Browsing Tag

Odisha shakti pitha

ବରାଳ ଦେବୀଙ୍କ ଦର୍ଶନ ମାତ୍ରେ ପୂର୍ଣ୍ଣ ହୁଏ ଭକ୍ତଙ୍କ ସବୁ ମନସ୍କାମନା

ପାର୍ବଣ ରୁତୁର ଆଗମନରେ ଚଳଚଞ୍ଚଳ ହୋଇଥାଏ ସମସ୍ତ ଦୈବୀ ପୀଠ । ଏମିତିରେ କନ୍ଧମାଳ ଜିଲ୍ଲାର ଆରାଧ୍ୟ ଦେବୀଙ୍କ ପୀଠ ମାଆ ବରାଳଦେବୀଙ୍କ ଶକ୍ତିପୀଠରେ ମଧ୍ୟ ଚଳିତ ବର୍ଷ ଧୁମ୍ ଧାମ୍‌ର ସହ ପାଳିତ ହୋଇଛି ମାଆଙ୍କ ପୂଜା । କୋଭିଡ୍ କଟକଣା ପାଇଁ ବିଗତ ଦୁଇ ବର୍ଷ ଧରି ମାଆଙ୍କ ଦର୍ଶନରୁ ବଚିଁତ…

ମୟୁରଭଞ୍ଜରେ ଥିବା ମହାଭାରତ ସମୟର ମନ୍ଦିରରେ ମା’ କିଚେକେଶ୍ୱରୀଙ୍କ ଦୁର୍ଗା ପୂଜା

ଦେଶର ସବୁ ଶକ୍ତି ପୀଠରେ ପୂଜା ପାଉଛନ୍ତି ଜଗତ ଜନନୀ ମା' ଦୁର୍ଗା। ପୁଣି ଆମ ଓଡ଼ିଶାର ସବୁ ମନ୍ଦିରରେ ମଧ୍ୟ ଜୋରସୋରରେ ଚାଲିଛି ଏହି ପୂଜା। ଠିକ୍ ସେମିତି ପୁରାତନ ଶକ୍ତି ପୀଠ ଭାବେ ବେଶ ଜଣାଶୁଣା ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' କିଚେକେଶ୍ୱରୀ ମନ୍ଦିର। ହଜାର ହଜାର ବର୍ଷ ପୁରୁଣା…

ଯାଜପୁରରେ ଅନୁଷ୍ଠିତ ହେବ ଯାଜପୁର ଅଧିଷ୍ଠାତ୍ରୀ ମା’ବିରଜାଙ୍କ ପ୍ରସିଦ୍ଧ ରଥଯାତ୍ରା, ଚାଲିଛି ପ୍ରସ୍ତୁତି

ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ସବୁ ଦେବୀ ପୀଠରେ ଷୋଡଷ ପୂଜା ମଧ୍ୟ ରୀତିନୀତି ଅନୁସାରେ ପାଳନ କରାଯାଉଛି। ଯାହା ପାଇଁ ଚଳଚଂଚଳ ସବୁ ଦେବୀ ପୀଠ। କାରଣ ଆଗକୁ ଆସୁଛି ଜଗତଜନନୀ ମା ଦୁର୍ଗାଙ୍କ ପୂଜା। ସେମିତି ପାଖେଇ ଆସୁଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ନବଦିନାତ୍ମକ ରଥଯାତ୍ରା।…

ବୌଦ୍ଧର ପ୍ରସିଦ୍ଧ ଦେବୀ ମା ଭୈରବୀଙ୍କ ପୀଠରେ ଆରମ୍ଭ ହେଲା ଷୋହଳ ପୂଜା

ଆରମ୍ଭ ହୋଇଛି ପାର୍ବଣ ଋତୁ, ଯାହା ପାଇଁ ଗାଁ ଠାରୁ ସହର ସବୁଠୁ ଚାଲିଛି ପୂଜା ପାଇଁ ପ୍ରସ୍ତୁତି। ସେଥିପାଇଁ ସଂସ୍କୃତି ଓ ପରମ୍ପରା ଭରି ରହିଥିବା ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ପୀଠରେ ମଧ୍ୟ ଆରମ୍ଭ ହୋଇଛି ଶାରଦୀୟ ଷୋଡ଼ଶ ପୂଜା। କିମ୍ବଦନ୍ତୀ କହେ ଦକ୍ଷ ପ୍ରଜାପତିଙ୍କ…