Browsing Tag

odisha police

ଆମେ ଘରେ ସେମାନେ ବାହାରେ, ଆମ ସୁରକ୍ଷା ତାଙ୍କ ଦାୟିତ୍ୱ ଆଉ ତାଙ୍କ ସୁରକ୍ଷା ?

ପୋଲିସ୍‌ । ଏଇ ନାଁଟା ଶୁଣିଲେ ଆଗରୁ ଯେମିତି ଛାନିଆ ଲାଗୁଥିଲା ଆଉ ସେଭଳି ଲାଗୁନି । ଖାକି ବର୍ଦ୍ଦିକୁ ଦୂରରୁ ଦେଖିଲେ ଛାତି ଥରି ଉଠୁଥିଲା । ହେଲେ ସେ ବେଳା ଆଉ ନାହିଁ । କାରଣ ସମୟ କ୍ରମେ ପୋଲିସ୍‌ ସିଧାସଳଖ ସାଜିଛି ଜନତାର ବନ୍ଧୁ । ଏକଥା ସତ ଯେ ସାଧାରଣ ଲୋକଙ୍କର ସବୁବେଳେ ପୋଲିସ୍‌…

ଲକ୍‌ ଡାଉନ ଯୋଗୁଁ ଅଭିଯୋଗ କରିବାକୁ ଲୋକେ ପୋଲିସ ଥାନା ଆସି ପାରୁ ନାହାନ୍ତି, ଏଥିପାଇଁ ଜାରିହେଲା ୫ଶହରୁ ଅଧିକ ହେଲ୍‌ପ…

କେନ୍ୟୁଜ୍(ବ୍ୟୁରୋ):  ଲକ୍‌ ଡାଉନ ଯୋଗୁଁ ଅଭିଯୋଗ କରିବାକୁ ଲୋକେ ପୋଲିସ ଥାନା ଆସି ପାରୁ ନାହାନ୍ତି। ସେମାନଙ୍କ ପାଇଁ ୫ଶହରୁ ଅଧିକ ହେଲ୍‌ପ ଲାଇନ ନମ୍ବର ଜାରି କରିଛି ଓଡ଼ିଶା ପୋଲିସ। ଏ ନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ। ଫୋନ ନମ୍ବରଗୁଡିକ ପୋଲିସ ୱେବ୍‌ ସାଇଟ୍‌ରେ ଉପଲବ୍ଧ ଅଛି।…

ପୋଲିସ ବିଭାଗରେ ଭର୍ତ୍ତି ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ, ଆଶାୟୀ ପ୍ରାର୍ଥୀ ଶୀଘ୍ର କରନ୍ତୁ ଆବେଦନ

ଓଡିଶା ପୋଲିସ ଦ୍ୱାରା ଜାରି ହୋଇଥିବା ଏକ ବିଜ୍ଞାପିତ ଅନୁଯାୟୀ ପୋଲିସ ବିଭାଗ ଡ୍ରାଇଭର, ମୋଟର ଟ୍ରାନ୍ସପୋର୍ଟ ବିଭାଗରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପଦ ପାଇଁ ଇଛୁକ ଥିବା ପ୍ରାର୍ଥୀ ମାନେ ଅନ୍ତିମ ତାରିଖ ପୂର୍ବରୁ ଆବେଦନ କରାଇ ନିଅନ୍ତୁ । ଏହି ଚାକିରୀ ସମ୍ଭନ୍ଧୀତ ବିଭିନ୍ନ…

ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସାହାରା ପାଲଟିଛନ୍ତି ଧାମରା ଥାନାର ଓଆଇସି, ହାତ ସଫା କରାଇବା ସହ ଦେଉଛନ୍ତି ଖାଦ୍ୟ

ଚାନ୍ଦବାଲି : ସାରା ରାଜ୍ୟ ଏବେ ଲକଡାଉନ୍। ଭଦ୍ରକ ଜିଲ୍ଲା ଧାମରାରେ ଲକଡାଉନ୍ କଟକଣାକୁ କଡାକଡି ପାଳନ କରାଯାଇଛି । ଦୋକାନ,ବଜାର ସବୁଠି ତାଲା । ତେବେ ତାଲା ବନ୍ଦ ସମୟରେ ଧାମରା ଥାନାରେ କାର୍ଯ୍ୟରତ ଓଆଇସିଙ୍କ ମହାନତା ଏବେ ସାରା ଭଦ୍ରକ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ତାଲା ବନ୍ଦ…

