ବଡ ହୋଇ ପିଲା ହୁଅନ୍ତି ପର, ଆଶ୍ରୟସ୍ଥଳ ହିଁ ଏବେ ସବୁ ପିତାମାତାଙ୍କ ଘର ପାଲଟିଲାଣି, କିଏ ଏଥିପାଇଁ ଦୋଷୀ ….
ଆଜ୍ଞା ଆମକୁ ରାହା ନାହିଁ । ଭିକ ସିନା ମାଗିବୁ ହେଲେ ରହିବୁ କୋଉଠି । ଜାଗା ତ ନାହିଁ । କହି କହି କେମିତି କାନ୍ଦିପକାଉଛି ଦେଖନ୍ତୁ ଏଇ ମାଆଟିଏ । କିନ୍ତୁ ତାର ଲୁହ ତାକୁ ବୁଝାଉଛି, କାହିଁ କାନ୍ଦୁଛୁ, ଭୁଲିଯା ସେମାନଙ୍କୁ, ଯାହାଙ୍କୁ ତୁ ଏଡେ ଠୁ ଏଡେ କରିଛୁ । ଏଇ ଘର ହିଁ ତୋର ଏବେ ନିଜର ।…