ବିଶ୍ଵ ଦେଖିବ ଓଡ଼ିଶାର ପର୍ଯ୍ୟଟନ, ରାଜ୍ୟ ସରକାରଙ୍କ ପକ୍ଷରୁ ଚିହ୍ନଟ ୧୭ଟି ସ୍ଥାନର କରାଯାଉଛି ବିକାଶ
ଭୁବନେଶ୍ୱର(କେନ୍ୟୁଜ୍): ବିଶ୍ଵ ଦେଖିବ ଓଡ଼ିଶାର ପର୍ଯ୍ୟଟନ । ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଜଣେ ପର୍ଯ୍ୟଟକ ଓଡ଼ିଶାରୁ ଯେପରି ଭଲ ପର୍ଯ୍ୟଟନ ଅଭିଜ୍ଞତା ନେଇ ଫେରିପାରିବେ ସେଥିପାଇଁ ଉଦ୍ୟମ ହେଉଛି । ୧୭ଟି ସ୍ଥାନ ଚିହ୍ନଟ ହୋଇ ବିକଶିତ କରାଯାଉଛି ବୋଲି…