Browsing Tag

odisha Weather

ଦୁର୍ବଳ ହେଉଛି ମୌସୁମୀ: ନିଅଣ୍ଟିଆ ବର୍ଷା ଯୋଗୁ ଚିନ୍ତାରେ ଚାଷୀ, ମରୁଡ଼ି ସମ୍ଭାବନା

(କେନ୍ୟୁଜ): ରାଜ୍ୟର ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା। ଫଳରେ ଅଧିକାଂଶ ଜିଲ୍ଲାରେ ମରୁଡ଼ି ଆଶଙ୍କା ସୃଷ୍ଟି ହୋଇଛି। ମୌସୁମୀ ୪ ମାସରୁ ୩ ମାସ ଶେଷ ହେବାକୁ ବସିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଲଗାଣ ବର୍ଷାର ଅଭାବ ଚାଷୀଙ୍କ ଚିନ୍ତା ବଢାଇଛି। ୩ ମାସ ମଧ୍ୟରେ ଯେଉଁ ବର୍ଷା ହୋଇଛି , ତାହା ଚାଷ…

ଶ୍ରାବଣରେ ବି ସିଝୁଛି ଓଡିଶା: ଆହୁରି ୪ ଦିନ ଯାଏ ଗୁଳୁଗୁଳି

ଭୁବନେଶ୍ୱର (କେନ୍ୟୁଜ): ଦୁର୍ବଳ ପଡ଼ିଛି ମୌସୁମୀ । ବର୍ଷାର ନା ଗନ୍ଧ ନାହିଁ । ଅଗଷ୍ଟରେ ବଢୁଛି ତାତି । ଖରା ସାଙ୍ଗକୁ ଗୁଳୁଗୁଳି ହେଉଛି । ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ଏମିତି ପାଗ ରହିବ । ମୌସୁମୀ ଦୁର୍ବଳ ହେବାରୁ ଉତ୍ତପ୍ତ ହେଉଛି ରାଜ୍ୟ । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ,…

ଶ୍ରାବଣରେ ଶୁଖିଲା ଜମି: ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀକୂଳ ହତାଶ

(କେନ୍ୟୁଜ): ବର୍ଷା ଗାଏବ, ଚିନ୍ତାରେ ଚାଷୀ। ବର୍ଷା ବଦଳରେ ଏବେ ଟାଏଁ ଟାଏଁ ଖରା। ଆଉ ଦୁଇ ଚାରି ଦିନ ଏମିତି ଖରା ହେଲେ ତଳି ସବୁ ଝାଉଁଳିଯିବ। ଯାହାକୁ ନେଇ ଚିନ୍ତାରେ ପଡିଛି ଚାଷୀ। ପାଣିପାଗ ପୂର୍ବାନୁମାନ କହୁଛି, ଏବେ ସେମିତି ବିଶେଷ ବର୍ଷା ନାହିଁ । ମୌସୁମୀ ସକ୍ରିୟ କରାଉଥିବା ନିମ୍ନ…

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲି ଲଘୁଚାପ କ୍ଷେତ୍ରରେ ହେବ ପରିଣତ

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଆଜି ପଶ୍ଚିମ କେନ୍ଦ୍ରୀୟ ଓ ତତସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ସମୁଦ୍ର ପତ୍ତନଠାରୁ ୫.୮ରୁ ୭.୬ କିଲୋମିଟର ମଧ୍ୟରେ ସକ୍ରିୟ ରହିଛି । ଆସନ୍ତା ୨୪ ଘଣ୍ଟାରେ ସମାନ…

ସୃଷ୍ଟି ହେଲା ଲଘୁଚାପ, ୫ ଦିନ ପ୍ରବଳ ବର୍ଷିବ, ୧୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ସୃଷ୍ଟି ହେଲା ଲଘୁଚାପ । ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଲଘୁଚାପ ସୃଷ୍ଟି ହୋଇଛି । ଉତ୍ତର ଓଡ଼ିଶା-ପାର୍ଶ୍ୱବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକା ଓ ଝାଡଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା ପରିମାଣ । ୨୦ ତାରିଖ ଯାଏ ୫ ଦିନ ପ୍ରବଳ…

ରାଜ୍ୟରେ ବଦଳିଲା ପାଗ, ଆରମ୍ଭ ହେଲା ବର୍ଷା

ରାଜ୍ୟରେ ବଦଳିଲା ପାଗ । ଆରମ୍ଭ ହେଲା ବର୍ଷା । ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ ଝିପିଝିପି ବର୍ଷା ଚାଲିଛି । ଆସୁଛି ବଡ଼ ବର୍ଷା । ଲଘୁଚାପ ପ୍ରଭାବରେ ବର୍ଷା ପରିମାଣ ବଢ଼ିବ । ଆସନ୍ତାକାଲିଠୁ କିଛି ସ୍ଥାନରେ ପ୍ରବଳ ଓ ଆଉ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ…

