ସଚ୍ଚିବାଳୟରେ କେଉଁ ମହଲାର କେଉଁ ଚାମ୍ବରରେ ବସିବେ କିଏ? ପ୍ରକାଶ ପାଇଛି ସବୁ ମନ୍ତ୍ରୀଙ୍କ ଅଫିସ ରୁମର ତାଲିକା
ଭୁବନେଶ୍ବର(କେନ୍ୟୁଜ୍): ସଚ୍ଚିବାଳୟରେ କେଉଁ ମହଲାର କେଉଁ ଚାମ୍ବରରେ ବସିବେ କେଉଁ ମନ୍ତ୍ରୀ। ପ୍ରକାଶ ପାଇଛି ସବୁ ମନ୍ତ୍ରୀଙ୍କ ଅଫିସ ରୁମର ତାଲିକା। ସଚ୍ଚିବାଳୟର ଦ୍ୱିତୀୟ ମହଲାରେ ବସିବେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ସେହିପରି ସଂସଦୀୟ ବ୍ୟାପାର ଏବଂ ଜଙ୍ଗଲ ଓ ପରିବେଶ…