Browsing Tag

old man death

ଚାଷ ଜମିକୁ ଯିବା ବେଳେ ଟ୍ରେନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ଅନୁଗୋଳ (କେନ୍ୟୁଜ): ଚାଷ ଜମିକୁ ଯିବା ବେଳେ ଟ୍ରେନ ଧକ୍କାରେ ଜଣେ ମୃତ। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ରାଣୀଗୋଡା ଗ୍ରାମ ପଞ୍ଚାୟତର ପୁରୁଣା ସାହି ପଞ୍ଚୁ ନାଥ ବେହେରା (୭୫) ଚାଷ ଜମିକୁ ଯାଉଥିବା ବେଳେ ଟ୍ରେନ ଧକ୍କା ରେ ମୃତ୍ୟୁବରଣ କରିଛନ୍ତି। ପରିବାର ଲୋକଙ୍କ ଠାରୁ ମିଳିଥିବା ସୂଚନା…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜେଜେ ମୃତ, ନାତି-ନାତୁଣୀ ଗୁରୁତର

ନବରଙ୍ଗପୁର(କେନ୍ଯୁଜ୍): କାଳ ହେଲା ବେଆଇନ ବିଦ୍ୟୁତ ସଂଯୋଗ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପ୍ରଧାନୀଗୁଡା ଗ୍ରାମରେ ଘଟି ଯାଇଛି ଏହି ଅଭାବନୀୟ ଘଟଣା । ବେଆଇନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜେଜେଙ୍କର ମୃତ୍ଯୁ ହୋଇଥିବାବେଳେ, ନାତି ନାତୁଣୀଙ୍କୁ ଗୁରୁତର ଅବସ୍ଥାରେ…

ଡ୍ୟାମକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ବୃଦ୍ଧ ମୃତ

ଯାଜପୁର (କେ ନ୍ୟୁଜ୍‌) : ଯାଜପୁର ଜିଲ୍ଲା ବଡଚଣା ବ୍ଲକ ସମିଆଁ ପଂଚାୟତ ନୁଟିକିରି ଠାରେ ଜଣେ ବ୍ୟକ୍ତିଙ୍କର ପାଣିରେ ବୁଡ଼ି ମୃତ୍ୟୁ ଘଟଛି । । ମୃତକ ହେଲେ ସେହି ଗ୍ରାମର ନିଧି ଦେହୁରୀ (୫୫) । ସେ ନିକଟସ୍ଥ ଚେକ ଡ୍ୟାମକୁ ଗାଧୋଇବାକୁ ଯାଇଥିବା ସମୟରେ ଅସାବଧାନତା କାରଣରୁ ଗୋଡ ଖସି ପାଣିରେ…

କେନ୍ଦୁଝର ବଡ଼ପାଟଣା ସାହିରେ ଅଭାବନୀୟ ଘଟଣା, ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ

ଘଟଗାଁ: ଜଣେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା । କେନ୍ଦୁଝର ଜିଲ୍ଲା ପାଟଣା ଥାନା ବଡ଼ପାଟଣା ସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବୃଦ୍ଧ ଜଣକ ହେଲେ ବବ୍‌ଲୁ ନାଏକ। ବବ୍‌ଲୁ ଓ ତାଙ୍କ ପତ୍ନୀ ବଡପାଟଣା ସାହିରେ ନିଜ ଝିଆରୀଙ୍କ ଘରେ ରହି କାମଧନ୍ଦା କରୁଥିଲେ। ଗତକାଲି ରାତିରେ ବବ୍‌ଲୁଙ୍କୁ କେହି…