ଓଡ଼ିଆ ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ପୋଲିସ ବିଭାଗରେ ଚାକିରି ପାଇଁ କରନ୍ତୁ ଆବେଦନ

ଓଡିଶା ପୋଲିସ ଦ୍ୱାରା ଜାରି କରାଯାଇଥିବା ସୂଚନା ଅନୁଯାୟୀ ପୋଲିସ ଡ୍ରାଇଭର ଏବଂ ପୋଲିସ ଟ୍ରସପୋର୍ଟ ବିଭାଗରେ ନିଯୁକ୍ତି ଜାରି ହୋଇଛି। ସୂଚନା ମୁତାବକ ଏହି ପଦବୀ ସମୁଦାୟ ୨୩୧ ଜଣଙ୍କୁ ନିଯୁକ୍ତି କରାଯିବ। ଏହି ପଦବୀରେ ଆବେଦନ କରିବା ପାଇଁ ଆବେଦନକାରୀ ଶେଷ ତାରିଖ ପୂର୍ବରୁ ଆବେଦନ ପ୍ରକ୍ରିୟା…

ଓଡିଶା ପୋଲିସର ସବୁଠାରୁ ବୁଦ୍ଧିଆ କୁକୁର ‘କାଜଲ’, ଏଥର ଫେଲ୍ କରିବ ନକ୍ସଲଙ୍କ ସବୁ ପ୍ଲାନ୍

କଟକ : ଆପଣ କ୍ରାଇମ୍‌ବ୍ରାଞ୍ଚ ଅଧିନରେ ଥିବା ‘କେ-୯ ସ୍କ୍ବାଡ୍‌’ରେ ଲାବ୍ରୋଡର‌୍‌ ପ୍ରଜାତିର ସବୁଠାରୁ ବୁଦ୍ଧିଆ କୁକୁର ‘କାଜଲ’ ବିଷୟରେ ଜାଣିଛନ୍ତି କି? ଯିଏ ରାଜ୍ୟ ପୁଲିସ ବିଭାଗରେ ଗଣିତ କଷି ସବୁଠାରୁ ଚର୍ଚ୍ଚିତ ହୋଇଥିଲା। ଯଦି ଜାଣିନାହାନ୍ତି ତେବେ ଜାଣିରଖନ୍ତୁ କି କାଜଲ ଏବେ ଓଡିଶା…

ଓଡ଼ିଶା ପୋଲିସ ଆନୁକୂଲ୍ୟରେ ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆୟୋଜିତ ହେବ ୬୮ ତମ ସର୍ବଭାରତୀୟ ହକି ପ୍ରତିଯୋଗିତା

ଭୁବନେଶ୍ବର(କେନ୍ୟୁଜ୍):ଓଡ଼ିଶା ପୋଲିସ ଆନୁକୂଲ୍ୟରେ ଚଳିତ ବର୍ଷ ଭୁବନେଶ୍ୱରରେ ଆୟୋଜିତ ହେଉଛି ୬୮ ତମ ସର୍ବଭାରତୀୟ ହକି ପ୍ରତିଯୋଗିତା-୨୦୧୯ । ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଏହି ପ୍ରତିଯୋଗିତା ୨୪ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍‌ରେ ହେବ । ଏଥିରେ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ…

ଓଡ଼ିଶା ପୋଲିସର ନୂଆ ଡିଜି ୧୯୮୬ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଅଭୟ, ଆଜି କେନ୍ଦ୍ରୀୟ ଡେପୁଟେସନରୁ ଫେରି ଗ୍ରହଣ କରିବେ…

