ବିହାରରେ ମାଟି ତଳୁ ବାହାରୁଛି ତେଲ! ବାଲ୍ଟି ବାଲ୍ଟି ବୋହି ନେଉଛନ୍ତି ଲୋକେ…ଦେଖନ୍ତୁ ଭିଡିଓ
ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ୟୁଜରମାନେ ଦାବି କରୁଛନ୍ତି ଯେ ଏହି ଭିଡିଓ ବିହାରର। ଏଥିରେ କୁହାଯାଉଛି କି, ମାଟି ତଳୁ ତେଲ ବାହାରୁଛି। ଆପଣ ଏହି ଭାଇରାଲ ଭିଡିଓରେ ଦେଖିପାରିବେ, ମାଟି ଭିତରୁ କଞ୍ଚା ତେଲ ବାହାରୁଛି। ତେଲ ଏତେ ଦ୍ରୁତି ଗତିରେ ବାହାରୁଛି ଯେ ତାହା…