Browsing Tag

ODISHA-TRIPURA RANJI MATCH

ରଣଜୀ ମ୍ୟାଚ୍‌ : ହାତରେ ୫ ଓ୍ଵିକେଟ୍‌, ଶେଷ ଦିନରେ ଜିତିବା ପାଇଁ ଓଡ଼ିଶାକୁ ଦରକାର ୧୦୪ ରନ୍‌

କଟକ (କେ ନ୍ୟୁଜ୍‌) : ମଣିଶଙ୍କର ମୁରାସିଂହଙ୍କ ଅଲ୍‌ରାଉଣ୍ଡ ସଫଳତା ତ୍ରିପୁରା ସହ ରଣଜୀ ମ୍ୟାଚ୍‌ରେ ଓଡ଼ିଶାର ସ୍ଥିତି ଖରାପ କରି ଦେଇଛି । ଚମତ୍କାର ବ୍ୟାଟିଂ ପରେ ବୋଲିଂରେ ଝଡ଼ାଇ ଦେଇଛନ୍ତି ଘରୋଇ ଦଳର ୪ଟି ଓ୍ଵିକେଟ୍‌ । ଟାଙ୍ଗି ସ୍ଥିତ ଡ୍ରିମସ୍‌ ପଡ଼ିଆରେ ଚାଲିଥିବା ରଣଜୀ ମ୍ୟାଚରେ…

ରଣଜୀ ମୁକାବିଲା : ଟିକିଏ କଷ୍ଟ କଲେ ପୁଣି ତିନି ଦିନରେ ଜିତିବ ଓଡ଼ିଶା

କଟକ (କେ ନ୍ୟୁଜ୍‌) : କଟକ ଟାଙ୍ଗୀ ସ୍ଥିତ ଡ୍ରିମ୍ସ ପଡ଼ିଆରେ ଚାଲିଥିବା ରଣଜୀ ମ୍ୟାଚ୍‌ର ଦ୍ୱିତୀୟ ଦିବସରେ ତ୍ରିପୁର ତାର ଦ୍ୱିତୀୟ ଇନିଂସ ଆରମ୍ଭ କରି ଆଜିର ଖେଳ ଶେଷ ସୁଦ୍ଧାା ୫ ଓ୍ଵିକେଟ୍‌ରେ ୧୩୦ ରନ୍‌ ସଂଗ୍ରହ କରିଛି । ଏବେ ଓଡ଼ିଶା ଠାରୁ ମାତ୍ର ୪୦ ରନ୍‌ ଆଗରେ ଅଛି । ଯଦି ଆସନ୍ତାକାଲି…

ରଣଜୀ ମୁକାବିଲା : ପ୍ରଥମ ପାଳିରେ ଓଡ଼ିଶା ୮୯ ରନ୍‌ରେ ଆଗୁଆ

କଟକ (କେ ନ୍ୟୁଜ୍‌) : ତ୍ରିପୁରା ସହ ରଣଜୀ ମ୍ୟାଚ୍‌ରେ ୨୧୧ ରନ୍‌ କରି ଅଲ୍‌ଆଉଟ୍‌ ହେଲା ଓଡ଼ିଶା ଦଳ । କଟକ ଟାଙ୍ଗୀ ସ୍ଥିତ ଡ୍ରିମ୍ସ ପଡ଼ିଆରେ ଚାଲିଥିବା ମ୍ୟାଚ୍‌ର ଆଜି ଦ୍ୱିତୀୟ ଦିବସରେ ତ୍ରିପୁରା ୮୯ ରନ୍‌ ପଛରେ ରହି ତାର ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିଛି । ଗତକାଲି ପ୍ରଥମ ଦିବସରେ…

ଜମେଇ ଦେଲେ ରାଜେଶ, ୫ ଓ୍ଵିକେଟ୍‌ ନେଇ ଆସାମକୁ କଲେ ଧରାଶାୟୀ

ଭୁବନେଶ୍ୱର (କେନ୍ୟୁଜ୍‌) : ଆସାମର ଗୌହାଟିରେ ଚାଲିଛି ଓଡ଼ିଶା-ଆସାମ ରଣଜୀ ଟ୍ରଫି ମ୍ୟାଚ୍‌ । ଏଠାକାର ନେହେରୁ ଷ୍ଟାଡିୟମ୍‌ରେ ଓଡ଼ିଶା ଟସ୍‌ ଜିତି ପ୍ରଥମେ ଫିଲଡିଂ କରିଥିଲା । ଦ୍ରୁତ ବୋଲର ରାଜେଶ ମହାନ୍ତି ୩୧ ରନ୍‌ ଦେଇ ୫ଟି ଓ୍ଵିକେଟ୍‌ ନେବା ଫଳରେ ଘରୋଇ ଆସାମ ଦଳ ପ୍ରଥମ ଇନିଂସରେ ମାତ୍ର…