Browsing Tag

OIL PRICE

ହୁ ହୁ ହୋଇ ବଢୁଛି ତେଲ ଦାମ, ଜାଣନ୍ତୁ ଆଜି ପେଟ୍ରୋଲ ଡିଜେଲ କେତେ ?

ପ୍ରତିଦିନ ଯଦି ଆପଣ ତୈଳ ଦରର ତାଜା ଅପଡେଟ୍ ଜାଣିବାକୁ ଚାହୁଁଛନ୍ତି ତେବେ ଏହି ଖବର ନିଶ୍ଚିତ ପଢନ୍ତୁ। ଆଜି ଭୁବନେଶ୍ୱର ସହରରେ ପେଟ୍ରୋଲ ଦର ରହିଛି ୧୦୨ଟଙ୍କା ୬୬ପଇସା । ଏଥିସହିତ ଡିଜେଲ ଦର ଲିଟର ପିଛା ରହିଛି ୯୨ ଟଙ୍କା ୪୮ପଇସା। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ…

ରୋଷେଇ ଘରେ ମହଙ୍ଗା ମାଡ: ଆକାଶ ଛୁଆଁ ହେଲାଣି ତେଲ ଦାମ୍‌, ମାତ୍ର ୬ ମାସରେ ଦୁଇ ଗୁଣା ବୃଦ୍ଧି

କେନ୍ଯୁଜ୍: ରୋଷେଇ ଘରେ ମହଙ୍ଗା ମାଡ । ବଢୁଛି ସବୁ ସାମଗ୍ରୀର ଦର । ବିଶେଷ କରି ତେଲ ଦାମ୍‌ ଏବେ ଆକାଶ ଛୁଆଁ ହେଲାଣି । ମାତ୍ର ୬ ମାସରେ ତେଲ ଦର ଦୁଇ ଗଣ ବୃଦ୍ଧି ପାଇଲାଣି । ୮୦ ଟଙ୍କାରେ ବିକ୍ରି ହେଉଥିବା ତେଲ ଏବେ ୧୪୦ ଟଙ୍କା ହେଲାଣି । ୧୦୦ ଟଙ୍କା ଥିବା ତେଲ ଏବେ ୧୭୦ ଟଙ୍କା । ସବୁ…

ତୈଳଦର ବୃଦ୍ଧିକୁ ନେଇ ରାଜଭବନ ସମ୍ମୁଖରେ କଂଗ୍ରେସ ପକ୍ଷରୁ ୨ ଘଣ୍ଟିଆ ଧାରଣା

ଭୁବନେଶ୍ବର(କେନ୍ଯୁଜ୍): ଆକାଶ ଛୁଆଁ ହେଲାଣି ତୈଳଦର । ୮୦ ଟଙ୍କା ଛୁଇଁଲାଣି ପେଟ୍ରୋଲ ଦର। ବିଗତ ତିନି ସପ୍ତାହ ଭିତରେ ପେଟ୍ରୋଲ୍‌ର ଲିଟର ପିଛା ଦାମ୍ ୯ ଟଙ୍କା ୧୨ ପଇସା ଓ ଡିଜେଲ୍ ଦାମ୍ ୧୧ ଟଙ୍କା ଏକ ପଇସା ବଢ଼ିଥିଲା। ଗତକାଲି ପେଟ୍ରୋଲ୍‌ ଦର ୨୧ ପଇସା ଓ ଡିଜେଲ୍‌ ୨୫ ପଇସା ବଢ଼ିଥିଲା।…

ସାଉଦି ଆରବରେ ଡ୍ରୋନ୍‌ ଆକ୍ରମଣ ପରେ ବଢୁଛି ତୈଳ ଦର, ତୈଳ ଉତ୍ପାଦନ ବାଧାପ୍ରାପ୍ତ ଓ ଅଶୋଧିତ ତୈଳ ଦର ବୃଦ୍ଧି

ସାଉଦି ଆରବରେ ଡ୍ରୋନ୍‌ ଆକ୍ରମଣ ପରେ ବଢୁଛି ତୈଳ ଦର। ତୈଳ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିବାରୁ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ୨୦ ପ୍ରତିଶତ ବୃଦ୍ଧି ପାଇଛି ଦର। ପ୍ରତିଦିନ ୫.୭ ମିଲିୟନ ବ୍ୟାରେଲ ଉତ୍ପାଦିତ ହେଉଥିବା ବେଳେ ଡ୍ରୋନ୍‌ ଆକ୍ରମଣ…

