Browsing Tag

odisha shut down

ରାଜ୍ୟର ସହରାଞ୍ଚଳରେ ସଟଡାଉନ୍‌ର ଆଜି ଦ୍ୱିତୀୟ ଦିନ: ଅମାନିଆଙ୍କ ଉପରେ ରଖାଯାଇଛି କଡ଼ା ନଜର

ଭୁବନେଶ୍ବର: ରାଜ୍ୟର ସହରାଞ୍ଚଳରେ ସଟଡାଉନ୍‌ର ଆଜି ଦ୍ୱିତୀୟ ଦିନ । ଆସନ୍ତାକାଲି ସକାଳ ୫ଟା ଯାଏ ବଳବତ୍ତର ରହିବ କଟକଣା । ସଟଡାଉନ ସମୟରେ ସକାଳ ୫ରୁ ୬ଟା ଯାଏ ଘଣ୍ଟାଏ କଟକଣା କୋହଳ କରାଯାଇଛି । ଶୂନଶାନ ରାସ୍ତାଘାଟ, ଦୋକାନବଜାର, ଅଫିସ ବନ୍ଦ । ନିର୍ଜନ ସହର। ଦ୍ୱୈତନଗରୀରେ କଡ଼ାକଡ଼ି ହୋଇଛି…

ରାଜ୍ୟର ସବୁ ସହରାଞ୍ଚଳ ଆଜି ଓ କାଲି ଦୁଇ ଦିନ ସଟଡାଉନ୍‌: ଭୁବନେଶ୍ୱରରେ ୨୦ ଓ କଟକରେ ୧୨ ପ୍ଲାଟୁନ୍‌ ଫୋର୍ସ ମୁତୟନ

ଭୁବନେଶ୍ବର: ରାଜ୍ୟର ସବୁ ସହରାଞ୍ଚଳ ସଟଡାଉନ୍‌ । ଆଜି ଓ କାଲି ଦୁଇ ଦିନ ବନ୍ଦ । ସୋମବାର ସକାଳ ୫ଟା ଯାଏ ବଳବତ୍ତର ରହିବ କଟକଣା । ତେବେ ଏହି ଦୁଇ ଦିନ ସକାଳ ୫ରୁ ୬ଟା ଯାଏ ଘଣ୍ଟାଏ କଟକଣା କୋହଳ କରାଯାଇଛି । ସଟଡାଉନ୍‌ ବେଳେ ଜାରି ରହିବ ଅତ୍ୟାବଶ୍ୟକ ସେବା । ଗାଡ଼ିମୋଟର ଚଳାଚଳ, ଦୋକାନ ବଜାର…

ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଆଜିଠୁ ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍‌, ଜାରି ରହିବ ଅତ୍ୟାବଶ୍ୟକ…

ଭୁବନେଶ୍ବର: ବଢୁଛି ସଂକ୍ରମଣ । ରାଜ୍ୟରେ ବଢିଲା କଟକଣା । ଆଜିଠୁ ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍‌ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିର ସହରାଞ୍ଚଳରେ ଆଜି ଓ କାଲି ଦୁଇ ଦିନ ସଟଡାଉନ୍‌…

ଆସନ୍ତା ଅଗଷ୍ଟ ୩୦ରୁ ସାତ ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା ହେଲା ଝାରସୁଗୁଡ଼ା ସହର

ଝାରସୁଗୁଡ଼ା: କରୋନା କବଳରେ ସାରା ରାଜ୍ଯ କବଳିତ । ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ଯା । ଏହି ପରିପେକ୍ଷୀରେ ଝାରସୁଗୁଡ଼ା ସହରକୁ ୭ ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି‌ । ଆସନ୍ତା ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ସାତ ଦିନ ପାଇଁ ଟାଉନ୍‌ ବନ୍ଦ ରହିବ । ଏହି…

ରାଜଗାଙ୍ଗପୁର ପୌରାଞ୍ଚଳ ୨ ଦିନିଆ ସଟ୍‌ଡାଉନ, ସୁନ୍ଦରଗଡ଼ ସଦର ଉପଜିଲ୍ଲାପାଳ ଦେଲେ ନିର୍ଦ୍ଦେଶ

ରାଜଗାଙ୍ଗପୁର : ରାଜଗାଙ୍ଗପୁର ପୌରାଞ୍ଚଳ ୨ ଦିନିଆ ସଟ୍‌ଡାଉନ । ଆଜି ଓ ଆସନ୍ତାକାଲି ୨ ଦିନ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ସୁନ୍ଦରଗଡ଼ ସଦର ଉପଜିଲ୍ଲାପାଳ କଲେ ସଟ୍‌ଡାଉନ । କରୋନା ସଂକ୍ରମଣ ବଢୁଥିବାରୁ ପ୍ରଶାସନ ପଦକ୍ଷେପ ନେଇଛନ୍ତି। ସଟ୍‌ଡାଉନ ବେଳେ କେବଳ ଜରୁରୀ ସେବା ଜାରି ରହିବ।

