ସ୍ପୋର୍ଟ୍ସ ଷ୍ଟାର ଆସେସ୍ ଆଓ୍ଵାର୍ଡ ୨୦୨୧ : କ୍ରୀଡ଼ାର ପ୍ରମୋଶନ ପାଇଁ ଓଡ଼ିଶାକୁ ମିଳିଲା ଶ୍ରେଷ୍ଠ କ୍ରୀଡ଼ା ଦଶନ୍ଧି…
ଭୁବନେଶ୍ୱର : ଓଡ଼ିଶାବାସୀଙ୍କ ପାଇଁ ବଡ଼ ଗର୍ବର ବିଷୟ ଯେ ୨୦୨୧ ମସିହା ସ୍ପୋର୍ଟ୍ସ ଷ୍ଟାର ଆସେସ୍ ଆଓ୍ଵାର୍ଡରେ କ୍ରୀଡ଼ାର ପ୍ରମୋଶନ୍ ପାଇଁ ଓଡ଼ିଶାକୁ ଶ୍ରେଷ୍ଠ କ୍ରୀଡ଼ା ଦଶନ୍ଧି ପୁରସ୍କାର ମିଳିଛି । ଓଡ଼ିଶା ଏଥିପୂର୍ବରୁ ୨୦୧୯ ଓ ୨୦୨୦ରେ ମଧ୍ୟ କ୍ରୀଡ଼ା ପାଇଁ ପୁରସ୍କାର ପାଇଥିଲା ।
ଓଡ଼ିଶାର…