୧୫ ଅଗଷ୍ଟରେ MoveOS 4 ଇଲେକ୍ଟ୍ରିକ୍ ସ୍କୁଟରରୁ ପରଦା ଉଠାଇବ Ola Electric, ଜାଣନ୍ତୁ କଣ ରହିଛି ଫିଚର
ଭାରତର ଓଲା ଇଲେକ୍ଟ୍ରିକ ଟୁ ହୁଇଲର ଇଭି ମାନ୍ୟୁଫେକଚୁରିଙ୍ଗ କମ୍ପାନୀ ଏହି ସ୍ୱାଧୀନତା ଦିବସରେ MoveOS 4 ନାମକ ଏକ ଲାଟେଷ୍ଟ ଅପଡେଟ ଆଣିବାକୁ ପ୍ରସ୍ତୁତ ହୋଇଛି । ୧୫ ଅଗଷ୍ଟରେ MoveOS 4 ରିଭିଲ ହେବ ବୋଲି ଓଲା ଇଲେକ୍ଟ୍ରିକ୍ କମ୍ପାନୀ ଘୋଷଣା କରିଛି । ଓଲା ଇଲେକ୍ଟ୍ରିକର ସିଇଓ ଭାବିଶ…