Browsing Tag

odisha weather report

ଆସନ୍ତାକାଲିଠାରୁ ଗ୍ରୀଷ୍ମ ଲହରୀ, ୭ତାରିଖ ପରଠାରୁ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା

ଭୁବନେଶ୍ୱର(କେନ୍ୟୁଜ୍‌): ଅସହ୍ୟ ଖରା । କଲବଲ କରୁଛି ତାତି । ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ସକାଳ ୯ଟାରୁ ଟାଇଁଟାଇଁ ଖରା । ଆଗାମୀ ୫ଦିନ ଯାଏ ତାତିରୁ ନିସ୍ତାର ନାହିଁ । ରାଜ୍ୟକୁ ଉତ୍ତରପଶ୍ଚିମ ଓ ପଶ୍ଚିମ ଦିଗରୁ ଶୁଷ୍କ ଓ ତତଲା ବାୟୁ ପ୍ରବାହିତ ହେଉଛି । ଏହା ସହ ସୂର୍ଯ୍ୟଙ୍କ…

ତାତିରେ ଲାଗିବ ବ୍ରେକ, ରାଜ୍ୟରେ ୫ ଦିନ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ): ତାତିରେ ଲାଗିବ ବ୍ରେକ । ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତି। ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀସେଲିସିୟସ ହ୍ରାସ ପାଇବ । ୫ ଦିନ ବର୍ଷା ସମ୍ଭାବନା । ଆଜିଠୁ ୧୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆଜି ମୟୂରଭଞ୍ଜ,…

ବହୁଛି ଉତ୍ତରାପବନ, ଖସୁଛି ତାପମାତ୍ରା: ୫ ଡିଗ୍ରୀକୁ ଖସିଲା ରାଜ୍ୟର ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ୱର(କେନ୍ୟୁଜ୍): ମାଡ଼ି ଆସିଲା ଜା଼ଡ। ୧୦ ଡିଗ୍ରୀ ତଳେ ୧୧ ସହରର ତାପମାତ୍ରା। ଗୋଟିଏ ଦିନ ଭିତରେ ପାରଦ ୨ରୁ ୪.୬ ଡିଗ୍ରୀ ସେଲ୍‌ସିୟସକୁ ଖସିଛି। ଚଳିତ ଶୀତ ଋତୁରେ ପ୍ରଥମ ଥର ପାଇଁ ଜି. ଉଦୟଗିରିରେ ରାତି ତାପମାତ୍ରା ୫ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ସେମିଳିଗୁଡ଼ାରେ ୭,…

ରବିବାର ସୁଦ୍ଧା ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ଆସନ୍ତା ୫ ସୁଦ୍ଧା ନେବ ଲଘୁଚାପର ରୂପ

ଭୁବନେଶ୍ୱର(କେନ୍ୟୁଜ୍): ଆସନ୍ତା ୫ ତାରିଖ ବେଳକୁ ଆଉ ଏକ ଲଘୁଚାପ । ରବିବାର ସୁଦ୍ଧା ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ୫ ତାରିଖରେ ଲଘୁଚାପର ରୂପ ନେବ । ସ୍କାଏମେଟର ଆକଳନ, ଅବପାତରେ ପରିଣତରେ ହୋଇପାରେ ଲୋ ପ୍ରେସର। ତେବେ ଏହା ସାମୁଦ୍ରିକ ଝଡ଼ର ରୂପ ନେବାର କୌଣସି ସମ୍ଭାବନା…

ବଢ଼ିବ ଥଣ୍ଡା! ଶିମିଳିପାଳର ନଅଣା ଓ ଉପରବାରା କାମୁଡ଼ା ଠାରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରେକର୍ଡ

ବାରିପଦା(କେନ୍ୟୁଜ୍):ପୁଣି ବଢ଼ିବ ଥଣ୍ଡା !। ରାଜ୍ୟରେ ରାତି ତାପମାତ୍ରା ଧିରେ ଧିରେ କମିବ। ପ୍ରାୟ ୩ରୁ ୫ ଡିଗ୍ରୀ ଯାଏ ତଳକୁ ଖସିବା ସହ ରାଜ୍ୟରେ ଅନେକ ସ୍ଥାନରେ ଶୀତ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶୀତ ସହ ଅନୁଭୂତ ହେଉଛି ଘନ କୁହୁଡି । ମୟୂରଭଞ୍ଜ ଜିଲ୍ଲାରେ…

ପୁଣି ବଢ଼ିବ ଥଣ୍ଡା ! ଆଗାମୀ ୨୪ ଘଣ୍ଟା ପରେ ରାଜ୍ୟର ଅନେକ ସ୍ଥାନରେ ଖସିବ ତାପମାତ୍ରା

ଭୁବନେଶ୍ୱର(କେନ୍ୟୁଜ୍): ପୁଣି ବଢ଼ିବ ଥଣ୍ଡା ! ଆଗାମୀ ୨୪ ଘଣ୍ଟା ପରେ ରାଜ୍ୟର ଅନେକ ସ୍ଥାନରେ ଖସିବ ତାପମାତ୍ରା। ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ଖସିବା ସମ୍ଭାବନା ରହିଛି। ସେପଟେ ରାଜ୍ୟର କିଛି ସ୍ଥାନରେ ଘନ କୁହୁଡି ଅନୁଭୂତ ହେଉଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ୨ଦିନ…