ବିମାନ କମ୍ପାନିଙ୍କ ପାଇଁ ଖୁସି ଖବର : ପେଟ୍ରୋଲ ଏବଂ ଡିଜେଲ ପରେ ଏବେ ବିମାନ ଇନ୍ଧନର କମିଲା ମୂଲ୍ୟ

ନୂଆଦିଲ୍ଲୀ : ତୈଳ ମୂଲ୍ୟ ବଢ଼ିବା ପରେ ବିଭିନ୍ନ ଟିକେଟ ମୂଲ୍ୟ ମଧ୍ୟ ବଢ଼ିଥିଲା। ଏଣୁ ଏବେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଗ୍ଯାସର ମୂଲ୍ୟ କମ ହେବାର ଖୁସି ପରେ ସରକାର ଲୋକଙ୍କ ପାଇଁ ଆଣିଛନ୍ତି ଖୁସି ଖବର। ଏନେଇ ଆଜି ବିମାନ ଇନ୍ଧନ ବା ଆଭିଏସନ ଟର୍ବାଇନ ଫୁଏଲ (ଏଟିଏଫ) ମୂଲ୍ୟ ୧୧ ପ୍ରତିଶତ…

ଏବେ ତେଲ ସମସ୍ଯା ହେବ ଦୂର, ଆବଶ୍ଯକତାକୁ ପୂରା କରିବା ପାଇଁ ଭାରତ ପ୍ରସ୍ତୁତ କରିଛି ଅଏଲ ରିଜର୍ଭ

ନୂଆଦିଲ୍ଲୀ : ତେବେ ନିକଟରେ ତୈଳ ଦର  ବଢ଼ିବା ସାଧାରଣ ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏଣୁ ଏବେ ଭାରତ ଦୁନିଆଯାକର ତୈଳ ଉତ୍ପାଦକର ବ୍ଯାପରୀଙ୍କ ନିକଟରୁ ତୈଳ କିଣିବା ଯୋଜନା କରୁଛି। ଏଥିପାଇଁ ୧.୫ଅରବ ଡ଼ଲାରର ନିବେଶ କରାଯିବ। ଭାରତୀୟ ଷ୍ଟାଟର୍ଜି ପେଟ୍ରୋଲିୟମ ରିଜର୍ବ…

ତୈଳ ଦର କମାଇବାକୁ ଆମେ ଚେଷ୍ଟା କରୁଛୁ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର (କେନ୍ୟୁଜ୍) : ବେଲଗାମ ପେଟ୍ରୋଲ, ଡିଜେଲ ଦର । ହୁ ହୁ ହୋଇ ଦର ବଢୁଥିବା ବେଳେ ଗ୍ରାହକଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ । ଏହି ପ୍ରସଙ୍ଗରେ ପୁଣି ମୁହଁ ଖୋଲିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି…

ଦେଶରେ ସର୍ବାଧିକ : ମୁମ୍ବାଇରେ ପେଟ୍ରୋଲ ଦର ୮୬ ଟଙ୍କା ଟପିଲା

ମୁମ୍ବାଇ : ଏବେ ଯେଉଁଭଳି ଭାବେ ତୈଳ ଦର ବଢ଼ି ଚାଲିଛି ସେଥିରୁ ଅନୁମାନ ହେଉଛି କି ଖୁବ୍ କମ୍ ଦିନ ଭିତରେ ପେଟ୍ରୋଲ ଓ ଡିଜେଲ ୧୦୦ ଟଙ୍କା ଧରିବ । ଆଜି ମୁମ୍ବାଇରେ ପେଟ୍ରୋଲ ଲିଟର ୮୬ ଟଙ୍କା ୫୬ ପଇସାରେ ବିକ୍ରି ହେଉଛି । ଡିଜେଲ ଦାମ୍ ହେଉଛି ୭୧ ଟଙ୍କା ୧୫ ପଇସା । ଦିନକ ଭିତରେ ହାରାହାରି ୩୧…