Browsing Tag

odisha vigilance

ଧରାପଡ଼ିଲେ ଲାଞ୍ଚୁଆ ଡାକ୍ତର, ଗର୍ଭବତୀ ମହିଳାଙ୍କ ଠାରୁ ୬ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର

ଭବାନୀପାଟଣା : ଭିଜିଲାନ୍ସ ଜାଲରେ ଡାକ୍ତର। ଗର୍ଭବତୀ ମହିଳାଙ୍କ ଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡାକ୍ତର। ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଡାକ୍ତର ଅଶୋକ ଦାସ ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଡାକ୍ତରଙ୍କ କ୍ବାର୍ଟର୍ସ ସହ ତାଙ୍କ ଚାମ୍ବରରେ…

ଭିଜିଲାନସ ଜାଲରେ DGM, ଏକକାଳୀନ ୪ଟି ସ୍ଥାନରେ ଚଢାଉ

ଭିଜିଲାନସ ଜାଲରେ ଓଡିଶା ପୋଲିସ ହାଉସିଂ ୱେଲଫେୟାର କର୍ପୋରେସନ ଡିଜିଏମ ।  ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଓ ବ୍ରହ୍ମପୁରର ଏକକାଳୀନ ୪ଟି ସ୍ଥାନରେ ଚଢାଉ କରାଯାଇଛି।  ବ୍ରହ୍ମପୁର ଡିଭିଜନ ଡିଜିଏମ ସୁବାସ ଚନ୍ଦ୍ର ପଣ୍ଡାଙ୍କ ଆୟ ବର୍ହିଭୁତ ସମ୍ପତ୍ତିର ଯାଞ୍ଚ କରୁଛି…

ଲାଞ୍ଚ ନେଇ ଧରା ପଡ଼ିଲେ ଡାକ୍ତର, ୪୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଡାକ୍ତରଙ୍କୁ ଧରିଲା ଭିଜିଲାନ୍ସ

କୋରାପୁଟ : ଲାଞ୍ଚ ନେଇ ଧରା ପଡ଼ିଲେ ଡାକ୍ତର ।  ବକେୟା ଦରମା କରାଇ ଦେବାକୁ ୪୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ।  ଡାକ୍ତରଙ୍କ ସହ ଫାର୍ମାସିଷ୍ଟ ମଧ୍ୟ ଭିଜିଲାନସ ପଞ୍ଝାରେ ପଡ଼ିଛନ୍ତି  । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାର ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ଅଧିକାରୀ ବିଶ୍ବଜିତ…

ଭିଜିଲାନ୍ସ ଜାଲରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ, ବିଲ୍ କରାଇ ଦେବା ପାଇଁ ନେଉଥିଲେ ଲାଞ୍ଚ

ବଲାଙ୍ଗିର : ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଜେଇଙ୍କୁ ଧରିଲା ଭିଜିଲାନ୍ସ । ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ ।  ଟୋଲ ଫ୍ରି ନମ୍ବର ୧୦୬୪ରେ ଅଭିଯୋଗ ପାଇ ଧରିଲା ଭିଜିଲାନ୍ସ ।  ମନରେଗା ବିଲ୍ କରାଇ ଦେବା ପାଇଁ ନେଉଥିଲେ ୭ ହଜାର ଟଙ୍କା ଲାଞ୍ଚ । …

ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଜିତ କୁମାର ପାଢ଼ୀ

ବଲାଙ୍ଗୀର : ଲାଞ୍ଚୁଆ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ  । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର RW ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଜିତ କୁମାର ପାଢ଼ୀ ଠିକାଦାରଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ  । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼…

ପୂର୍ବଭଳି ଏଥର ମଧ୍ୟ ପୁଣି ଦେଶରେ ଶ୍ରେଷ୍ଠ ଓଡ଼ିଶା ଭିଜିଲାନ୍ସ

ଭୁବନେଶ୍ୱର(କେନ୍ୟୁଜ):ପୂର୍ବଭଳି ଏଥର ମଧ୍ୟ ପୁଣି ଦେଶରେ ଶ୍ରେଷ୍ଠ ହୋଇଛି ଓଡ଼ିଶା ଭିଜିଲାନ୍ସ । ୨୦୨୨ ମସିହାରେ ଦେଶରେ ସର୍ବାଗ୍ରେ ରହିଛି ଓଡିଶା। ଏହିପରି ଭାବେ ଗତ ୫ ବର୍ଷ ହେବ ଓଡ଼ିଶା ଭିଜିଲାନ୍ସ ନମ୍ବର ୱାନ ହୋଇ ଚାଲିଛି । ଏନସିଆରବି ତଥ୍ୟ ଅନୁସାରେ ଦେଶରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ…

ଭିଜିଲାନ୍ସ କାର୍ଯ୍ୟାଳୟରେ ହାଜର ହେଲେ ପୂର୍ବତନ ବିଡିଓ ରମେଶ ସାହୁ, ନୂଆଦିଲ୍ଲୀରୁ କାଲି ଗିରଫ କରାଯାଇଥିଲା

ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ହାଜର ହେଲେ ଦୁର୍ନୀତି ଅଭିଯୋଗରେ ଗିରଫ ପୂର୍ବତନ ବିଡିଓ ରମେଶ ସାହୁ। ଭିଜିଲାନ୍ସ ଏସପିଙ୍କ ନିକଟରେ ତାକୁ ହାଜର କରାଯାଇଛି। ଗତକାଲି ନୂଆଦିଲ୍ଲୀରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ଟିମ। ପରେ ପଟିଆଲା ହାଉସ କୋର୍ଟରେ ହାଜର ପରେ ତାଙ୍କୁ ତିନିଦିନିଆ…

ଡିଜିଟାଲ କାରବାର ଉପରେ ଭିଜିଲାନ୍ସର ନଜର: ଲାଞ୍ଚ ନେବା ଏବଂ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ହେବ ଦୃଢ଼…

ଭୁବନେଶ୍ୱର (କେନ୍ୟୁଜ): ଡିଜିଟାଲ୍ ମୋଡରେ ଲାଞ୍ଚ ନ ନେବାକୁ ସତର୍କ କରିଛି ଓଡ଼ିଶା ଭିଜିଲାନ୍ସ। ଲାଞ୍ଚ ନେଉଥିବା ବ୍ୟକ୍ତି ଓ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ବୋଲି ଓଡ଼ିଶା ଭିଜିଲାନ୍ସ ଚେତାବନୀ ଦେଇଛି। ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ, ଫୋନ୍ ପେ’…

ଭିଜିଲାନ୍ସ ପାଇଁ କ୍ରିପାଟୋ କରେନ୍ସି ଚ୍ୟାଲେଞ୍ଜ, ଏହାକୁ ନେଇ ଅନୁଷ୍ଠିତ ହେଲା କର୍ମଶାଳା

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ଭିଜିଲାନ୍ସ ପାଇଁ ନୂଆ ଚ୍ୟାଲେଞ୍ଜ କ୍ରିପାଟୋ କରେନ୍ସି । ଭିଜିଲାନ୍ସ ରେଡ ବେଳେ ବହୁ କ୍ରିପାଟୋ କରେନ୍ସି ଜବତ ହେଉଛି । କ୍ରିପାଟୋ କରେନ୍ସି, NFT, ଡିଜିଟାଲ ଆସେଟ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ନୂଆ ଚ୍ୟାଲେଞ୍ଜ ଉପରେ ଭିଜିଲାନ୍ସର କର୍ମଶାଳା ଅନୁଷ୍ଠିତ…

୨୦୨୨ରେ ଭିଜିଲାନ୍ସକୁ ମିଳିଛି ବଡ଼ ସଫଳତା, ଦେଖିବାକୁ ମିଳିଛି ଟପ୍‌ ୪ଟି ମାମଲା

ଭୁବନେଶ୍ୱର (କେନ୍ୟୁଜ): ୨୦୨୨ରେ ଭିଜିଲାନ୍‌ସକୁ ମିଳିଛି ବଡ଼ ସଫଳତା। ଭିଜିଲାନ୍‌ସ ଇତିହାସରେ ଯେତେ ନଗଦ ଟଙ୍କା ଜବତ ହୋଇଛି ତାର ଟପ୍‌ ୪ଟି ମାମଲା ୨୦୨୨ରେ ଦେଖିବାକୁ ମିଳିଛି। ଚଳିତ ବର୍ଷ ଭିଜିଲାନ୍‌ସ ୨୮୫ ମାମଲାରେ ୫୪୪ ଜଣଙ୍କ ବିରୋଧରେ କେସ୍‌ ରୁଜୁ କରିଛି। ୬୦ ଜଣ କ୍ଲାସ-୧ ଅଧିକାରୀଙ୍କ…

ଆୟ ବହିର୍ଭୁତ ସମ୍ପତ୍ତି ଠାବ୍‌ କରିବାରେ ଦେଶରେ ଓଡ଼ିଶା ଭିଜିଲାନ୍‌ସ ନମ୍ବର ୱାନ: NCRB ରିପୋର୍ଟ

ଭୁବନେଶ୍ବର(କେନ୍ୟୁଜ୍): ଆୟ ବହିର୍ଭୁତ ସମ୍ପତ୍ତି ଠାବ୍‌ କରିବାରେ ଦେଶରେ ଓଡ଼ିଶା ଭିଜିଲାନ୍‌ସ ନମ୍ବର ୱାନ। NCRB ରିପୋର୍ଟ ମୁତାବକ ଓଡ଼ିଶା ଭିଜିଲାନ୍‌ସ ଅଧିକ ସକ୍ରିୟ। ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ଆର୍ଥିକ କାରବାର ଖୋଳତାଡ୍‌ କରିବାରେ ମାହିର ଓଡ଼ିଶା ଭିଜିଲାନ୍‌ସ ଅଧିକାରୀ।…

୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବୋଲଗଡ଼ ଥାନା ଏଏସଆଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ଖୋର୍ଦ୍ଧା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବୋଲଗଡ଼ ଥାନା ଏଏସଆଇ। ବୋଲଗଡ଼ ଥାନା ଏଏସଆଇ ଭଗବାନ ସ୍ବାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ମାଡ଼ିବସିଥିଲା। ରିପୋର୍ଟ ମୁତାବକ, ଜଣେ ବ୍ୟକ୍ତିଙ୍କ ଠାରୁ ତାଙ୍କ ପୁଅ ଓ ତାର ସହଯୋଗୀଙ୍କ ନାଁରେ ଥିବା…