Browsing Tag

oil

ଋଷ ଅର୍ଥବ୍ୟବସ୍ଥାକୁ ପୁଣି ଝଟକା! ଋଷରୁ ତେଲ ଓ ଗ୍ୟାସ ଆମଦାନୀ କରିବନି ଆମେରିକା

ନୂଆଦିଲ୍ଲୀ :  ଯୁଦ୍ଧ ସଙ୍କଟ ମଧ୍ୟରେ ଋଷ ଉପରେ ପୁଣି ଥରେ ପ୍ରତିବନ୍ଧକ ଲଗାଇଲା ଆମେରିକା । ଆମେରିକା ରୁଷରୁ ତୈଳ ଏବଂ ଗ୍ୟାସ ପଦାର୍ଥ ଆମଦାନୀ ଉପରେ ପ୍ରତିବନ୍ଧକ ଘୋଷଣା କରିଛି । ରାଷ୍ଟ୍ରପତି ଜୋ ବାଇଡେନ ଆଜି କହିଛନ୍ତି ଯେ ରୁଷରୁ ସମସ୍ତ ପ୍ରକାର ତୈଳ ଗ୍ୟାସ ଏବଂ ପେଟ୍ରୋଲ ଆମଦାନୀ ଉପରେ…

ହାତରୁ ବାରମ୍ବାର ପଡୁଛି କି ଏହିସବୁ ଜିନିଷ, ଜାଣନ୍ତୁ କେଉଁ ବିଷୟରେ ଦେଇଥାଏ ସଙ୍କେତ

ବାସ୍ତୁ ଅନୁସାରେ ସବୁକିଛି ଠିକ୍‌ ଥିଲେ ଘରକୁ କେବେ ବି କୌଣସି ଅସୁବିଧା ଆସେ ନାହିଁ। ଆଉ ଯଦି ସବୁକିଛି ଠିକ୍‌ ଚାଲିନଥାଏ, ତେବେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ତେବେ ବାସ୍ତୁ ହିସାବରେ କିଛି ଜିନିଷ ହାତରୁ ବାରମ୍ବାର ପଡିବା ଶୁଭ ହୋଇନଥାଏ। ଏହା ଆଗାମୀ ଅସୁବିଧାର ସଂକେତ…

ରାତିରେ ଶୋଇବା ପୂର୍ବରୁ ଶରୀରର ଏହି ଅଙ୍ଗରେ ଲଗାନ୍ତୁ ତେଲ, ତା’ପରେ ଦେଖନ୍ତୁ କମାଲ

ମହିଳାଙ୍କ ଉପରେ ଉଭୟ ଘର ଓ ଅଫିସର ଅନେକ କାର୍ଯ୍ୟଭାର ରହିଥାଏ। ଫଳରେ ଆରାମ କରିବା ପାଇଁ ସେମାନେ ପର୍ଯ୍ୟାପ୍ତ ସମୟ ପାଇନଥାନ୍ତି। ଏଭଳି ସ୍ଥିତିରେ ପୁରୁଷଙ୍କ ତୁଳନାରେ ସେମାନଙ୍କର ଶାରୀରିକ ସମସ୍ୟା ଅଧିକ ପରିମାଣରେ ଦେଖିବାକୁ ମିଳେ। ରାତିରେ ଠିକ୍‌ ଭାବେ ଶୋଇପାରୁନଥିବାରୁ ମହିଳାମାନେ ଦିନ…

କେଶ ଓ ଚର୍ମ ସମସ୍ୟା ସମାଧାନ କରେ ଏହିସବୁ ତେଲ, ଜାଣନ୍ତୁ କିପରି କରିବେ ବ୍ୟବହାର

ପ୍ରାଚୀନ କାଳରୁ ତ୍ୱଚା ଓ କେଶର ସୁନ୍ଦରତା ପାଇଁ ବିଭିନ୍ନ ପ୍ରକାର ତେଲର ବ୍ୟବହାର ହୋଇଆସୁଛି । ଏହି ତେଲର ନିୟମିତ ବ୍ୟବହାର କରି କେଶ ଓ ଚର୍ମଜନିତ ଅନେକ ସମସ୍ୟାର ସମାଧାନ କରି ହେବ । ନଡିଆ ତେଲ: ନଡିଆ ତେଲକୁ ଗରମ କରି ଏହାକୁ କେଶର ମୂଳରେ ମସାଜ କରି ପୂରା ରାତି ଛାଡ଼ି ଦିଅନ୍ତୁ । ଏହା…

ତେଲ ଦର ହେବ କମ୍‌ ! ଚୀନରେ ବ୍ୟାପୁଥିବା କରୋନା ଭାଇରସର ପ୍ରଭାବ, ଭାରତକୁ ହେବ ଫାଇଦା

ଚୀନ ସହିତ ଦୁନିଆର ସାତଟି ଦେଶରେ ବ୍ୟାପିଗଲାଣି ଜୀବନ ଘାତକ କରେନା ଭାଇରସ। ଏହି ଭାଇରସ୍‌ କାରଣରୁ ଆଗାମୀ ଦିନରେ ତେଲର ଦାମ ଆହୁରି ହ୍ରାସ ହୋଇପାରେ। ତୈଳ ଦର କମ୍‌ ହେବା ଦ୍ୱାରା ଭାରତକୁ ଏହାର ଫାଇଦା ହେବ। ଏମିତିରେ ଏବେ ଠାରୁ ଆସନ୍ତା ମାସ ପଯ୍ୟର୍ନ୍ତ ପେଟ୍ରୋଲ ଡିଜେଲ ଦର କମ୍‌ ଦେଖିବାକୁ…

