Browsing Tag

ola e-scooter

ଦୁନିଆର ସବୁଠାରୁ ବଡ ଇ- ସ୍କୁଟର ପ୍ଲାଣ୍ଟ ଚଳାଇବେ କେବଳ ମହିଳା, ଓଲା ନେଲା ପଦକ୍ଷେପ

ଓଲା ଦେଶରେ ଅଟୋ ମାର୍କେଟରେ ଇ- ସ୍କୁଟର ଆଣିବା ପରେ ଏକ ବଡ ଅଭିଯାନ ଆରମ୍ଭ କରିଛି। ଦୁଇ ଚକିଆ ଇଲେକ୍ଟ୍ରିକ୍ ଯାନକୁ ନେଇ ବଡ଼ ଧରଣର ପୁଞ୍ଜିନିବେଶ କରିଥିବା ଓଲା ପକ୍ଷରୁ ମହିଳା ସଶକ୍ତୀକରଣ ଦିଗରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। କମ୍ପାନୀର କାରଖାନାରେ ୧୦ ହଜାର ମହିଳାଙ୍କୁ ନିଯୁକ୍ତି…