦେଶ ସହ ଏବେ ରାଜ୍ୟରେ ବି ବଢ଼ି ଚାଲିଲାଣି କୋଭିଡ ସଂକ୍ରମଣ । ସେହି ଦୃଷ୍ଟିରୁ ସରକାର କଟକଣା ମଧ୍ୟ ଲଗାଇଛନ୍ତି । ତେବେ ଲୋକଙ୍କର ଯେମିତି ଏସବୁ କଟକଣାକୁ ଖାତିର ନାହିଁ । ଯାହାଫଳରେ ପୋଲିସ୍‌ ଆହୁରି କଡ଼ାକଡ଼ି ଭାବେ ନିୟମକୁ ଲାଗୁ କରିଛି । ତେଣୁ ଗତ ୨୪ ଘଣ୍ଟାରେ ପୋଲିସ୍‌…

ଯେଉଁମାନେ ଆଇନ ଭଙ୍ଗ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ: ନୂଆ ବର୍ଷରେ ପୋଲିସ ଡିଜିଙ୍କ…

କେନ୍ୟୁଜ୍(ବ୍ୟୁରୋ):ନୂଆବର୍ଷରେ ପୋଲିସ ଡିଜି ସୁନୀଲ କୁମାର ବଂଶଲ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ବାର୍ତ୍ତା ଦେଇଛନ୍ତି । ନୂଆବର୍ଷରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ପୋଲିସ ଜନସାଧାରଣଙ୍କୁ କିପରି ଉତ୍ତମ ସେବା ଯୋଗାଇବା ପାଇଁ ଉଦ୍ୟମ ଜାରି ରଖିବ ବୋଲି କହିଛନ୍ତି ।…

ଓଡ଼ିଶା ପୋଲିସ ପାଇଁ ବଡ଼ ଘୋଷଣା: ପୋଲିସ କର୍ମଚାରୀଙ୍କ ଗୃହ ନିର୍ମାଣ ପାଇଁ ଆସନ୍ତା ୫ ବର୍ଷରେ ଖର୍ଚ୍ଚ ହେବ ୧ ହଜାର…

ଭୁବନେଶ୍ବର(କେନ୍ୟୁଜ୍):ଉଦ୍‌ଯାପିତ ହେଲା ୬୩ତମ ରାଜ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ତିନି ଦିନିଆ ସମ୍ମିଳନୀ। ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁରୁମନ୍ତ୍ର । କୋଭିଡ୍‌ ସମୟରେ ପୋଲିସ କର୍ମଚାରୀଙ୍କ କାର୍ଯ୍ୟକୁ କରିଛନ୍ତି ପ୍ରଶଂସା। କୋଭିଡ୍‌ ଲଢେଇରେ ୬୧ ଜଣ ପୋଲିସ କର୍ମଚାରୀ…

NCRB ପକ୍ଷରୁ ଓଡ଼ିଶାକୁ ପ୍ରଥମ ପୁରସ୍କାର: ଓଡ଼ିଶା ପୋଲିସର ଅପରାଧ ଓ ଅପରାଧୀ ଟ୍ରାକିଂ ସିଷ୍ଟମକୁ ମିଳିଲା ପ୍ରଥମ ସ୍ଥାନ

କେନ୍ୟୁଜ୍(ବ୍ୟୁରୋ):  ICJS ପ୍ରକଳ୍ପ କାର୍ଯ୍ୟକାରୀତାରେ ଓଡ଼ିଶା ପ୍ରଥମ । ଏଥିପାଇଁ NCRB ପକ୍ଷରୁ ଓଡ଼ିଶାକୁ ପ୍ରଥମ ପୁରସ୍କାର ମିଳିଛି । ଓଡ଼ିଶା ପୋଲିସର CCTNS ବା ଅପରାଧ ଓ ଅପରାଧୀ ଟ୍ରାକିଂ ସିଷ୍ଟମକୁ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛି । ଛତିଶଗଡ଼ ଓ ୟୁପି ମିଳିତ ଭାବେ…

ଓଡିଶା ପୋଲିସର ୬୩ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ ଉଦଘାଟିତ: କ୍ରାଇମ କଣ୍ଟ୍ରୋଲିଂ ଉପରେ ବକ୍ତବ୍ୟ ରଖିବେ…

କଟକ(ବ୍ୟୁରୋ): ଓଡିଶା ପୋଲିସର ୬୩ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ ଉଦଘାଟିତ ହୋଇଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଠାରେ ଆନୁଷ୍ଠାନିକ ଭାବେ ସମ୍ମିଳନୀ ଉଦଘାଟନ କରିଛନ୍ତି। ଏହି ସମ୍ମିଳନୀରେ ସମସ୍ତ ଜିଲ୍ଲା ଏସପି ଡିସିପିଙ୍କ ସମେତ…

ଏଣିକି ଓଡ଼ିଆରେ ଚାର୍ଜସିଟ୍‌ ଲେଖିପାରିବେ ପୋଲିସ୍‌ ଅଫିସର, କୋର୍ଟରେ ମଧ୍ୟ ଗ୍ରହଣୀୟ ହେବ ଓଡ଼ିଆ ଭାଷା

ଭୁବନେଶ୍ବର(କେନ୍ଯୁଜ୍): ଏଣିକି ଓଡ଼ିଆରେ ଚାର୍ଜସିଟ୍‌ ଲେଖିପାରିବେ ପୋଲିସ୍‌ ଅଫିସର । କୋର୍ଟରେ ମଧ୍ୟ ଓଡ଼ିଆ ଭାଷା ଗ୍ରହଣୀୟ ହେବ । ଭୁଲ ଇଂରାଜୀ ନଲେଖି ଓଡ଼ିଆରେ ଚାର୍ଜସିଟ୍‌ ଲେଖିବାକୁ ସରକୁଲାର ଜାରି କରିଛନ୍ତି ପୋଲିସ୍ ଡିଜି ଅଭୟ । ତଦନ୍ତକାରୀ ଅଧିକାରିଙ୍କ ଭୁଲ ଇଂରାଜୀ ଯୋଗୁ କୋର୍ଟରେ…

