Browsing Tag

odisha total corona death case

ରାଜ୍ଯରେ ଆଜି ୨୬୦୪ କରୋନା ପଜିଟିଭ୍ ଚିହ୍ନଟ, ଗଲା ୧୫ ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୨୬୦୪ କରୋନା ପଜିଟିଭ୍‌ ଚିହ୍ନଟ। କ୍ୱାରେଣ୍ଟାଇନ୍‌ରୁ ୧୫୧୧ ଓ ଲୋକାଲ କଣ୍ଟାକ୍ଟ କେସ୍‌ ୧୦୯୩ ରହିଛି । ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ୩୮୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟ ରହିଛି ଅନୁଗୁଳ ଜିଲ୍ଲା । ଅନୁଗୁଳରେ ୨୧୬ ନୂଆ କେସ୍‌ ସାମ୍ନାକୁ ଆସିଛି ।…

ରାଜ୍ୟରେ ଆଜି ସର୍ବାଧିକ ୧୬ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ଯୁ, ଚିହ୍ନଟ ହେଲେ ୪୩୪୦ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଆଉ ୪ ହଜାର ୩୪୦କରୋନା ପଜିଟିଭ୍‌ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୨୫୧୭ ଓ ଲୋକାଲ କେସ୍‌ ରହିଛି ୧୮୨୩ । ପୁଣି ଖୋର୍ଦ୍ଧାରୁ ସର୍ବାଧିକ ୬୫୩ ଆକ୍ରାନ୍ତ ଚିହ୍ନଟ । ଦ୍ୱିତୀୟରେ ରହିଛି କଟକ । ଦିନକରେ କଟକ ଜିଲ୍ଲାରୁ ୫୬୭ ନୂଆ କେସ୍‌ ସାମ୍ନାକୁ ଆସିଛି । ପୁରୀରେ ୨୦୩…

ଆଜି ରାଜ୍ଯରେ ୩୭୭୭ କରୋନା ପଜିଟିଭ୍ ଚିହ୍ନଟ: ଖୋର୍ଦ୍ଧାରୁ ୮୧୫ ଆକ୍ରାନ୍ତ, ଗଲା ୧୧ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ଯରେ ୩୭୭୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୨୧୯୧ ଏବଂ ଲୋକାଲ୍ କେସରୁ ୧୫୮୬ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୧,୪୬,୮୯୪ରେ ପହଁଚିଛି। ଏମାନଙ୍କ ୧,୧୨,୦୬୨ ସୁସ୍ଥ ହୋଇ…