ଆଜିଠୁ ଆରମ୍ଭ ହୋଇଛି ଓଜେଇଇ କାଉନସେଲିଂ
ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ଓଜେଇଇ କାଉନସେଲିଂ। ଏମ୍.ଟେକ୍, ଏମ୍. ଆରକ୍, ଏମ୍. ପ୍ଲାନ ଓ ବି. ଫାର୍ମା ପାଠ୍ୟକ୍ରମ ପାଇଁ ଆରମ୍ଭ ହୋଇଛି କାଉନସେଲିଂ। ଏହି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀ ଓଜେଇଇ ୱେବସାଇଟ୍ www.ojee.nic.in କୁ ଯାଇ ନାମ ପଞ୍ଜୀକରଣ…