ଜାମିନ ବିହୀନ ପରଓ୍ଵାନା ବିରୋଧରେ ରାଜ୍ୟ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ୍‌: ବନ୍ଧା ହେଲେ ୩ ହଜାର ୪୮୮ ପଳାତକ

ଭୁବନେଶ୍ବର(କେନ୍ଯୁଜ୍): ୩ ହଜାର ୪୮୮ ପଳାତକଙ୍କୁ ବାନ୍ଧିଲା ପୋଲିସ । ଜାମିନ ବିହୀନ ପରଓ୍ଵାନା ବିରୋଧରେ ରାଜ୍ୟ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ୍‌ । ୫ ତାରିଖରୁ ୧୪ ତାରିଖ ମଧ୍ୟରେ ୩ ହଜାର ୪୮୮ ପଳାତକଙ୍କୁ ଗିରଫ କରିଛି ଓଡ଼ିଶା ପୋଲିସ । ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ଗିରଫ ହୋଇଛନ୍ତି । ୫୯୨…

ଓଡିଶା ପୋଲିସ କନେଷ୍ଟବଳ ପଦବୀରେ ବମ୍ପର ନିଯୁକ୍ତି, +୨ ପାସ୍ କରିପାରିବେ ଆବେଦନ

ଓଡିଶା ସରକାରରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଓଡିଶା ପୋଲିସ ପକ୍ଷରୁ କନେଷ୍ଟବଳ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରିଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଅଧିକାରକ ୱେବସାଇଟ odishapolice.gov.inକୁ ଯାଇ ଆବେଦନ କରିପାରିବେ। ଏହି ପଦବୀରେ ଭର୍ତ୍ତି ପାଇଁ ପ୍ରାର୍ଥୀଙ୍କ ଚୟନ…

୬୪ ଜଣ ପୋଲିସ ଅଫିସରଙ୍କୁ ମିଳିବ ମୁଖ୍ୟମନ୍ତ୍ରୀଙ୍କ ମେଡାଲ

ଭୁବନେଶ୍ବର(କେନ୍ଯୁଜ୍): ୬୪ ଜଣ ପୋଲିସ ଅଫିସରଙ୍କୁ ମିଳିବ ମୁଖ୍ୟମନ୍ତ୍ରୀଙ୍କ ମେଡାଲ । 5T ଅଧିନରେ ଉତ୍କୃଷ୍ଟ ତଦନ୍ତ ପାଇଁ ମିଳିବ ଏହି ମେଡାଲ । ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ନାମ ପ୍ରକାଶ କରାଯାଇଛି । ଏଥିରେ STF, EOW ଓ ବିଭିନ୍ନ ଜିଲ୍ଲା ପୋଲିସ ଅଫିସରଙ୍କ ନାଁ ସାମିଲ ରହିଛି ।…

ରାଜ୍ୟର ୪ ପୋଲିସ ଅଧିକାରୀଙ୍କୁ ମିଳିବ “ଏକ୍ସିଲେନ୍ସ ଇନ ଇନଭେଷ୍ଟିଗେସନ ମେଡାଲ”

୨୦୨୧ ବର୍ଷ ପାଇଁ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ କେନ୍ଦ୍ରରୁ ମିଳିବ ଆକର୍ଷଣୀୟ ପଦକ। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ତଦନ୍ତରେ ଉତ୍କର୍ଷ ପାଇଁ ପଦକ ଘୋଷଣା କରାଯାଇଛି। ମୋଟ ୧୨୫ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମିଳିବ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ "ଏକ୍ସିଲେନ୍ସ ଇନ…

ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଦିନକରେ ଆଦାୟ ହେଲା ୨୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା

ଭୁବନେଶ୍ବର(କେନ୍ଯୁଜ):  ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ରାଜ୍ୟରେ ଦିନକରେ ଆଦାୟ ହୋଇଛି ୨୩ ଲକ୍ଷ ୨ ହଜାର ୩୫୦ ଟଙ୍କା ଫାଇନ୍‌ । ଗତ ୨୪ ଘଣ୍ଟାରେ ଗିରଫ ହୋଇଛନ୍ତି ୧୪ ଜଣ । ସେହିପରି ୨ଟି ମାମଲା ରୁଜୁ ହେବା ସହ ୭୦୯ ଟି ଗାଡି ଜବତ ହୋଇଛି । ଏନେଇ ସୂଚନା ଦେଇଛି ଓଡିଶା ପୋଲିସ୍‌ ।…

ଓଡିଶା ପୋଲିସରେ ଯୋଗ ଦେଲେ ୩୯ କ୍ରୀଡ଼ାବିତ, ନିଯୁକ୍ତ କରାଇଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶା ପୋଲିସରେ ଯୋଗ ଦେଲେ ୩୯ କ୍ରୀଡ଼ାବିତ । ବିଭିନ୍ନ କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ଓ ପାରଦର୍ଶିତା ଲାଭ କରିଥିବା କ୍ରୀଡ଼ାବିତ ଆଜି ଓଡିଶା ପୋଲିସରେ ସାମିଲ ହୋଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୩୦ ଜଣ ମହିଳା ଓ ୯ ଜଣ ପୁରୁଷ । ଭର୍ଚୁଆଲରେ ଆୟୋଜିତ ଏହି…