୨ ଦିନ ପ୍ରବଳ ବର୍ଷା, ୧୦ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର : ସକ୍ରିୟ ରହିଛି ଲଘୁଚାପ । ୨ ଦିନ ପ୍ରବଳ ବର୍ଷା । ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୧୦ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ସୋନପୁର,…

ଆଜିଠୁ ଗ୍ରୀଷ୍ମପ୍ରବାହରେ ଲାଗିବ ବ୍ରେକ୍‌, ମଧ୍ୟମ ଧରଣର ବର୍ଷାର ସମ୍ଭାବନା, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (କେନ୍ୟୁଜ୍‌) : ଆଜିଠୁ ଗ୍ରୀଷ୍ମପ୍ରବାହରେ ଲାଗିବ ବ୍ରେକ୍‌ । ନିମ୍ନ ଚାପ ରେଖା ଉତ୍ତର ପୂର୍ବ ଝାଡ଼ଖଣ୍ଡରୁ ବାହାରି ଓଡ଼ିଶା ଦେଇ ଗତି କରୁଛି । ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ବିଜୁଳି ଓ ଘଡ଼ଘଡ଼ି ପାଇଁ…

ଟ୍ଵିନ୍‌ସିଟିରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର(କେନ୍ୟୁଜ୍): ଟ୍ଵିନ୍‌ସିଟିକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ । ପଶ୍ଚିମା ଝଡ଼ ପ୍ରଭାବରେ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ସମ୍ଭାବନା । ଭୁବନେଶ୍ୱର ଓ କଟକ ସହରରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା । ଏହା ସହ ୪୦ରୁ ୫୦ କିମି ପବନ ବହିବା ସମ୍ଭାବନା ।ଆସନ୍ତା ୩ ଘଣ୍ଟା ପାଇଁ ଅରେଞ୍ଜ…

କାଲିଠୁ ରାଜ୍ୟରେ ବଦଳିବ ପାଗ, ପଶ୍ଚିମା ଝଡ଼ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ

ଭୁବନେଶ୍ୱର (କେନ୍ୟୁଜ): କାଲିଠୁ ରାଜ୍ୟରେ ବଦଳିବ ପାଗ। ପଶ୍ଚିମା ଝଡ଼ ପ୍ରଭାବରେ ସାରା ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ବର୍ଷା ହେବ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡ଼ାକୋରାପୁଟ, ଗଜପତି ଓ କନ୍ଧମାଳ ଝିଲ୍ଲାରେ ବିଜୁଳି , ଘଡ଼ଘଡ଼ି ସହ ବର୍ଷା ହେବ। ୧୬…

ଆସୁଛି ପଶ୍ଚିମା ଝଡ଼, ତାତିରୁ ମିଳିବ ସାମାନ୍ୟ ତ୍ରାହି

ଭୁବନେଶ୍ୱର (କେନ୍ୟୁଜ): ତାତିରୁ ମିଳିବ ସାମାନ୍ୟ ତ୍ରାହି । ଆସୁଛି ପଶ୍ଚିମା ଝଡ଼ । ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟର ୭ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୭, ୮ ଏବଂ ୯ ତାରିଖ ପର୍ଯ୍ୟନ୍ତ ଆକାଶ ମେଘାଚ୍ଛନ୍ନ ରହିବ । ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା…

ମାଘରେ ଶୀତ ଗାଏବ, ବଢୁଛି ରାତି ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ମାଘରେ ଶୀତ ଗାଏବ। ବଦଳୁଛି ପାଣିପାଗ । କମିଛି ଶୀତ ବଢୁଛି ତାପମାତ୍ରା । ବିଭିନ୍ନ ସ୍ଥାନରେ ସ୍ୱାଭାବିକ ତାପମାତ୍ରାଠାରୁ ୩ ରୁ୪ ଡିଗ୍ରୀ ସେଲସିୟସ ଉପରେ ପାରଦ । ୩୧ ଡିଗ୍ରୀ ସେଲସିୟସ ଉପରେ ୧୭ଟି ସହର ସର୍ବୋଚ୍ଚ ତାପମାତ୍ରା ଥିବା ବେଳେ ୩୨ ଡିଗ୍ରୀ ସେଲସିୟସ ଉପରେ…