ଆସନ୍ତାକାଲିଠୁ ରାୟଗଡ଼ା ଜିଲ୍ଲା ୭୨ ଘଣ୍ଟା ପାଇଁ ସଟ୍‌ଡାଉନ, ଦୁଇ ଦିନ ବନ୍ଦ ରହିବ ମୁଖ୍ୟ ଚିକିତ୍ସାଳୟର ଓପିଡି

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ୭୨ ଘଣ୍ଟା ସଟ୍‌ଡାଉନ । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଆସନ୍ତାକାଲିଠୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏହା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓପିଡି ମଧ୍ୟ ୨ ଦିନ ବନ୍ଦ ରହିବ । ଜିଲ୍ଲାରେ ଆଜି ୧୬୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ…

ଗଜପତି ଜ଼ିଲ୍ଲାର ମୋହନା ସହର ଆଜିଠୁ ୫ଦିନ ଯାଏ ସଟଡାଉନ, ସମସ୍ତ ଦୋକାନ ବଜାର ଏବଂ ଗାଡି ଚଳାଚଳ ବନ୍ଦ

ମୋହନା: ଗଜପତି ଜ଼ିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମୋହନା ସହରକୁ ୫ଦିନ ଯାଏ ସଟଡାଉନ ଘୋଷଣା କରାଯାଇଛି। ଆଜି ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ମୋହନା ସଟଡାଉନ ରହିବ। ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ ଘରକୁ ଘର ବୁଲି…

ଆଜିଠୁ ୬ ଦିନ ପର୍ଯ୍ୟନ୍ତ ଛତ୍ରପୁର NAC ସଟ୍‌ଡାଉନ୍, ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ

ଛତ୍ରପୁର: ଆଜିଠୁ ୬ ଦିନ ପର୍ଯ୍ୟନ୍ତ ଛତ୍ରପୁର NAC ସଟ୍‌ଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ । କରୋନା ମୁକାବିଲାର ସଚେତନତା ପାଇଁ ମାଇକ୍‌ ଯୋଗେ ପ୍ରଚାର ପ୍ରସାର କରାଯାଇଥିଲା । ଏହି ସମୟରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିବ । ତେବେ ଏନେଇ ସଚେତନ ରହିବାକୁ ଗତକାଲି…

ଆଜି ଓ ଆସନ୍ତାକାଲି ୧୧ଟି ଜିଲ୍ଲାରେ ଦୁଇ ଦିନିଆ ସଟ୍‌ଡାଉନ୍‌ କଟକଣା ଲାଗୁ, ଚାଲିଛି କଡାକଡି ଚେକିଂ

ଭୁବନେଶ୍ବର: ଆଜିଠୁ ପୁଣି ରାଜ୍ୟର ୧୧ଟି ଜିଲ୍ଲାରେ ଦୁଇ ଦିନିଆ ସଟ୍‌ଡାଉନ୍‌ କଟକଣା ଲାଗୁ। କରୋନାର ମୁକାବିଲା ଲାଗି ଗତ ଦୁଇ ସପ୍ତାହ ଧରି କଟକଣା କାର୍ଯ୍ଯକାରୀ କରାଯାଉଛି । ଚଳିତ ମାସର ଏହା ହେଉଛି ତୃତୀୟ ସପ୍ତାହ । ତେଣୁ ଆଜି ଓ ଆସନ୍ତାକାଲି କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା,…

ଶନିବାର ଓ ରବିବାର ସଟ୍‌ଡାଉନ ନେଇ SRCଙ୍କ ପକ୍ଷରୁ ଗାଇଡ୍‌ଲାଇନ୍ ଜାରି, ଏହି ସବୁ ସେବାକୁ ମିଳିବ ଅନୁମତି

ଭୁବନେଶ୍ବର: ଜୁନ୍‌ ମାସ ପାଇଁ ଗତ ୧ ତାରିଖରୁ ରାଜ୍ୟ ସରକାର ଜାରି କରିଥିବା ସଟ୍‌ଡାଉନ୍ କଟକଣାରେ କିଛିଟା ପରିବର୍ତ୍ତନ ଆସିଛି। ଏ ବାବଦରେ ଗତକାଲି ସ୍ବତନ୍ତ୍ର ରିଲିଫ୍ କମିସନର୍‌ଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ଜାରି କରାଯାଇଛି।  ସଟ୍‌ଡାଉନ୍ କଟକଣାରେ ନିମ୍ନ ଲିଖିତ କାର୍ଯ୍ୟକଳାପ ସବୁକୁ…

ଆଠଗଡ ତିଗିରିଆରେ ଆଜି ୧୨ ଘଣ୍ଟିଆ ସଟ୍‌ଡାଉନ୍, ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଟକଣା ଜାରି

 ଆଠଗଡ : କଟକ ଆଠଗଡ ତିଗିରିଆରେ ୧୨ ଘଣ୍ଟିଆ ସଟ୍‌ଡାଉନ୍‌ । ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। ଭୋଗଡ଼ା, ନୂଆପଟଣା ଓ ଜେମାଦେଇପୁରରେ ୨୪ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା ହୋଇଛି। ଏହି ସମୟରେ ଲୋକଙ୍କୁ ଘରୁ ନବାହାରିବାକୁ କୁହାଯାଇଛି। ସ୍ଥାନୀୟ ଅଞ୍ଚଳରେ ସମସ୍ତ…