ସେପ୍ଟେମ୍ବରରେ ୩ଟି ଲଘୁଚାପ ସୃଷ୍ଟି ସମ୍ଭାବନା! ବରିଷ୍ଠ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସଙ୍କ ପୂର୍ବାନୁମାନ
ଭୁବନେଶ୍ୱର(କେନ୍ୟୁଜ୍): ସେପ୍ଟେମ୍ବରରେ ୩ଟି ଲଘୁଚାପ । ସେପ୍ଟେମ୍ବରରେ ୩ଟି ଲଘୁଚାପ ସୃଷ୍ଟି ସମ୍ଭାବନା । ଏଥିପାଇଁ ପାଗ ଅନୁକୂଳ ରହିଛି । ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ଲଘୁଚାପ ହେବାର ସମ୍ଭାବନା ରହିଛି ।
ଏ ନେଇ ବରିଷ୍ଠ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ ପୂର୍ବାନୁମାନ କରିଛନ୍ତି ।…