Browsing Tag

odisha weather report

ରାଜ୍ୟରେ କମୁଛି ଶୀତର ପ୍ରକୋପ, ୧୦ରୁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା !

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ କମୁଛି ଶୀତର ପ୍ରକୋପ। ରାତିର ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ଦୃଷ୍ଟାନ୍ତମୂଳକ ଭାବେ ଅଧିକ ରହିଛି। ସମତଳ ଅଞ୍ଚଳରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ସେଲସିୟମ ରେକର୍ଡ ହୋଇଛି। ରାତିର ତାପମାତ୍ରାରେ ଗତ ୨୪ ଘଣ୍ଟାରେ ବିଶେଷ…

୧୦ରୁ ବର୍ଷା ! ତିନି ଦିନରେ କମିବ ଶୀତ, ବଢ଼ିବ ପାରଦ

ପୁଣି ଭିଜିବ ଓଡ଼ିଶା। ପଶ୍ଚିମା ଝଡ଼ ଯୋଗୁଁ ଆଫଗାନିସ୍ତାନ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଜି ଏକ ଘୂର୍ଣ୍ଣିବଳୟ ଦକ୍ଷିଣ ପଶ୍ଚିମ ରାଜସ୍ଥାନ ତଥା ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେବା ସମ୍ଭାବନା ରହିଛି। ଫଳରେ ପୁଣି ଓଡ଼ିଶା ଭିଜିବା…

ଆଜି କେତେକ ଜିଲ୍ଲାରେ କୁଆପଥର ସହ ହେବ ପ୍ରବଳ ବର୍ଷା ! ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର(କେନ୍ଯୁଜ୍):ରାଜ୍ୟରେ ୱେଷ୍ଟର୍ଣ୍ଣ ଡିସ୍‌ଷ୍ଟର୍ବାନ୍‌ସ ପ୍ରଭାବ ଜାରି ରହିଛି। ଫଳରେ ରାଜ୍ୟର କିଛି ସ୍ଥାନରେ ବର୍ଷା ଜାରି ରହିଛି । ଆଜି ଆଗାମୀ ୨ ଘଣ୍ଟା ପାଇଁ ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, କଟକ ଓ ଯାଜପୁରରେ ବର୍ଷା ହେବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର…

ୱେଷ୍ଟର୍ଣ୍ଣଡିଷ୍ଟବାର୍ନ୍ସ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ, କିଛି ସ୍ଥାନରେ ଘନ କୁହୁଡ଼ି କରୁଛି…

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆସନ୍ତା ୩୦ ପର୍ଯ୍ୟନ୍ତ ଲାଗିରହିବ ବର୍ଷା । ୱେଷ୍ଟର୍ଣ୍ଣଡିଷ୍ଟବାର୍ନ୍ସ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ସୋମବାରରୁ ଭୁବନେଶ୍ୱରରେ ପ୍ରବଳ ବର୍ଷି ଥିବା ବେଳେ ଆଜି ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼ରେ ମଧ୍ୟମ ଧରଣର ବର୍ଷାର…

ରାଜ୍ୟର ଉପକୂଳ ଅଞ୍ଚଳରେ କମିଲା ଶୀତ, ଆଗକୁ ହେବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜ୍ୟରେ ସାମାନ୍ୟ କମିଲା ଶୀତର ପ୍ରକୋପ । ରାତ୍ରି ତାପମାତ୍ରାରେ ଅଳ୍ପ ବୃଦ୍ଧି ହୋଇଥିବା ବେଳେ ରାଜ୍ୟର ୪ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ୨ ଦିନରେ ରାଜ୍ୟର…

ଜାଡରେ ଥରୁଛି ସାରା ଓଡ଼ିଶା: ୧୧ ଡିଗ୍ରୀ ସେଲ୍‌ସିୟସ ତଳେ ରହିଛି ୯ଟି ସହର, ଦାରିଙ୍ଗିବାଡିରେ ସର୍ବନିମ୍ନ

ଭୁବନେଶ୍ବର(କେନ୍ଯୁଜ୍): ଜାଡରେ ଥରୁଛି ସାରା ଓଡ଼ିଶା। ୧୧ ଡିଗ୍ରୀ ସେଲ୍‌ସିୟସ ତଳେ ରହିଛି ୯ଟି ସହରର ତାପମାତ୍ରା । ସବୁଠି ଖସିଛି ରାତି ତାପମାତ୍ରା । ଆଗକୁ ଆହୁରି ବଢିବ ଶୀତ । ଦାରିଙ୍ଗିବାଡିରେ ସର୍ବନିମ୍ନ ତାପମାତ୍ରା ୬.୫ଡିଗ୍ରୀ ରେକର୍ଡ କରାଯାଇଛି । ଫୁଲବାଣୀର ସର୍ବନିମ୍ନ ତାପମାତ୍ରା…

