Browsing Tag

old age

ବଡ ହୋଇ ପିଲା ହୁଅନ୍ତି ପର, ଆଶ୍ରୟସ୍ଥଳ ହିଁ ଏବେ ସବୁ ପିତାମାତାଙ୍କ ଘର ପାଲଟିଲାଣି, କିଏ ଏଥିପାଇଁ ଦୋଷୀ ….

ଆଜ୍ଞା ଆମକୁ ରାହା ନାହିଁ । ଭିକ ସିନା ମାଗିବୁ ହେଲେ ରହିବୁ କୋଉଠି । ଜାଗା ତ ନାହିଁ । କହି କହି କେମିତି କାନ୍ଦିପକାଉଛି ଦେଖନ୍ତୁ ଏଇ ମାଆଟିଏ । କିନ୍ତୁ ତାର ଲୁହ ତାକୁ ବୁଝାଉଛି, କାହିଁ କାନ୍ଦୁଛୁ, ଭୁଲିଯା ସେମାନଙ୍କୁ, ଯାହାଙ୍କୁ ତୁ ଏଡେ ଠୁ ଏଡେ କରିଛୁ । ଏଇ ଘର ହିଁ ତୋର ଏବେ ନିଜର ।…

ବୟସ୍କଙ୍କ ପାଇଁ  କାଳ ସାଜିଛି କରୋନା, ରାଜଧାନୀ ଦିଲ୍ଲୀରେ ୨୪ ଘଣ୍ଟାରେ ମୃୃତ୍ୟୁ ବରଣ  କରିଛନ୍ତି ୫୦ ପ୍ରତିଶତ ବୃଦ୍ଧ

ଦିନକୁ ଦିନ ବଢିଚାଲିଛି  କରୋନା ସଂକ୍ରମିତଙ୍କ  ସଂଖ୍ୟା । ଏମିତିକି କୋଭିଡର ନୂଆ  ଭାରିଏଣ୍ଟ ଆସିବା ପରେ ଏହା ବର୍ତ୍ତମାନ ସମସ୍ତଙ୍କ ପାଇଁ  ଚିନ୍ତାର କାରଣ  ପାଲଟିଛି । ଏବେ ସବୁଠାରୁ  ଚିନ୍ତାଜନକ  ବିଷୟ ହେଉଛି ଯେ ଛୋଟ ଛୁଆ ଓ ବୟସ୍କ ଅଧିକ ପ୍ରଭାବିତ ହେଉଛନ୍ତି । କ୍ୟାପିଟାଲ ଦିଲ୍ଲୀର …

ଭୂତ ନେଉଛି ବାର୍ଦ୍ଧକ୍ୟ ଭତ୍ତା, ବାଲେଶ୍ୱର ବସ୍ତା ବ୍ଲକ୍‌ ନଟାକଟା ପଞ୍ଚାୟତରେ ୧୭ ମୃତ ବ୍ୟକ୍ତି ନେଉଛନ୍ତି ଭତ୍ତା…

ବାଲେଶ୍ୱର(କେନ୍ୟୁଜ୍): ବସ୍ତା ବ୍ଲକ୍‌ ନଟାକଟା ପଞ୍ଚାୟତରେ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ଦୁର୍ନୀତି ଅଭିଯୋଗ । ଅଭିଯୋଗ ଅନୁଯାୟୀ,୨୨ ମାସ ଧରି ୧୭ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ନକଲି ଟିପଚିହ୍ନ ଦେଇ ପଞ୍ଚାୟତ କର୍ମଚାରୀ ଭତ୍ତା ଟଙ୍କା ଉଠାଇ ଚାଲିଛନ୍ତି । ଏହି ଘଟଣା ପ୍ରଘଟ ହେବା ପରେ…

ଟ୍ରୁଜେଟ ଏୟାରଲାଇନର ବିଶାଳ ହୃଦୟ, ବାର୍ଷିକତ୍ସବରେ ମାଗଣା ବିମାନ ଯାତ୍ରା କରାଇଲା ୪୫ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ

