ଭଙ୍ଗାଯିବ କଟକ ସହରର ପୁରୁଣା ଅସୁରକ୍ଷିତ କୋଠା: ତାଲିକା ପ୍ରସ୍ତୁତ କରିଛି ସିଏମସି
କଟକ(କେନ୍ୟୁଜ୍):ଭଙ୍ଗାଯିବ କଟକ ସହରର ପୁରୁଣା ଅସୁରକ୍ଷିତ କୋଠା । ଉଭୟ ସରକାରୀ ଓ ବେସରକାରୀ କୋଠା ଭଙ୍ଗା ଯିବ ବୋଲି ସୂଚନା ମିଳିଛି । ଏଥିପାଇଁ କଟକ ମହାନଗର ନିଗମ ଆଜି ଠାରୁ ପ୍ରକ୍ରିୟା ଆରମ୍ଭ କରିଛି । ମଙ୍ଗଳବାଗ ନୂଆପାଟଣା ଅଞ୍ଚଳରେ ଭଙ୍ଗା ଯାଇଛି ଶହେ ବର୍ଷ ପୁରୁଣା ଦୁଇ ମହଲା ଘର ।…