ଏଠାରେ ମୃତ ଜନ୍ତୁଙ୍କ ଦେହାବଶେଷରୁ ପ୍ରସ୍ତୁତ ହେଉଥିଲା ଖାଇବା ତେଲ, କାରଖାନା ହେଲା ସିଲ୍‌

ଆମେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ତେଲ ବ୍ୟବହାର କରିଥାଉ। ବଜାରେ ମଧ୍ୟ ବିଭିନ୍ନ ପ୍ରକାରର ତେଲ ମିଳୁଛି। ସୋରିଷ ତେଲ ଠାରୁ ଆରମ୍ଭ କରି, ବାଦାମ, ରିଫାଇନ, ଅଲିଭ ଇତ୍ୟାଦି। କିନ୍ତୁ ପାକିସ୍ତାନର ରାଜଧାନୀ କରାଚୀରେ ଏଭଳି ତେଲ ପ୍ରସ୍ତୁତ କରାଯାଉଥିଲା। ଯାହା ବିଷୟରେ ଆପଣ ଶୁଣିଲେ କେବେ ବି…

ବର୍ଷକୁ ମାଗଣା ମିଳିବ ୭୧ ଲିଟର ପେଟ୍ରୋଲ ଏବଂ ଡିଜେଲ୍ , ଏପରି ଉଠାନ୍ତୁ ଅଫର ଫାଇଦା

ନୂଆଦିଲ୍ଲୀ : ସରକାରୀ ତେଲ କମ୍ପାନି ଇଣ୍ଡିଆନ ଅଏଲ କରପୋରେସନ୍ ଲିମିଟେଡ଼ (IOCL) ସିଟି ବ୍ୟାଙ୍କ ସହ ମିଶି ନିଜ ଗ୍ରାହକଙ୍କ ପାଇଁ ଆଣିଛି ଖାସ ଅଫର । ଏହି ଅଫରର ଫାଇଦା ଉଠାଇବା ପାଇଁ ସିଟି ବ୍ୟାଙ୍କ ତରଫରୁ ମାଗଣାରେ ଏକ ପ୍ଲାଟିନମ କାର୍ଡ଼ ଦିଆଯାଉଛି। ଏହି ଖାସ କାର୍ଡ଼ର ବ୍ୟବହାର କରି ଆପଣ…

ଏବେ ତେଲ ସମସ୍ଯା ହେବ ଦୂର, ଆବଶ୍ଯକତାକୁ ପୂରା କରିବା ପାଇଁ ଭାରତ ପ୍ରସ୍ତୁତ କରିଛି ଅଏଲ ରିଜର୍ଭ

ନୂଆଦିଲ୍ଲୀ : ତେବେ ନିକଟରେ ତୈଳ ଦର  ବଢ଼ିବା ସାଧାରଣ ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏଣୁ ଏବେ ଭାରତ ଦୁନିଆଯାକର ତୈଳ ଉତ୍ପାଦକର ବ୍ଯାପରୀଙ୍କ ନିକଟରୁ ତୈଳ କିଣିବା ଯୋଜନା କରୁଛି। ଏଥିପାଇଁ ୧.୫ଅରବ ଡ଼ଲାରର ନିବେଶ କରାଯିବ। ଭାରତୀୟ ଷ୍ଟାଟର୍ଜି ପେଟ୍ରୋଲିୟମ ରିଜର୍ବ…

ଚଣ୍ଡିଖୋଲରେ ସ୍ଥାପନ ହେବ ଷ୍ଟ୍ରାଟେଜିକ୍‌ ଅଏଲ୍‌ ରିଜର୍ଭର

ଯାଜପୁର (କେନ୍ଯୁଜ୍) : ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ସ୍ଥାପନ ହେବ ଷ୍ଟ୍ରାଟେଜିକ୍‌ ଅଏଲ୍‌ ରିଜର୍ଭର । ଏନେଇ ଆଜି ସଚିବାଳୟରେ ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ଅଧିକାରୀ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଛି । ସଚିବାଳୟରେ ମୁଖ୍ୟସାଶନ ସଚିବ ଆଦିତ୍ୟ ପାଢୀଙ୍କ ସହ ଆଲୋଚନା କରିଛନ୍ତି…

ବଢୁଛି ପେଟ୍ରୋଲ ଓ ଡିଜେଲ ଦର : ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁ ବଢୁଛି ତେଲ ଦର

ଭୁବନେଶ୍ବର (କେନ୍ୟୁଜ୍) : ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ ଜାରି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢି ଚାଲିଥିବାରୁ ପେଟ୍ରୋଲ ଏବଂ ଡିଜେଲ ଦର ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୮ ଟଙ୍କା ୬୮ ପଇସା ଏବଂ ଡିଜେଲ ଦର ୭୦ ଟଙ୍କା ୪୨…

ଏଭଳି ତୈଳ ବ୍ୟବହାର କରି ପୂର୍ଣ୍ଣ କରନ୍ତୁ ଆପଣଙ୍କର ମନସ୍କାମନା!

ଆପଣମାନେ ତେଲକୁ ବହୁତ କାର୍ୟ୍ୟରେ ବ୍ୟବହାର କରିଥାନ୍ତି। ତେଲ ବିଭିନ୍ନ ପ୍ରକାରର ହୋଇଥାଏ ଯାହା ଅଲଗା ଅଲଗା କାର୍ୟ୍ୟରେ ବ୍ୟବହାର କରାଯାଇଥାଏ। ଅଳସୀ, କର୍ପୂର, ଅରଣ୍ଡି, ଚମେଲି, ଅଁଳା, ରାସି ଏବଂ ସୋରିଷ ତେଲ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଖାଦ୍ୟ ବସ୍ତୁ ଭିତରେ ଚିନା…