ଘନ କୁହୁଡିର ଚାଦର ତଳେ ସମଗ୍ର ରାଜ୍ଯ, ଶୀତୁଆ ସକାଳର ମଜା ନେଉଛନ୍ତି ଲୋକେ

କେନ୍ଯୁଜ୍: ବାତ୍ୟା ଜୱାଦର ପ୍ରଭାବ ଅପସରି ଗଲା ପରେ ପରେ ଧସେଇ ପଶିଛି ଶୀତ । ଘନ କୁହୁଡିର ଚାଦରରେ ଛାଇ ହୋଇଛି ସମଗ୍ର ରାଜ୍ଯ ।ଘନ କୁହୁଡ଼ି ଯୋଗୁଁ ଆଗକୁ କିଛି ବି ଦେଖାଯାଉନାହିଁ । ଧଳା ରଙ୍ଗର ଅସ୍ତରଣ ଚାରିଆଡେ ଛାଇ ଯାଇଛି । କାକର ବି ଦେହକୁ ସ୍ପର୍ଶ କରୁଛି । କିଏ ବା ଏହି ଶୀତୁଆ ସକାଳର…

ରାଜ୍ୟରେ ବିଭିନ୍ନ ଅଞ୍ଚଳରେ କୋହଲା ପାଗ ଜାରି, ୪୮ଘଣ୍ଟା ପରେ ବଢିବ ଶୀତର ପ୍ରକୋପ

ଭୁବନେଶ୍ବର(କେନ୍ଯୁଜ୍): ୪୮ଘଣ୍ଟା ପରେ ବଢିବ ଶୀତର ପ୍ରକୋପ। ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ତଳକୁ ଖସିବା ସମ୍ଭାବନା ଥିବା ଆ଼ଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୨ଦିନ ଯାଏଁ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ରାଜ୍ୟରେ ବିଭିନ୍ନ ଅଞ୍ଚଳରେ…

ଓଡ଼ିଶାରେ କୋହଲା ପାଗ ସହ କିଛି ଜିଲ୍ଲାରେ ହାଲୁକା ବର୍ଷା ଜାରି, ଆହୁରି ୨-୩ ଲାଗି ରହିବ ଏମିତି

ଭୁବନେଶ୍ବର(କେନ୍ଯୁଜ୍): ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ୱେଲ୍‌ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି ଡିପ୍ରେସନ୍‌ । ଏବେ ଆଭ୍ୟନ୍ତରୀଣ ତାମିଲନାଡୁ ଓ ସଂଲଗ୍ନ ରୟାଲସୀମାଠାରୁ ଉପକୂଳ ଆନ୍ଧ୍ରପ୍ରଦେଶ ଦେଇ ଆଭ୍ୟନ୍ତରୀଣ ଓଡ଼ିଶା ଯାଏ ସକ୍ରିୟ ଅଛି । ପ୍ରଭାବରେ ଓଡ଼ିଶାରେ କୋହଲା ପାଗ ସହ କିଛି…

ଲଘୁଚାପ ପ୍ରଭାବରେ କମିଛି ଶୀତ, ଉପାନ୍ତରୁ ଉପକୂଳ ଘନ କୁହୁଡ଼ିରେ ଭର୍ତ୍ତି

ଭୁବନେଶ୍ବର(କେନ୍ଯୁଜ୍): ଦକ୍ଷିଣ ଆଣ୍ଡାମାନ ସାଗର ଉପକୂଳରେ ସୃଷ୍ଟ ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସକ୍ରିୟ ରହିଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ୫.୮ କିିମି ପର୍ଯ୍ୟନ୍ତ ବ୍ୟାପିଛି। ଆଗାମୀ ୨୪ ଘଣ୍ଟାରେ ଲଘୁଚାପର ଗତିପଥ ପଶ୍ଚିମ-ଉତ୍ତରପଶ୍ଚିମ…

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଶ୍ରୀଲଙ୍କା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ପ୍ରଭାବରେ ରାଜ୍ୟରେ କୋହଲା ପାଗ

ଭୁବନେଶ୍ବର(କେନ୍ଯୁଜ୍): ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଶ୍ରୀଲଙ୍କା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଓଡ଼ିଶା ଉପରେ ଏହି ଲଘୁଚାପର କୌଣସି ପ୍ରଭାବ ପଡ଼ିବ ନାହିଁ । ତେବେ ଏକ ଟ୍ରପ ଲାଇନ ଶ୍ରୀଲଙ୍କା ଉପକୂଳରୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଯାଏ…

ଆଜି ରାଜଧାନୀ ସମେତ ରାଜ୍ଯର ବିଭିନ୍ନ ସ୍ଥାନରେ କୋହଲା ପାଗ, ବୋହୁଛି ହାଲୁକା ପବନ

ଭୁବନେଶ୍ବର(କେନ୍ଯୁଜ୍): ଆଜି ରାଜଧାନୀ ସମେତ ରାଜ୍ଯର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିବା ସହିତ ହାଲୁକା ପବନ ବୋହୁଛି। ଯାହା ଶୀତର ଆଗମନ ଭଳି ଅନୁଭୂବ ହେଉଛି । ଆଜି ସକାଳୁ ସକାଳୁ କିଛି ସେକେଣ୍ଡ ପାଇଁ ହାଲୁକା ବର୍ଷା ମଧ୍ଯ ହୋଇଥିଲା । ତେବେ ଆଗକୁ ଶୀତର ପରିମାଣ ବଢିବ ବୋଲି ଆଶା…