ହାଇଦ୍ରାବାଦ : ଏକ ଆଞ୍ଚଳିକ ବିମାନ କମ୍ପାନୀ ‘ଟ୍ରୁଜେଟ ଏୟାର ଲାଇନ’ ନିଜର ୪ର୍ଥ ବର୍ଷ ବାର୍ଷିକତ୍ସବ ଅବସରରେ ବୃଦ୍ଧାଶ୍ରମର ୪୫ ଜଣ ଅନ୍ତେବାସୀଙ୍କୁ ମାଗଣାରେ ଅନେକ ତୀର୍ଥସ୍ଥାନ ବୁଲାଇଛି। ଏହି ୪୫ ଜଣ ହେଉଛନ୍ତି  ହାଇଦ୍ରାବାଦର ମାଲକାଜିଗିରି ସ୍ଥିତ ଆଣ୍ଟୋନି ଓଲ୍ଡ ଏଜ୍ ହୋମ ଅନ୍ତେବାସୀ।…

ବୟସର ଅପରାହ୍ନରେ ବି ହାରିନାହାନ୍ତି ଜି.ଧନୁ, ୭୨ ବର୍ଷରେ ନିଜ ଶରୀରକୁ ଏପରି ରଖିଛନ୍ତି ଫିଟ୍

ଗଞ୍ଜାମ : କୁହାଯାଏ ମନୋବଳ ଯଦି ଠିକ୍ ଅଛି, ତା ହେଲେ ବୟସ ମାପକାଠି ହୁଏନାହିଁ । ଏପରି ଅନେକ ଉଦାହରଣ ମଧ୍ୟ ରୁ ଗୋଟିଏ ଉଦାହରଣ ହେଉଛି ଗଞ୍ଜାମ ଜିଲ୍ଲା କୁଶପଡା ଗାଁର ଜି.ଧନୁଙ୍କ ଫିଟ୍ କାହାଣୀ। ଗାଁ ହେଉ କିମ୍ବା ସହର ସବୁଠି ଏବେ ଲୋକମାନେ ଫିଟ ହେବା ପାଇଁ ଅନେକ ପ୍ରକାର ପନ୍ଥା…

ମଦ ପିଇ ନିଶାରେ ଗାଡି ଚଲାଉଥିଲେ ଯୁବକ, କୋର୍ଟ ଦେଲେ ଐତିହାସିକ ଦଣ୍ଡ

ନୂଆଦିଲ୍ଲୀ : ଦିନକୁ ଦିନ ମଦ ପିଇ ଗାଡି ଚାଳକଙ୍କ ଯେପରି ଭାବରେ ଦୁର୍ଘଟଣା ଘଟୁଛି ତାହା ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟି ଯାଇଛି। ବାରମ୍ବାର ସଚେତନତା ଓ ଫାଇନ ସତ୍ତ୍ୱେ ଦୁର୍ଘଟଣା କମିବାର ନାଁ ନେଉ ନାହିଁ। ଏଭଳି ସ୍ଥିତିରେ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି। ଜଣେ ମଦ୍ୟପ ଯୁବକ…

ଏମିତି ଭାଇ ଭଉଣୀଙ୍କ ଯୋଡି, ଯିଏ ଏକାସାଙ୍ଗରେ ପଢି ୯୫ ବର୍ଷରେ ପାସ କଲେ ଗ୍ରାଜୁଏସନ୍‌

ଆମେରିକା : ଡେନବର ସହରରେ ରହୁଥିବା ୯୫ ବର୍ଷର ଭାଇ ଓ ୯୪ ବର୍ଷର ଭଉଣୀ ଏକା ସାଙ୍ଗରେ ଗ୍ରାଜୁଏସନ ପାସ କରିଛନ୍ତି। ଏହି ବୟଜ୍ୟେଷ୍ଠ ମହିଳାଙ୍କ ନାମ ଏନୀଟା ରେମିରୋଜ ଓ ପୁରୁଷଙ୍କ ନାମ ଜିଓର୍ଜ ରେମିରୋଜ ଅଟେ । ଦୁଇ ଜଣ ଯାକ ୮୦ ବର୍ଷର ଲମ୍ବା ସମୟ ପୂରଣ କରିବା ପରେ ଗ୍ରାଜୁଏସନ ପଢା ପୂର୍ଣ୍ଣ…