ଆଜି ଓଡ଼ିଶା ଉପକୂଳ ପହଞ୍ଚିବ ଲଘୁଚାପ, ରାଜ୍ୟରେ ତିନି ଦିନ ଯାଏ ବର୍ଷା ସମ୍ଭାବନା
ଭୁବନେଶ୍ୱର (କେନ୍ୟୁଜ): ଆଜି ଓଡ଼ିଶା ଉପକୂଳ ପହଞ୍ଚିବ ଲଘୁଚାପ । ପାର୍ବଣ ମାହୋଲକୁ ଭିଜାଇବ ବର୍ଷା । ଏକାଥରକେ ବଙ୍ଗୋପସାଗର ଓ ଆରବସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହୋଇଛି । ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଭାଗରେ ସକ୍ରିୟ ରହିଛି । ଏହା…