ଚଣ୍ଡିଖୋଲରେ ସ୍ଥାପନ ହେବ ଷ୍ଟ୍ରାଟେଜିକ୍ ଅଏଲ୍ ରିଜର୍ଭର
ଯାଜପୁର (କେନ୍ଯୁଜ୍) : ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ସ୍ଥାପନ ହେବ ଷ୍ଟ୍ରାଟେଜିକ୍ ଅଏଲ୍ ରିଜର୍ଭର । ଏନେଇ ଆଜି ସଚିବାଳୟରେ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଅଧିକାରୀ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଛି । ସଚିବାଳୟରେ ମୁଖ୍ୟସାଶନ ସଚିବ ଆଦିତ୍ୟ ପାଢୀଙ୍କ ସହ ଆଲୋଚନା କରିଛନ୍ତି…