ରାଜ୍ୟରେ ୨୪ ଘଣ୍ଟାରେ ୮ ହଜାର ୮୪୫ ପଜିଟିଭ୍ ଚିହ୍ନଟ, ୭ ଆକ୍ରାନ୍ତଙ୍କ ମୃତ୍ୟୁ
ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଦ୍ୱିତୀୟ ଦିନରେ ୧୦ ହଜାର ତଳେ ସଂକ୍ରମଣ । ୨୪ ଘଣ୍ଟାରେ ୮ ହଜାର ୮୪୫ ପଜିଟିଭ୍ ଚିହ୍ନଟ । ସଂକ୍ରମଣ ହାର ରହିଛି ୧୨.୮୮ ପ୍ରତିଶତ । ଆଜି ଆଉ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ଖୋର୍ଦ୍ଧାରୁ ସର୍ବାଧିକ ୨ ହଜାର ୫୨୮ ଚିହ୍ନଟ ହୋଇଛନ୍ତି ।…