Browsing Tag

ojee exam-2020

ଅକ୍ଟୋବର ୧୨ ରୁ ୧୯ ଯାଏଁ ହେବ ଚଳିତ ଶିକ୍ଷାବର୍ଷର ଓଜେଇଇ ପରୀକ୍ଷା, ସୂଚନା ଦେଲେ ଅଧ୍ୟକ୍ଷ

ଭୁବନେଶ୍ୱର( କେ ନ୍ୟୁଜ): ଚଳିତ ଶିକ୍ଷା ବର୍ଷର ଓଜେଇଇ ପାଇଁ ନିର୍ଦ୍ଧାରିତ ହେଲା ତାରିଖ । ଆସନ୍ତା ମାସ ଅର୍ଥାତ ଅକ୍ଟୋବର ୧୨ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ସୂଚନା ଦେଲେ ଓଜେଇଇ ଅଧ୍ୟକ୍ଷ । କୋଭିଡ କଟକଣା ପାଇଁ ମେ ମାସରେ ଅନୁଷ୍ଠିତ ହେବାକୁ ଥିବା…