Browsing Tag

odisha school

ରାଜ୍ୟରେ ୨୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ସ୍କୁଲ ମିଶ୍ରଣ ପ୍ରସଙ୍ଗ: ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ

ଭୁବନେଶ୍ବର: ରାଜ୍ୟରେ ୨୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ସ୍କୁଲ ମିଶ୍ରଣ ପ୍ରସଙ୍ଗ । ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ୨୦୨୦ ମାର୍ଚ୍ଚ ୧୧ରେ ନୋଟିଫିକେସନ କରିଥିଲେ ରାଜ୍ୟ ସରକାର । ୨୦ରୁ କମ୍‌ ପିଲା ଥିବା ସ୍କୁଲ ନିକଟସ୍ଥ ସ୍କୁଲର ମିଶିବାର ପ୍ରସ୍ତାବ ରହିଥିଲା ।…

ସ୍ଥିତି ଦେଖି ବନ୍ଦ ହେବ ହଷ୍ଟେଲ, କରୋନା ସଂକ୍ରମଣ ବଢୁଥିବାରୁ ୧୦ ଜିଲ୍ଲାପାଳଙ୍କୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ବର: କରୋନା ସଂକ୍ରମଣ ବଢୁଥିବାରୁ ୧୦ ଜିଲ୍ଲାପାଳଙ୍କୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଶିକ୍ଷାନୁଷ୍ଠାନ ସ୍ଥିତି ଦେଖି ହଷ୍ଟେଲ ବନ୍ଦ କରିବା ଦିଗରେ ନିଷ୍ପତ୍ତି ନେବେ ଜିଲ୍ଲାପାଳ । ଏସ୍‌ଆରସି ନିୟମାବଳୀ ଅନୁସାରେ ଜିଲ୍ଲାପାଳ ନିଷ୍ପତ୍ତି…

କରୋନା ପାଇଁ ଚଳିତ ବର୍ଷ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ୩୦% କମିଲା ସିଲାବସ୍‌

ଭୁବନେଶ୍ବର: କମିଲା ସିଲାବସ୍‌ । କରୋନା ପାଇଁ ଚଳିତ ବର୍ଷ ୩୦% କମିଲା ସିଲାବସ୍‌ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କମିଲା ସିଲାବସ୍‌ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏନେଇ ସୂଚନା ଦେଇଛନ୍ତି । ତିନିଟି କମିଟିର ଆଧାରରେ ଏପରି ନିଷ୍ପତ୍ତି ନିଆଯାଇଛି । ସଂଶୋଧିତ…