ଓଡ଼ିଶା ପୋଲିସର ନୂଆ ଡିଜି ୧୯୮୬ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଅଭୟ। ଆଜି କେନ୍ଦ୍ରୀୟ ଡେପୁଟେସନରୁ ଫେରି ସେ ପୋଲିସ ଡିଜି ଭାବରେ କାର୍ଯ୍ୟଭାର ଗ୍ରହଣ କରିବେ। ଅଭୟ ହାଇଦ୍ରାବାଦରେ ଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଥିଲେ। ଗତ ନଭେମ୍ବର ୨୦ ତାରିଖରେ…

ପୋଲିସ DGPଙ୍କ ଘୋଷଣା, ଭଲକାମ କର ପୁରସ୍କାର ସହ ବିଦେଶ ଯାତ୍ରାର ସୁଯୋଗ ପାଅ

ଭୁବନେଶ୍ବର(କେନ୍ୟୁଜ୍): ଫାଇଭ ଟିରେ ଭଲ କାମ କରୁଥିବା ପୋଲିସ ଅଫିସରଙ୍କୁ କରାଯିବ ପୁରସ୍କୃତ । ସେହିପରି ଗୋଟିଏ ବର୍ଷ ମଧ୍ୟରେ ହତ୍ୟାକାଣ୍ଡ କିମ୍ବା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିପାରିଲେ ମାମଲାର ତଦନ୍ତକାରୀ ଅଧିକାରୀ ମଧ୍ୟ ପୁରସ୍କୃତ ହେବେ । ପୁରସ୍କୃତ…

ଭୁବନେଶ୍ବର: କର୍ତ୍ତବ୍ୟନିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାର ପାତ୍ର ହେଲେ ନୟାପଲ୍ଲୀ ଥାନା ଅଧିକାରୀ ଅରୁଣ…

ଭୁବନେଶ୍ବର(କେନ୍ୟୁଜ୍): ବର୍ତ୍ତମାନର କିଛି ପୋଲିସ୍‌ କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ଜନ ସାଧରଣଙ୍କର ଯେପରି ମନୋଭାବ ରହିଛି ସେଥିରେ ପୋଲିସଙ୍କୁ କେହି ପ୍ରଶଂସା କରୁଥିବାର ଦେଖିବାକୁ  ମିଳୁନାହିଁ। ବିଶେଷ କରି ନୂଆ ଟ୍ରାଫିକ୍ ନିୟମ ଲାଗୁ ପରେ ପୋଲିସ ଯେପରି ଟ୍ରାଫିକ ନିୟମ ଉଲଂଘନ କରୁଥିବା…

ଅଭିନବ ଢଙ୍ଗରେ ଦୀପାବଳି ପାଳୁଛନ୍ତି ପୋଲିସ ଅଧିକାରୀ, ଏସ୍‌ପିମାନେ ବିଭିନ୍ନ ଜିଲ୍ଲାର ବାଳାଶ୍ରମକୁ କରୁଛନ୍ତି ଗସ୍ତ

ଭୁବନେଶ୍ବର(କେନ୍ୟୁଜ୍):  ଅଭିନବ ଢଙ୍ଗରେ ଦୀପାବଳି ପାଳୁଛନ୍ତି ପୋଲିସ ଅଧିକାରୀ । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାର ଏସ୍‌ପିମାନେ ବାଲାଶ୍ରମ ଯାଇ ଆଲୋକର ଏହି ପର୍ବକୁ ପାଳନ କରୁଛନ୍ତି। ଦେବଗଡ଼ ଏସ୍‌ପି ରାହୁଲ ଜୈନ୍‌ ପିଲାମାନଙ୍କ ସହ ଦୀପାବଳି…

୩ ପୋଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର, ଓଡ଼ିଶା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ

କେନ୍ୟୁଜ୍ : ଅସାଧୁ ଅଫିସରଙ୍କ ପରେ ପୋଲିସ ବାବୁଙ୍କ ପାଳି। ୩ ପୋଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର। SI ବନମାଳୀ ନାୟକ, ASIବୀରବର ଲେଙ୍କା ଓ କିଶୋର ବାଗଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏହି ୩ ପୋଲିସ ଅଫିସର କ୍ଷମତାର ଅପବ୍ୟବହାର କରଥିବା ଅଭିଯୋଗ ହେବା ପରେ କଡ଼ା…