ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ଓଜେଇଇ କାଉନସେଲିଂ। ବି. ଆର୍କ, ବି.ଟେକ୍, ବି.ପ୍ଲାନ୍ ଓ ଇଣ୍ଟିଗ୍ରେଟେଡ୍ ଏମ୍ସିଏ ପାଠ୍ୟକ୍ରମ ପାଇଁ ଓଜେଇଇ ପକ୍ଷରୁ ଆଜିଠୁ କାଉନସେଲିଂ ଆରମ୍ଭ ହେବ।…