Browsing Tag

oil prices

ବିଶ୍ୱ ବଜାରରେ ନିଆଁ ଲଗାଇଲା ତେଲ ଦର, ୧୦୦ ଡଲାର ପାର୍ !

ତେଲ ଦର ୧୦୦ ଡଲାର ପାର୍ ! । ବିଶ୍ୱ ବଜାରରେ ନିଆଁ ଲଗାଇଲା ତେଲ ଦର । ବ୍ୟାରେଲ ପିଛା ୧୦୦ ଡଲାର ପାର୍, ଭାରତ ଉପରେ ପଡ଼ିପାରେ ପ୍ରଭାବ । ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା ବିଫଳ ହେବା ପରେ, ଆମେରିକା ଇରାନର ବନ୍ଦରଗୁଡ଼ିକୁ ଅବରୋଧ କରିବାକୁ ଘୋଷଣା କରିଛି । ହର୍ମୁଜ…

ଆଜି ବିଶ୍ୱ ଶକ୍ତି ବଜାରରେ ବଡ଼ ଧରଣର ହ୍ରାସ, ଯୁଦ୍ଧବିରତି ପରେ ୧୭% କମିଲା ତେଲ ଦାମ!

ନୂଆଦିଲ୍ଲୀ: ଯୁଦ୍ଧବିରତି ପରେ ୧୭% କମିଲା ତେଲ ଦାମ!। ଆଜି ବିଶ୍ୱ ଶକ୍ତି ବଜାରରେ ଇତିହାସର ଏକ ବଡ଼ ଧରଣର ଦର ହ୍ରାସ ଦେଖିବାକୁ ମିଳିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା କରିବା ପରେ, ବିଶ୍ୱ ଅର୍ଥନୀତି ଉପରେ ଘୋଟିଥିବା କଳାବାଦଲ…

ସେୟାର ବଜାରରେ ବ୍ଲଡବାଥ, ତେଲ ଦର ବୃଦ୍ଧି ଯୋଗୁଁ ସେନସେକ୍ସ ୨୫୦୦ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ସେୟାର ବଜାରରେ ବ୍ଲଡବାଥ । ତେଲ ଦର ବୃଦ୍ଧି ଯୋଗୁଁ ସେନସେକ୍ସ ୨୫୦୦ ପଏଣ୍ଟ ହ୍ରାସ । କିଛି କ୍ଷଣରେ ନିବେଶକଙ୍କ କୋଟି କୋଟି ଟଙ୍କା ବୁଡ଼ିଲା! । ଇରାନ ଯୁଦ୍ଧ ଓ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଆକାଶଛୁଆଁ ହେବା ଯୋଗୁଁ ଭାରତୀୟ ଶେୟାର ବଜାରରେ ଭୟଙ୍କର ହ୍ରାସ ଦେଖିବାକୁ…

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଆକାଶଛୁଆଁ ତୈଳ ଦର, ୧୦ ପ୍ରତିଶତକୁ ବୃଦ୍ଧି ପାଇଲା ମୂଲ୍ୟ

ଇରାନ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଆକାଶଛୁଆଁ ତେଲ ଦର । ଇସ୍ରାଏଲ-ଇରାନ ମଧ୍ୟରେ ବଢ଼ୁଥିବା ଯୁଦ୍ଧ ଯୋଗୁଁ ତୈଳ ଦରରେ ଲାଗିଛି ନିଆଁ । ଏହାରି ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ୧୦ ପ୍ରତିଶତକୁ ବୃଦ୍ଧି ପାଇଛି । ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ୭ରୁ ୧୩ ପ୍ରତିଶତ…

ଇରାନ-ଇସ୍ରାଏଲ ଯୁଦ୍ଧ ଆଶଙ୍କା, ଅନ୍ତର୍ଜାତୀୟ ବଜାରରେ ତେଲ ବ୍ୟାରେଲ ପିଛା ଟପିଲା ୯୦ ଡଲାର

ନୂଆଦିଲ୍ଲୀ : ଇରାନ-ଇସ୍ରାଏଲ ଯୁଦ୍ଧ ଆଶଙ୍କା ମଧ୍ୟରେ ହୁହୁ ହୋଇ ବଢୁଛି ତେଲ ଦର ।  ଅନ୍ତର୍ଜାତୀୟ ବଜାରରେ ତେଲ ବ୍ୟାରେଲ ପିଛା ୯୦ ଡଲାର ଟପିଛି ।  ସେପ୍ଟେମ୍ବର ସୁଦ୍ଧା ଦର ୧୦୦ ଡଲାର ଛୁଇଁବା ଆଶଙ୍କା ରହିଛି ।  ମଧ୍ୟପ୍ରାଚ୍ୟରୁ ହିଁ ବିଭିନ୍ନ ଦେଶକୁ ଅଧିକାଂଶ ଅଶୋଧିତ ତେଲ ରପ୍ତାନୀ…

ହୁ ହୁ ହୋଇ ବଢି ଚାଲିଛି ଖାଇବା ତେଲ ଦର, ଦୁଇବର୍ଷରେ ଦୁଇଗୁଣା

କେନ୍ଯୁଜ୍: ତୈଳ ଦରରେ ନିଆଁ । ହୁ ହୁ ହୋଇ ବଢି ଚାଲିଛି ଖାଇବା ତେଲ ଦର। ପେଟ୍ରୋଲ, ଡିଜେଲ ଦର ସହ ଖାଇବା ତେଲ ଦର ଲୋକଙ୍କ ଚିନ୍ତା ବଢାଇଛି। ଖାଇବା ତେଲ ଦୁଇବର୍ଷରେ ଦୁଇଗୁଣା ବଢ଼ିଲାଣି । ବର୍ଷକ ତଳେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସୋରିଷ ତେଲ ଲିଟର ପିଛା୧୨୦ରୁ ୧୩୦ ଟଙ୍କା ରହିଥିଲା । ଏବେ…

ଆମେରିକାରେ ଅଶୋଧିତ ତୈଳ ଦରରେ ଐତିହାସିକ ହ୍ରାସ, ପ୍ରଥମ ଥର ପାଇଁ ମାଇନସ୍‌କୁ ଖସିଲା ଦର କ୍ରୁଡ୍‌ ଅଏଲ୍‌

ଆମେରିକା: ବିଶ୍ୱ ଆର୍ଥିକ ବଜାର ଉପରେ ପଡ଼ିଛି କରୋନା ମହାମାରୀ ପ୍ରଭାବ । ଧରାଶାୟୀ ହୋଇପଡ଼ିଛି ଆମେରିକା ତୈଳ ବଜାର । ବିଶ୍ୱ ସ୍ତରରେ ଅଶୋଧିତ ତୈଳର ଚାହିଦା କମିଥିବାରୁ ୟୁଏସ୍‌ କ୍ରୁଡ୍‌ ଅଏଲ୍‌ ନେଗେଟିଭ୍‌କୁ ଖସିଆସିଛି । ଯାହା ଐତିହାସିକ ହ୍ରାସ । ଡବ୍ଲୁଟିଆଇର ନୂଆ ଦର ମୁତାବକ ସୋମବାର…