ବଙ୍ଗୋପସାଗର ଅଶାନ୍ତ : ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ଆସନ୍ତା ୨୦ ବେଳକୁ ଲଘୁଚାପ

କେନ୍ୟୁଜ୍: ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୩.୧ କିମି ଯାଏ ବ୍ୟାପିଛି । ଏହାର ପ୍ରଭାବରେ ଦକ୍ଷିଣ ପୂର୍ବ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆସନ୍ତା ୨୦ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି…

ଭିଜୁଛି ଉପକୂଳ ଓଡ଼ିଶା, ଭୁବନଶ୍ୱର ଓ କଟକ ସହରରେ ଲାଗି ରହିଛି ପ୍ରବଳ ବର୍ଷା

ଭୁବନେଶ୍ୱର(କେନ୍ୟୁଜ୍): ବଙ୍ଗୋରସାଗରରେ ସକ୍ରିୟ ରହିଛି ଲଘୁଚାପ । ଭିଜୁଛି ଉପକୂଳ ଓଡ଼ିଶା । ଲଘୁଚାପ କ୍ଷେତ୍ର ପ୍ରଭାବରେ ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଲଗାଣ ବର୍ଷା ଚାଲିଛି । ଭୁବନଶ୍ୱର ଓ କଟକ ସହରରେ ଗତକାଲି ରାତିରୁ ଲାଗି ରହିଛି ତୀବ୍ର ବର୍ଷା । ଟୁଇନ୍‌ ସିଟିରେ…

ସ୍ଥଳଭାଗ ମୁହାଁ ଲଘୁଚାପ: ୨୪ ଘଣ୍ଟା ପରେ ରାଜ୍ୟରେ କମିବ ପ୍ରଭାବ, ଆଜି ପାଇଁ ୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର(କେନ୍ୟୁଜ୍): ସ୍ଥଳଭାଗ ମୁହାଁ ଲଘୁଚାପ। ଆଜି ପଶ୍ଚିମ ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ପାଇଁ ଚେତାବନୀ ଜାରି କରାଯାଇଛି। ୨୪ ଘଣ୍ଟା ପରେ ରାଜ୍ୟରେ କମିବ ଲଘୁଚାପ ପ୍ରଭାବ। ଆସନ୍ତା ୨୪ ଘଣ୍ଟା ପାଇଁ ୭ ଜିଲ୍ଲା ବଲାଙ୍ଗିର, ବରଗଡ଼, ସୋନପୁର, ସମ୍ବଲପୁର,…

ଘନୀଭୂତ ହେଉଛି ଲଘୁଚାପ: ପ୍ରଭାବରେ ଆଜିଠୁ ଆହୁରି ବଢିବ ବର୍ଷାର ପରିମାଣ

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠୁ ପ୍ରବଳ ବର୍ଷା। ଘନୀଭୂତ ହେଉଛି ଲଘୁଚାପ। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅ଼ଞ୍ଚଳରେ ସକ୍ରିୟ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ବିଶେଷକରି ଦକ୍ଷିଣ ଓଡ଼ିଶାରେ ଲଘୁଚାପର ପ୍ରଭାବରେ ଅଧିକ ବର୍ଷା ହୋଇଛି। ଏହି ଲଘୁଚାପ…

ମର୍ଣ୍ଣିଂଓ୍ୱାକ୍ ସମୟରେ ରାଜଧାନୀକୁ ଭିଜେଇଲା ବର୍ଷା, ସକାଳ ବେପାର ମାନ୍ଦା

ଭୁବନେଶ୍ୱର(କେନ୍ୟୁଜ୍): ବଙ୍ଗୋପସାଗରେ ଲଘୁୁଚାପ ପ୍ରଭାବରେ ବର୍ଷା ଜାରି ରହିଛି। ରାଜଧାନୀରେ ମଧ୍ଯ ସକାଳୁ ତୁହାକୁ ତୁହା ବର୍ଷା ହେଉଛି। ଯାହାଫଳରେ ମର୍ଣ୍ଣିଂଓ୍ୱାକ୍ ବେଳେ ଲୋକେ ସମସ୍ଯାର ସମ୍ମୁଖୀନ ହେବାସହ ସକାଳ ବେପାର ମଧ୍ଯ ମାନ୍ଦା ଚାଲିଛି। ଆଗାମୀ ୩୬ ଘଣ୍ଟା ମଧ୍ୟରେ ହେବ ଅଧିକ…

ଆସୁଛି ବଡ଼ ବର୍ଷା: ଆଜିଠୁ ଭିଜିବ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନ, ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର(କେନ୍ୟୁଜ୍): ଆସୁଛି ଲଘୁଚାପ । ଆସୁଛି ବଡ଼ ବର୍ଷା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ଲଘୁଚାପ କ୍ଷେତ୍ର ଉତ୍ତର ଆନ୍ଧ୍ର ଓ…