Browsing Tag

odisha police

ଓଡିଶା ପୋଲିସରେ ୪୭୭ ସବ୍‌ ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ପ୍ରଥମଥର ପାଇଁ ଆବେଦନ କରିବେ ଟ୍ରାନ୍ସଜେଣ୍ଡର

ଭୁବନେଶ୍ୱର (କେନ୍ୟୁଜ) : କିନ୍ନରଙ୍କ ପାଇଁ ରାଜ୍ୟସରକାରଙ୍କ ବଡ ଘୋଷଣା। କିନ୍ନରଙ୍କୁ ମିଳିବ ସବ ଇନସ୍ପେକ୍ଟର ପଦବୀରେ ନିଯୁକ୍ତି । ଏଥିପାଇଁ କିନ୍ନରମାନେ ଆବେଦନ କରିବାକୁ ଯୋଗ୍ୟ ବୋଲି କୁହାଯାଇଛି। କନେଷ୍ଟବଳ ପଦବୀରେ ମଧ୍ୟ କିନ୍ନରଙ୍କୁ ନିଯୁକ୍ତି ମିଳିବ । ପ୍ରଥମଥର ପାଇଁ ଆବେଦନ କରିବେ…

ଡ୍ରଗ୍ସ କାରବାର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଓଡ଼ିଶା ପୋଲିସ୍ : ପୋଲିସ ଡିଜି

ଭୁବନେଶ୍ବର: ଡ୍ରଗ୍ସ କାରବାର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଓଡ଼ିଶା ପୋଲିସ୍ । ଏହି ଦାୟିତ୍ୱ ସ୍ପେଶାଲ ଟାସ୍କ ଫୋର୍ସକୁ ନ୍ୟାସ୍ତ କରାଯାଇଛି । ଏସଟିଏଫକୁ ଅଧିକ ସଦୃଢ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ରାଜ୍ୟ ସରକାର ଏସଟିଏଫରେ ନୂଆ ୨୭ଟି ପଦବୀ ମଞ୍ଜୁର କରିଛନ୍ତି ।…

ଜାମିନ ବିହୀନ ଗିରଫ ପରଓ୍ଵାନା ଅପରାଧୀଙ୍କୁ ମିଳୁନି ନିସ୍ତାର, ସପ୍ତାହେ ଭିତରେ ୩୯୮୮ ଅଭିଯୁକ୍ତ ଗିରଫ

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶା ପୋଲିସକୁ ସଫଳତା । ଅପରାଧ କରି ଚମ୍ପଟ ମାରିଥିବା ଅଭିଯୁକ୍ତଙ୍କୁ ବାନ୍ଧିଛି ପୋଲିସ । ଏନେଇ ଚାଲିଥିବା ସ୍ପେଶାଲ୍‌ ଡ୍ରାଇଭରେ ମୋଟ୍‌ ୩ ହଜାର ୯୮୮ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନାଁରେ ଥିଲା ଜାମିନ ବିହୀନ ଗିରଫ ପରଓ୍ଵାନା । ବର୍ଷ ବର୍ଷ ଧରି…

କୋଭିଡ ମହାମାରୀ ପରିଚାଳନାରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ପୋଲିସକୁ ସମ୍ମାନିତ କଲେ ଜାତୀୟ ମହିଳା କମିଶନ

ନୂଆଦିଲ୍ଲୀ(କେ ନ୍ୟୁଜ):  ଜାତୀୟ ମହିଳା କମିଶନ ପକ୍ଷରୁ ଓଡ଼ିଶା ପୋଲିସ ସମ୍ମାନିତ । ଜାତୀୟ ମହିଳା କମିଶନର ୨୯ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବରେ କୋଭିଡ ମହାମାରୀ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ପୋଲିସକୁ ସମ୍ବର୍ଦ୍ଧିତ କରାଯାଇଛି । ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଏହି…

ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧ ପାଇଁ ଗଠନ ହେବ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ୱିଙ୍ଗ

କେନ୍ୟୁଜ୍(ବ୍ୟୁରୋ):  ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧ ଉପରେ ନଜର ରଖିବାକୁ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ୱିଙ୍ଗ ଗଠନ ହେବ। ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧ ଫୋକସ ଏରିଆ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ୬୨ ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀର…

ଆଜି ୬୨ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀର ଉଦ୍‌ଯାପନୀ ଦିବସ, ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ୬୨ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀର ଆଜି ଚତୁର୍ଥ ତଥା ଉଦ୍‌ଯାପନୀ ଦିବସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଯାପନୀ ଦିବସରେ ସମ୍ବୋଧନ କରିବେ । ଗତକାଲି ତୃତୀୟ ଦିନରେ ଇଣ୍ଟରପୋଲର ପରିଚାଳନା ନିର୍ଦ୍ଦେଶକ ଏମଏମ ଓବରାଇ ସମ୍ମିଳନୀକୁ ଉଦ୍‌ବୋଧ ଦେଇ, ଅନ୍ତର୍ଜାତୀୟ…

