ବଦଳିବ ସବୁ ସ୍କୁଲର ରଙ୍ଗ, ଗେରୁଆ ହେବ ସମସ୍ତ ସରକାରୀ ସ୍କୁଲ
ଭୁବନେଶ୍ୱର : ବଦଳିବ ସରକାରୀ ସ୍କୁଲ କୋଠାର ରଙ୍ଗ । ସବୁ ସରକାରୀ ସ୍କୁଲ କୋଠାର ରଙ୍ଗ ହେବ ଗେରୁଆ। ଏନେଇ ଓଡ଼ିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ ଅଥରିଟି - OSEPA ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶାରେ ଥିବା ସମସ୍ତ ସରକାରୀ ସ୍କୁଲର କଲର କୋଡ୍ କୁ ଅନୁମତି…