ରାଜ୍ୟରେ ପୁଣି ଫେରିଲା ଶୀତ, ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ଡିଗ୍ରୀ ରେକର୍ଡ
ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ଶୀତ ଅନୁଭୂତ । ଦିନକରେ ତାପମାତ୍ରା ପାଖାପାଖି ୭ ଡିଗ୍ରୀ ପର୍ଯ୍ୟନ୍ତ ଖସିଛି । ବଲାଙ୍ଗିରରେ ରାତି ତାପମାତ୍ରା ସର୍ବାଧିକ ୭.୪ ଡିଗ୍ରୀ ଖସିଛି । ସୋପୁରରେ ୬.୬, ଭୁବନେଶ୍ୱରରେ ୫,୨ ଓ କଟକରେ ରାତି ତାପମାତ୍ରା ୪.୪ ଡିଗ୍ରୀ ଖସିଥିବା ଜଣାପଡ଼ିଛି । ପାଣିପାଗ…