୬୨ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀର ଆଜି ଦ୍ୱିତୀୟ ଦିନ: ଓଡ଼ିଶା ପୋଲିସକୁ ଗୁରୁମନ୍ତ୍ର ଦେବେ ସିଡିଏସ୍‌…

ଭୁବନେଶ୍ବର:୬୨ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀର ଆଜି ଦ୍ୱିତୀୟ ଦିନ । ଆଜି ଓଡ଼ିଶା ପୋଲିସକୁ ଗୁରୁମନ୍ତ୍ର ଦେବେ ସିଡିଏସ୍‌ ଜେନେରାଲ ବିପିନ୍‌ ରାଓ୍ଵତ । ଭର୍ଚୁଆଲରେ ଉଦବୋଧନ ଦେବେ ଜେନେରାଲ୍‌ ରାଓ୍ଵତ । ଦେଶର ସୁରକ୍ଷା ଦୃଷ୍ଟିକୋଣ, ପୋଲିସର ଭୂମିକା ଓ ସେମାନେ ସାମ୍ନା କରୁଥିବା…

କର୍ତ୍ତବ୍ୟନିଷ୍ଠ ସାଙ୍ଗକୁ ବିଭିନ୍ନ ସମୟରେ ମାନବିକତା ଓ ଅସହାୟର ସାଥୀ ପାଲଟୁଛି ପୋଲିସ,ଗୁଳିମାଡରେ ଆହତ ମାଓବାଦୀକୁ…

କେନ୍ୟୁଜ୍(ବ୍ୟୁରୋ):  ପୋଲିସର ମହାନତା । ଗୁଳି ବିନିମୟରେ ଆହତ ମାଓବାଦୀକୁ ଡାକ୍ତରଖାନାରେ ଭର୍ତ୍ତି କରି ଦେଇଛି ମାନବିକତାର ପରିଚୟ । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଯନ୍ତ୍ରୀ ଜଙ୍ଗଲରେ ୨୬ ତାରିଖରେ ମୁହାଁମୁହିଁ ହୋଇଥିଲେ ପୋଲିସ-ମାଓବାଦୀ । ଗୁଳିମାଡ଼ରେ ଜଣେ ହାର୍ଡକୋର ମାଓବାଦୀର…

ରାଜ୍ୟରେ ପୋଲିସ ବିଭାଗର ପ୍ରଶସ୍ତିକରଣ ଉପରେ ବାଜିଲା ମୁଖ୍ୟମନ୍ତ୍ରୀଙ୍କ ମୋହର, ବଢ଼ିବ ୬ ଥାନା ଓ ୯୦୫ ନୂଆ ପୋଷ୍ଟ

ଭୁବନେଶ୍ୱର: ରାଜ୍ୟରେ ୯୦୫ଟି ପୋଲିସ ପଦବୀର ହେଲା ପ୍ରଶସ୍ତିକରଣ। ପଦବୀର ସୁବ୍ୟବସ୍ଥିକରଣ କରାଯାଇ ପୋଲିସ ଥାନାରେ ଅଧିକ ସୁରକ୍ଷାକର୍ମୀଙ୍କୁ ନିଯୁକ୍ତ କରିବାକୁ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଥାନାରେ କର୍ମଚାରୀ ବୃଦ୍ଧି କରି ଲୋକଙ୍କୁ ଉତ୍ତମ ସେବା…

ଆଜି ଦାୟିତ୍ୱ ନେଲେ ଟ୍ଵିନ୍‌ସିଟିର ୨ ନୂଆ ଡିସିପି

ଭୁବନେଶ୍ବର: ଆଜି ଦାୟିତ୍ୱ ନେଲେ ଟ୍ଵିନ୍‌ସିଟିର ୨ ନୂଆ ଡିସିପି । ଭୁବନେଶ୍ୱର କମିଶନରେଟ୍‌ ପୋଲିସର ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଉମାଶଙ୍କର ଦାସ। ଭୁବନେଶ୍ୱର ଡିସିପି ଅନୁପ ସାହୁ ଭିଜିଲାନ୍ସ ଡିଆଇଜି ଭାବେ ବଦଳି ହେବା ପରେ ତାଙ୍କ ସ୍ଥାନରେ ଉମାଶଙ୍କର ଦାସଙ୍କୁ ନିଯୁକ୍ତ…

କରୋନାକୁ ହରାଇଲେ ଓଡ଼ିଶା ପୋଲିସର ୯୫ଜଣ ଯୋଦ୍ଧା, ଟ୍ଵିଟ୍‌ କରି ସୂଚନା ଦେଲେ ଡିଜି ଅଭୟ

ଭୁବନେଶ୍ବର: କରୋନାକୁ ହରାଇଲେ କୋଭିଡ୍‌ ଯୋଦ୍ଧା । ଓଡ଼ିଶା ପୋଲିସର ୯୫ଜଣ ଯୋଦ୍ଧା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ଲାଭ ପରେ ସେମାନେ ପୁଣି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏନେଇ ପୋଲିସ ଡିଜି ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ରିଏଲ ଲାଇଫ୍‌ର ହିରୋମାନଙ୍କର କାର୍ଯ୍ୟରେ ନିଷ୍ଠା ଓ…