୧୮ରୁ ରାଜ୍ୟରେ ପୁଣି ବଦଳିବ ପାଗ, ଆରମ୍ଭ ହୋଇଯିବ ବର୍ଷା
ଭୁବନେଶ୍ବର(କେନ୍ୟୁଜ୍): ୧୮ ତାରିଖରୁ ରାଜ୍ୟରେ ପୁଣି ବଦଳିବ ପାଗ। ଆରମ୍ଭ ହୋଇଯିବ ବର୍ଷା। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଟ୍ରପ ଲାଇନ୍ ପ୍ରଭାବରେ ଆସନ୍ତା ୨୪ ଘଣ୍ଚା ପର୍ଯ୍ୟନ୍ତ ଉତ୍ତର ଓ ଦକ୍ଷିଣ…